IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭଗବାନଙ୍କ ଘରେ ଡେରି ଅଛି କିନ୍ତୁ ଅନ୍ଧାର ନୁହେଁ, ୨୦୨୧ ରେ କୋଟି କୋଟି ଟଙ୍କାର ମାଲିକ ହେବେ ଏହି ରାହସିର ଲୋକ- Jyotish Shastra

ବନ୍ଧୁଗଣ ଆଜି ଆମେ ଜ୍ୟୋତିଷ ଶାସ୍ତ୍ର ର ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ ଯିଏ ୨୦୨୧ ରେ ଭାଗ୍ୟବାନ ହେବାକୁ ଯାଉ ଛନ୍ତି। ଆମେ ଏହା ଜାଣିଥାଉ କି ଆମ ଜୀବନର ସମସ୍ତ ଘଟଣା ଭଲ କିମ୍ବା ଖରାପ ସବୁ ଆମ ରାଶି ଓ ନକ୍ଷତ୍ର ଉପରେ ହିଁ ନିର୍ଭର କରିଥାଏ। ଏବଂ ଗ୍ରହ ର ଭଲ ପ୍ରଭାବ ଓ କୁପ୍ରଭାବ ମଧ୍ୟ ଆମ ଜୀବନ ଉପରେ ବହୁତ ମହତ୍ତ୍ଵ ରଖିଥାଏ। ସେହି ଗ୍ରହ ଓ ନକ୍ଷତ୍ର ର ଭଲ ଚଳନ ଯୋଗୁଁ ୨୦୨୧ ରେ କିଛି ରାଶି ମାନଙ୍କ ଭାଗ୍ୟ ରେ ପରିବର୍ତ୍ତନ ଆସିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

୧- ପ୍ରଥମ ରାଶି ହେଲା ମେଷ ରାଶି। ମେଷ ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ଏବେ ବହୁତ ପରିବର୍ତ୍ତନ ଆସିବ। ଏହି ରାଶି ର ବ୍ୟକ୍ତି ମାନେ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିବେ। ବ୍ୟବସାୟ ରେ ଉନ୍ନତି ଘଟିବ। ଏବଂ ଚାକିରୀ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ ଏବଂ ପଦୋନ୍ନତି ମଧ୍ୟ ହେବ।ଏବଂ ଶନି ଦେବ ଙ୍କ କୃପା ଯୋଗୁଁ ଧନ ଲାଭ ମଧ୍ୟ ହେବ।

୨- ଦ୍ୱିତୀୟ ରାଶି ହେଉଛି ତୁଳା ରାଶି। ତୁଳା ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ମଧ୍ୟ ବହୁତ ପରିବର୍ତ୍ତନ ଆସିବ । ଏବଂ ଏହି ପରିବର୍ତ୍ତନ ଯୋଗୁଁ ଆପଣ ଖୁସି ରେ ମଧ୍ୟ ରହିବେ। ଧନ ର ଲାଭ ମଧ୍ୟ ହେବ। କୌଣସି କୋର୍ଟ କଚେରୀ କାମ ଥିଲେ ସେଥିରୁ ସଫଳତା ପାଇଁ ପାରିବେ। ସମାଜରେ ସମ୍ମାନ ମଧ୍ୟ ମିଳିବ।କିନ୍ତୁ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

୩- ତୃତୀୟ ରାଶି ର ନାମ ହେଉଛି ମିଥୁନ ରାଶି। ମିଥୁନ ରାଶି ର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ ଙ୍କ ର ଅସୀମ କୃପା ରହିବ ଏହା ଯୋଗୁଁ ଏହି ରାଶି ର ବ୍ୟକ୍ତି ମାନେ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିବେ ଓ ଧନ ଧ୍ୟାନ ମଧ୍ୟ ବଢିବ।ଏବଂ ସବୁବେଳେ ଆପଣ ଖୁସି ହୋଇ ରହିବେ। ଏବଂ ନିଜର ସମସ୍ତ ମନୋକାମନା ପୂର୍ଣ୍ଣ ହେବ।

୪- ଚତୁର୍ଥ ରାଶି ହେଉଛି କନ୍ୟା ରାଶି। କନ୍ୟା ରାଶି ର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ ଓ ମାତା ଲକ୍ଷ୍ମୀ ଙ୍କ ର ଅସୀମ କୃପା ଯୋଗୁଁ ସବୁ କାର୍ଯ୍ୟ ରେ ସଫଳତା ମିଳିବା ସହ ଧନ ମଧ୍ୟ ଲାଭ ହେବ। ଏହି ରାଶି ର ବ୍ୟକ୍ତି ମାନେ ସବୁ କାର୍ଯ୍ୟ ଧୋର୍ଯ୍ୟ ଓ ବୁଦ୍ଧି ର ସହିତ କରିବା ଆବଶ୍ୟକ।

୫- ପଞ୍ଚମ ରାଶି ହେଉଛି ସିଂହ ରାଶି। ସିଂହ ରାଶି ର ଲୋକ ମାନଙ୍କ ଭାଗ୍ୟ ରେ ମଧ୍ୟ ପରିବର୍ତ୍ତନ ଆସିବ। ଏହି ରାଶି ଉପରେ ଭଗବାନ ଶନି ଦେବ ଙ୍କ ର କୃପା ମଧ୍ୟ ରହିବ ଏହା ଯୋଗୁଁ ସେମାଙ୍କ ର ଆୟ ବୃଦ୍ଧି ହେବ ଏବଂ ସବୁ କାର୍ଯ୍ୟ କ୍ଷେତ୍ରରେ ସଫଳ ମିଳିବ। ସରକାରୀ ଚାକିରୀ ମଧ୍ୟ ମିଳିପାରେ।ବ୍ୟାପାର ରେ ଲାଭ ମଧ୍ୟ ମିଳିବ।

୬- ଷଷ୍ଠ ରାଶି ହେଉଛି ବୃଷଭ ରାଶି। ବୃଷଭ ରାଶି ର କୁଣ୍ଡଳି ରେ ଶନି ଦେବ ରାଜ ଯୋଗ ଆଣିଛନ୍ତି।ଯାହା ଦ୍ୱାରା ଏହି ରାଶି ର ବ୍ୟକ୍ତି ଙ୍କ ର ସବୁ ଦୁଃଖ ଦୂର ହେବ। ଓ ଧନ ର ଲାଭ ମଧ୍ୟ ହେବ।ନିଜର ସମସ୍ତ ମନୋକାମନା ପୂର୍ଣ୍ଣ ହେବ।ଏବଂ ସମସ୍ତ ସ୍ୱପ୍ନ ସାକାର ମଧ୍ୟ ହେବ।ଏବଂ ଶନି ଦେବ ଙ୍କ ର ଆରାଧନା କରିବା ଯାହା ଦ୍ୱାରା ତାଙ୍କ କୃପା ଦୃଷ୍ଟି ସବୁବେଳେ ରହୁଥିବ।

୭- ସପ୍ତମ ରାଶି ହେଉଛି ମକର ରାଶି। ବହୁତ ଦିନ ପରେ ମକର ରାଶି ଉପରେ ଶନିଦେଵ ଙ୍କ ର କୃପା ଦୃଷ୍ଟି ପଡିଛି।ସମସ୍ତ କରଜ ରୁ ମୁକ୍ତି ମିଳିପାରିବ।ବ୍ୟପାର ରେ ଆୟ ବଢିବ। ଆର୍ଥିକ ଧନ ଲାଭ ମଧ୍ୟ ହେବ।ସମସ୍ତ ମନୋକାମନା ପୂର୍ଣ୍ଣ ହେବ।

୮- ଅଷ୍ଟମ ରାଶି ହେଉଛି କୁମ୍ଭ ରାଶି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁମ୍ଭ ରାଶି ଭଗବାନ ଙ୍କ ର ସବୁଠୁ ପ୍ରିୟ ରାଶି। ଏବଂ ଏବେ ଶନିଦେଵ ଙ୍କ ର କୃପା ଯୋଗୁଁ ଏହି ରାଶି ର ବ୍ୟକ୍ତି ମାନଙ୍କ ସମସ୍ତ କଷ୍ଟ ଦୂର ହେବ। ଧନ ର ମଧ୍ୟ ଲାଭ ହେବ। ଏମାନେ ଏକ ସଫଳ ଜୀବନ ଯାପନ କରିପାରିବେ।ଏବଂ ସମସ୍ତ କାର୍ଯ୍ୟ ରେ ଲାଭ ମିଳିବ। ଶନିଦେଵ ଙ୍କ ଉପାସନା ଓ ଶନି ଚାଳିଶା ପଢ଼ିବା ଦ୍ୱାରା ଶନିଦେଵ ଙ୍କ କୃପା ବଜାୟ ରହିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button