7 ଟି କଦଳୀ ଅଛି, 8 ଜଣ ଲୋକ ନ ଭାଙ୍ଗି ନ କାଟି କଦଳୀକୁ କେମିତି ଖାଇବେ ? ଏହା ସହ ଆହୁରି 12 Interesting GK ପ୍ରଶ୍ନୋତର

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଓଡ଼ିଆ ର କିଛି କୌତୁହଳ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯେଉଁ ପ୍ରଶ୍ନ ଗୁଡ଼ିକ ସମ୍ବନ୍ଧରେ ଜାଣିବାକୁ ଏବଂ ତାହାର ଉତ୍ତର ଖୋଜିବାକୁ ଆପଣଙ୍କୁ ବହୁତ ମଜା ଆସିବ । ଏହା ସହ ଆପଣ କିଛି ନୂଆ କଥା ଶିକ୍ଷା ମଧ୍ୟ କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।
୧. ଜନସଂଖ୍ୟା ଅନୁସାରେ ଭାରତୀୟ ସବୁଠାରୁ ବଡ଼ ସହରର ନାମ କଣ?
ଉତ୍ତର- ମୁମ୍ବାଇ ।
୨. ଜନସଂଖ୍ୟା ଅନୁସାରେ ବିଶ୍ୱର ସବୁଠାରୁ ବଡ଼ ଦେଶ କିଏ?
ଉତ୍ତର- ଚୀନ ।
୩. କ୍ଷେତ୍ରଫଳ ଅନୁସାରେ ବିଶ୍ଵର ସବୁଠାରୁ ବଡ଼ ଦେଶ କିଏ?
ଉତ୍ତର- ଋଷ ।
୪. ଭାରତର କେଉଁ ନଦୀ ରୁ ହୀରା ମିଳିଥାଏ?
ଉତ୍ତର- କୃଷ୍ନା ।
୫. କେଉଁ ଗ୍ରହର ଚତୁଃପାର୍ଶ୍ବରେ ବଳୟ ଅଛି?
ଉତ୍ତର- ଶନି ।
୬. କେଉଁ ଯନ୍ତ୍ର ସାହାଯ୍ୟ ରେ ବାୟୁ ର ଗତି ମାପ କରାଯାଏ?
ଉତ୍ତର-ଏନିମୋମିଟର ।
୭. ଭାରତରତ୍ନ ର ଡିଜାଇନ କେଉଁ ବୃକ୍ଷ ର ପତ୍ର ସଦୃଶ ହୋଇଥାଏ?
ଉତ୍ତର- ଅଶ୍ୱସ୍ତ ଗଛ ।
୮. ଗାନ୍ଧିଜୀ କେଉଁଠାରେ ଆଇନ ଅଧ୍ୟୟନ କରିଥିଲେ?
ଉତ୍ତର- ଇଂଲଣ୍ଡ ।
୯. ଜୀବ ବିଜ୍ଞାନ ର ଜନକ କାହାକୁ କୁହାଯାଏ?
ଉତ୍ତର- ଆରିଷ୍ଟଟଲ ।
୧୦. ଭାରତର କେଉଁ ସହର କୁ ସାତ ଦ୍ବୀପର ସହର ବୋଲି କୁହାଯାଏ?
ଉତ୍ତର- ମୁମ୍ବାଇ ।
୧୧. ଭାରତର କେଉଁ ସହର କୁ ସିଲିକନ ଭାଲେ ଅଫ ଇଣ୍ଡିଆ କୁହାଯାଏ?
ଉତ୍ତର- ବେଙ୍ଗାଲୁରୁ ।
୧୨. ୭ଟି କଦଳୀ ରହିଛି କିନ୍ତୁ ୮ ଜଣ ଲୋକ ଅଛନ୍ତି । ତେବେ ୮ ଜଣ ଲୋକ ସମାନ ଭାଗରେ ଏହାକୁ କିପରି ଖାଇବେ?
ଉତ୍ତର- କଦଳୀ ସେକ୍ ତିଆରି କରି ଏହାକୁ ଖାଇ ପାରିବେ ।