ପୁରୁଣାରୁ ପୁରୁଣା ଅର୍ଶ ( Piles )ମାତ୍ର 1 ସପ୍ତାହରେ ହୋଇଯିବ ମୂଳରୁ ଶେଷ, କେବଳ କରନ୍ତୁ ଏହି ଘରୋଇ ଉପଚାର

ବନ୍ଧୁଗଣ ନମସ୍କାର ତେବେ ବର୍ତ୍ତମାନ ସମୟରେ ଖରାପ ଜୀଵନ ଶୈଳୀ ଯୋଗୁଁ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଅର୍ଶ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଅର୍ଶ ହେବାର ଅନେକ ଗୁଡ଼ିଏ କାରଣ ରହିଛି । କିନ୍ତୁ ଏହାର ପ୍ରମୁଖ କାରଣ ହେଉଛି ଗ୍ୟାସ ରେ ପୀଡ଼ିତ ହେବା, ଖାଦ୍ୟ ସଠିକ ଭାବରେ ପାଚନ ନହେବା ଏବଂ ସକାଳୁ ଠିକ ଭାବରେ ପେଟ ଖାଲି ନହେବା ଦ୍ଵାରା ଏହି ସମସ୍ୟା ଦେଖିବାକୁ ମିଳିଥାଏ । ଯେଉଁ ବ୍ୟକ୍ତି ମାନେ ସର୍ବଦା ବସିକରି କାର୍ଯ୍ୟ କରିଥାନ୍ତି ସେହି ବ୍ୟକ୍ତି ମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଇଥାଏ । ଅଧିକ ମୋଟା ଥିବା ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ ।

ଏହି ରୋଗ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ଅର୍ଶ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ବ୍ୟକ୍ତି ଅନେକ ପ୍ରକାର ର ଔଷଧ ର ସେବନ କରିଥାନ୍ତି ଏବଂ ଏହାର ସାଇଡ଼ ଇଫେକ୍ଟ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହା ବହୁ ପୁରାତନ ଏବଂ ପରୀକ୍ଷିତ । ଏହି ଘରୋଇ ଉପଚାର କୁ ପ୍ରାୟୋଗ କରିବା ଦ୍ୱାରା ମାତ୍ର କିଛି ଦିନ ମଧ୍ୟରେ ଆପଣ ଅର୍ଶ ଭଳି ଭୟଙ୍କର ରୋଗରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ସେହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ପ୍ରଥମରେ ତେବେ ରାତିରେ ଶୋଇବା ପୂର୍ବରୁ ଆପଣ ଙ୍କୁ ଏହି ଉପଚର ପ୍ରୟୋଗ କରିବାକୁ ହେବ । ତେବେ ଏଥିପାଇଁ ଆପଣ ଏକ ଗ୍ଲାସ ଗରମ କ୍ଷୀର ସହିତ ଜଡ଼ା ତେଲ ନିଅନ୍ତୁ । ଆପଣ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀର ନିଅନ୍ତୁ ଏବଂ ସେହି କ୍ଷୀର ରେ ଆପଣ ତିନି ଏମେଲ ଜଡ଼ା ତେଲ ମିଶାନ୍ତୁ । ଶୋଇବାର ଏକ ଘଣ୍ଟା ପୂର୍ବରୁ ଆପଣ ଏହାକୁ ସେବନ କରନ୍ତୁ, ଏହା ସହିତ ତୁଳା ସାହାଯ୍ୟ ରେ ସେହି ଜଡ଼ା ତେଲ କୁ ମଧ୍ୟ ଅର୍ଶ ଜାଗାରେ ଲଗାନ୍ତୁ । ଏହି ଉପଚାର ପ୍ରୟୋଗ ଦ୍ୱାରା ଆପଣ ଙ୍କୁ ମଳ ତ୍ୟାଗ ସମୟରେ ଆଉ ପ୍ରେସର ଦେବାକୁ ପଡ଼ି ନଥାଏ ।
ତେବେ ଦ୍ଵିତୀୟ ରେ ହେଉଛି ଏଥିରେ ଆପଣ ଙ୍କୁ ସର୍ବ ପ୍ରଥମେ ତ୍ରିଫଳା ଚୂନ ଆବଶ୍ୟକ ଯାହାକି ତିନୋଟି ସାମଗ୍ରୀ ରୁ ପ୍ରସ୍ତୁତ ହୋଇ ଥାଏ, ସେଗୁଡିକ ହେଉଛି ଅମ୍ଲା, ହରିଡ଼ା ଏବଂ ବାହାଡ଼ା । ଏହି ତିନୋଟି ସାମଗ୍ରୀ କୁ ନେଇ ଏହାର ଗୁଣ୍ଡ ପ୍ରସ୍ତୁତ କରାଯାଇ ଥାଏ, ତେବେ ଏହି ତ୍ରିଫଳା କୁ ଆପଣ ରାତିରେ ଶୋଇବାର ୫ ମିନିଟ ପୂର୍ବରୁ ସେବନ କରିବାକୁ ହେବ । ତେବେ ଏକ ଚାମଚ ତ୍ରିଫଳା ଚୂନ କୁ ଆପଣ ଏକ ଗ୍ଲାସ ଉଷୁମ ପାଣିରେ ମିଶାନ୍ତୁ ଏହାପରେ ଏହାକୁ ସେବନ କରନ୍ତୁ ଯାହାର ରେଜଲ୍ଟ ଆପଣ ନିଜେ ହିଁ ଜାଣି ପାରିବେ ।
ତେବେ ତୃତୀୟ ରେ ଆପଣ ଯେତେ ବେଳେ ସକାଳେ ଉଠିବେ ସେତେବେଳେ ଏହି ତୃତୀୟ ଉପଚାର ଟିକୁ ପ୍ରୟୋଗ କରିବାକୁ ପଡ଼ିବ । ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ପାନମହୁରୀ ଓ ହେଙ୍ଗୁ ଆବଶ୍ୟକ, ୧୦୦ ଗ୍ରାମ ପାନମହୁରୀ ନେଇ ଏକ ତାୱା ରେ ଅଳ୍ପ ଭାଜି ଦିଅନ୍ତୁ । ଏହା ପରେ ଏହି ପାନମହୁରୀ କୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ କରି ଦିଅନ୍ତୁ । ସକାଳେ ଉଠି ପାନମହୁରୀ ଏକ ଚାମଚ ନିଅନ୍ତୁ ଏବଂ ସେଥିରେ ଚିମୁଟାଏ ହେଙ୍ଗୁ ମିଶାନ୍ତୁ । ଏହାପରେ ତାହାକୁ ନର୍ମାଲ ପାଣିରେ ପକାଇ ଦେଇ ଗୋଳାଇ ଦିଅନ୍ତୁ ତାପରେ ତାକୁ ସେବନ କରନ୍ତୁ । ଦେଖିବେ ଆପଣଙ୍କ ର ପୁରୁଣା ରୁ ପୁରୁଣା ଅର୍ଶ ରୋଗ ଭଲ ହୋଇ ଯିବ ।




