IBN ଓଡ଼ିଶା ବ୍ୟୁରୋ

Vastu Tips- ମୁଠାଏ ଲୁଣ ଆପଣଙ୍କୁ କରିଦେବ କୋଟିପତି, କେବଳ କରନ୍ତୁ ଏହି ଗୋଟିଏ ଉପାୟ, ଜମେଇକି ବର୍ଷିବ ଟଙ୍କା

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ଲୁଣର ଜନ୍ମ ସମୁଦ୍ରରୁ ହୋଇଥାଏ ଏବଂ ସମୁଦ୍ର ହେଉଛି ମାତା ଲକ୍ଷ୍ମୀଙ୍କର ବାପ ଘର । ଯେହେତୁ ଲୁଣ ସମୁଦ୍ର ଜାତ ତେଣୁ ଏହା ମାତା ଲକ୍ଷ୍ମୀଙ୍କର ମଧ୍ୟ ବହୁତ ପ୍ରିୟ ହୋଇଥାଏ । ଲୁଣକୁ ରୋଷେଇରେ ବ୍ୟବହାର କରିବା ସହିତ ଏହାକୁ ବାସ୍ତୁ ଦେଷ ନଜର ଦୋଷ ଏବଂ ଧରର ସମସ୍ତ ନକରାତ୍ମକ ଦୋଷକୁ ଦୂର କରିବା ପାଇଁ ବ୍ୟବହାର କରାଯାଏ ।

ଯଦି ଘରେ ଅଯଥାରେ ଝଗଡା ଲାଗି ରହୁଥାଏ ଏବଂ ଅଭାବ ଅନଟନ ଦେଖା ଦେଉଥାଏ ଆୟ ଥିଲେ ମଧ୍ୟ ସଞ୍ଚୟ ହୋଇ ପାରୁନଥାଏ ବ୍ୟବସାୟରେ କ୍ଷତି ଘଟୁତାଏ ତେବେ ଆପଣ ମାନେ ଏହି ଲୁଣକୁ କିପରି ବ୍ୟବହାର କରିବେ ସେ ବିଷୟରେ ଆମେ ଆପଣଙ୍କୁ କହିବୁ ।

ତେବେ ଘରକୁ ଲେପାପୋଛା କରିବା ସମୟରେ ସେହି ପାଣିରେ ଏକ ଚାମୁଚ ଲୁଣ ମିଶାଇ ଦିଅନ୍ତୁ । ଏହାକୁ ସପ୍ତାହରେ ଦୁଇ ତିନି ଥର କରନ୍ତୁ । ଏହା କରିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ସହ ନଜର ଦୋଷ ମଦ୍ୟ ଦୂର ହୋଇଥାଏ । ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଦୂର ହୋଇଥାଏ । ଯାହା ଦ୍ୱାରା ଘରକୁ ଶାନ୍ତିର ବାତାବରଣ ପେରି ଆସିଥାଏ । ଘର ଧନ ଐଶ୍ୱର୍ଯ୍ୟରେ ପୂରି ଉଠିଥାଏ ।

ତେବେ ଘରୋ ରୋଜଗାର ଥିଲେ ମଧ୍ୟ ଉନ୍ନତି କରିପାରୁ ନଥିଲେ, ସଦାସର୍ବଦା ରୋଗ ଲାଗି ରହୁଥିଲେ ଆପଣ ମାନେ ଏହି ଉପାୟ ନିଶ୍ଚିତ କରନ୍ତୁ । ଆପଣ ମାନେ ଘରର ମୁଖ୍ୟ ଦ୍ୱାର ଆଗରେ ଅର୍ଥାତ ତାହାର ଡାହାଣ ପଟରେ ଏକ ନାଲି କପଡାରେ କିଛି ଲୁଣ ବାନ୍ଧିରଖି ତାହାକୁ ଟାଙ୍ଗି ଦିଅନ୍ତୁ ।

ଏହାକୁ କୃଷ୍ନପକ୍ଷ ଚତୁର୍ଦ୍ଦଶୀ ରେ ବାନ୍ଧି ଦିଅନ୍ତୁ ପୁଣି ଅନ୍ୟ ମାନ ସେହି ଚତୁର୍ଦ୍ଦଶୀରେ ପୁରୁଣା ଲୁଣ ପୁଟୁଳିକୁ କାଢି ନୂଆ ପୁଟୁଳିକୁ ବାନ୍ଧିଦିଅନ୍ତୁ ଏବଂ ପୁରୁଣାକୁ ପାଣିରେ ଭସେଇ ଦିଅନ୍ତୁ । ଏମିତି କ୍ରମାଗତ କରିଲେ ଘରର ନଜର ଦୋଷ ଦୂର ହେବ । ଆର୍ଥିକ କ୍ଷେତ୍ରରେ ସମସ୍ତ ସମସ୍ୟା ମାନ ଦୂର ହେବ । ତେବେ ଯଦି ଆପଣ ମାନେ ଯେତେ ରୋଜଗାର କରିଲେ ମଧ୍ୟ ସଦାସର୍ବଦା ନିଅଣ୍ଟ ଧରୁଥାଏ କିମ୍ବା କର୍ମ ବ୍ୟବସାୟରେ କ୍ଷତି ଘଟୁଥାଏ, ସଞ୍ଚୟ ଠିକ ରୂପରେ ହୋଇପାରୁ ନଥାଏ ତେବେ ଆପଣ ମାନେ ଏହି ଉପାୟ ନିଶ୍ଚିତ ରୂପରେ କରନ୍ତୁ ।

ଆପଣ ମାନେ କିଛି ଲୁଣ ନେଇ ଗୋଟିଏ କାଚ ବା ପ୍ଲାଷ୍ଟିକ ଡହାରେ ରଖିଦିଅନ୍ତୁ, ଯେପରିକି ବାହାରକୁ ଲୁଣ ଦେଖଯାଉଥିବ । ଏହା ସହ ସେହି ଲୁଣରେ କିଛି ଲବଙ୍ଗ ମଧ୍ୟ ରଖନ୍ତୁ ଏବଂ ସେହି ଲୁଣକୁ ଆଲମିରା ବା ପଇସା ବାକ୍ସ ଆଦିରେ ରଖନ୍ତୁ । ଏମିତି କରିବା ଦ୍ୱାରା ଘରର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ନୂତନ ବ୍ୟବସାୟ କରିବା ପାଇଁ ଚାହୁଁଥିଲେ ଏହି ଉପାୟ ନିଶ୍ତିତ ରୂପରେ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button