IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପୁରୁଣା କଏନ କରିଦେବ କୋଟିପତି, ଯଦି ଅଛି ତେବେ ତୁରନ୍ତ ଦେଖନ୍ତୁ, ଏମିତି କରିବେ ବିକ୍ରି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣନ୍ତି କି ଆମେ ପ୍ରତିଦିନ ପଇସା ରୋଜଗାର କରିବା ପାଇଁ ପରିଶ୍ରମ କରିଥାଉ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ନୋଟ ଏବଂ କଏନ କୁ ସାଇତି କରି ରଖିଥାନ୍ତି । ବହୁତ ଲୋକ ଅନ୍ୟ ଦେଶର ମଧ୍ୟ ଟଙ୍କା ସ୍ମୃତି ସ୍ଵରୁପେ ରଖନ୍ତି । ତେବେ ଯଦି ଆପଣ ମଧ୍ୟ ଏହି ବ୍ୟକ୍ତି ମାନଙ୍କ ପରି ପୁରୁଣା ନୋଟ ଏବଂ କଏନ ସମ୍ଭାଳି ରଖିଛନ୍ତି ତେବେ ଆପଣଙ୍କ ପାଇଁ ଆସିଯାଇଛି ସବୁଠୁ ବଡ଼ ଖୁସିର ଖବର ।

ତେବେ ଯଦି ଆପଣଙ୍କ ପାଖରେ ଏହିପରି ୨ ଟଙ୍କିଆ କଏନ ଅଛି ତେବେ ଆପଣ ଘରେ ବସି ବସି ଲକ୍ଷପତି ହୋଇପାରିବେ । ଯେକୌଣସି ବସ୍ତୁ ଅଧିକ ପୁରୁଣା ହୋଇଗଲେ ତାହାର ମହତ୍ତ୍ଵ ବଢ଼ିଯାଇଥାଏ । ମାନେ ତାହାର ଦାମ ବଢିଯାଏ ଏବଂ ଏହି ଜିନିଷ ଗୁଡ଼ିକ ନିଲାମ କରାଯାଏ । ଯେଉଁଥିରେ ବିକ୍ରି କରୁଥିବା ବ୍ୟକ୍ତି ରାତା ରାତି ଲକ୍ଷପତି ହୋଇଥାନ୍ତି । ଆଊ ଯଦି ବ୍ୟକ୍ତି ପାଖରେ ଏହି ପୁରୁଣା କଏନ ସହ ଟଙ୍କା ମଧ୍ୟ ଥାଏ ତେବେ ସେ କୋଟିପତି ମଧ୍ୟ ହୋଇପାରେ ।

ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ବହୁତ ଅଧିକ ରହିଥାଏ ଯାହା ଦ୍ଵାରା ବିକ୍ରି କରୁଥିବା ବ୍ୟକ୍ତି ଟଙ୍କା ରୋଜଗାର କରିପାରେ । ତେବେ ଯଦି ଆପଣଙ୍କ ପାଖରେ ବି ଏହି ପରି କିଛି ପୁରୁଣା ଟଙ୍କା ଜାଗା ବହୁତ ବର୍ଷର ପୁରୁଣା ତେବେ ଆପଣ ମଧ୍ୟ ଏହାକୁ ବିକ୍ରି କରି ଲକ୍ଷପତି ହୋଇପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁଇ ଟଙ୍କିଆ କଏନ ବିଷୟରେ କହିବାକୁ ଯାଉଛୁ ଯାହା ବିକ୍ରି କରି ଆପଣ ଟଙ୍କା ରୋଜଗାର କରିପାରିବେ । ଆମେ ଯେଉଁ କଏନ ବିଷୟରେ କହୁଛୁ ତାହା ୧୯୯୪ ମସିହାର ଦୁଇ ଟଙ୍କିଆ କଏନ ଅଟେ । ଏହା ପଛରେ ଭାରତର ମାନଚିତ୍ର ଅଛି ।

ତେବେ କ୍ୱିକର ୱେବସାଇଟ ରେ ଏହି କଏନ ର ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି । ଏହା ଛଡା ସ୍ଵାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆ ଙ୍କ ସମୟର ୧ ଟଙ୍କିଆ କଏନ ର ମୂଲ୍ୟ ୨ ଲକ୍ଷ୍ୟ ଟଙ୍କା ରହିଛି । ଏହା ସହିତ ୧ ଟଙ୍କିଆ ବ୍ରିଟିଶ ଅମଳର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି । ଏହି ପରି ଆହୁରି ବି ଅଲଗା ଅଲଗା ପୁରୁଣା କଏନ ଏହି ୱେବସାଇଟ ରେ ବିକ୍ରି ହେଉଛି । ଏହାର ଡିମାଣ୍ଡ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଏମିତିରେ ଯଦି ଆପଣଙ୍କ ପାଖରେ କୌଣସି ବି ପୁରୁଣା କଏନ ଅଛି ଓ ଆପଣ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ଆପଣ ଇ କମର୍ସ ସାଇଟକୁ ଯାଇ ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେଶନ କରିବାକୁ ପଡିବ । ଏହା ପରେ ଆପଣ ନିଜର ପୁରୁଣା କଏନର ଫଟୋକୁ ଉଠାଇ ଏହି ୱେବସାଇଟରେ ଅପଲୋଡ କରିବା ପରେ ବିକ୍ରି କରି ପାରିବେ । ଏବଂ ଘରେ ବସି ବସି ଲକ୍ଷପତି ହୋଇପାରିବେ । ତେବେ ଯଦି ଆପଣଙ୍କ ପାଖରେ ଏହିପରି କଏନ ଅଛି ତେବେ ଶୀଘ୍ର ଏହାକୁ ବିକ୍ରି କରନ୍ତୁ ଏବଂ ନିଜର ଭାଗ୍ୟର ତାଲା ଖୋଲନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button