IBN ଓଡ଼ିଶା ବ୍ୟୁରୋ

Gk Questions & Answers- ଏମିତି କେଉଁ ଜିନିଷ ଗାଈର ପଛରେ ଏବଂ ଝିଅଙ୍କ ଆଗରେ ରହିଥାଏ ? 99% ଲୋକ ଫେଲ

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ କିଛି ଗୋଲକ ଧନ୍ଦା ବିଷୟରେ ଆଲୋଚନା କରିବା ଯାହା ଆପଣଙ୍କୁ ଖୁବ ମଜା ଲାଗିବା ସହ ଆପଣଙ୍କ ଜ୍ଞାନ ମଧ୍ୟ ବୃଦ୍ଧି ହେବ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

୧-ସେ କଣ ଯେଉଁଥିରେ ଚାରି ଆଙ୍ଗୁଳି ଏବଂ ଗୋଟିଏ ବୁଢା ଆଙ୍ଗୁଳି କିନ୍ତୁ ଜୀବନ ବିଲକୁଲ ନାହିଁ ?

ଉତ୍ତର- ଗ୍ଲୋବସ୍ ।

୨- ଏଭଳି କେଉଁ ଜିନିଷ ରହିଛି ଯାହାକୁ ମହିଳା ମାନେ ବର୍ଷକୁ ଥରେ କିଣିଥାନ୍ତି ?

ଉତ୍ତର- ରାକ୍ଷୀ ।

୩- ଏଭଳି ଗୋଟିଏ ଜିନିଷ ଅଛି ଯାହାକୁ ନିଆଁ ଜାଳି ପାରିବ ନାହିଁ । ପାଣି ଓଦା କରି ପାରିବ ନାହିଁ । ଶସ୍ତ କାଟି ପାରିବ ନାହିଁ ଏବଂ ମୃତ୍ୟୁ ମାରି ପାରିବ ନାହିଁ ?

ଉତ୍ତର- ଛାଇ ।

୪- ଏଭଳି କେଉଁ ଜିନିଷ ରହିଛି ଯାହା ଥଂଡା ରେ ବି ତରଳି ଯାଏ ?

ଉତ୍ତର- ମହମବତୀ ।

୫- ଏଭଳି କେଉଁ ବ୍ୟାଗ ଯାହା କେବଳ ଓଦା ହେବାରେ କାମରେ ଆସେ ?

ଉତ୍ତର- ଟି ବ୍ୟାଗ ।

୬-ଏଭଳି କେଉଁ ଜିନିଷ ଅଛି ଯାହାକୁ ଯେତେ ଖାଇଲେ ବି ପେଟ ଭରି ନଥାଏ ?

ଉତ୍ତର- ରାଣ ।

୭- ଏଭଳି କେଉଁ ଖଜାନା ରହିଛି ଯାହାକୁ ଯେତେ ବାଣ୍ଟିଲେ ବି ବଢିଥାଏ ?

ଉତ୍ତର – ବିଦ୍ୟା ।

୮- ଯଦି ଗୋଟିଏ ଲାଲ ରଙ୍ଗର ପଥର କୁ ନୀଳ ରଙ୍ଗର ସମୁଦ୍ର ରେ ପକେଇଲେ କଣ ହୁଏ ?

ଉତ୍ତର- ପଥର ବୁଡିଯିବ ।

୯-ଏଭଳି କେଉଁ ଦୋକାନ ରହିଛି ଯେଉଁଠି ଧନୀ ହେଉ କିମ୍ବା ଗରିବ ସମସ୍ତେ କଟୋରି ଧରି ଠିଆ ହୁଅନ୍ତି ?

ଉତ୍ତର- ଗୁପଚୁପ ଦୋକାନ ।

୧୦- ଏମିତି କେଉଁ ଜିନିଷ ଯାହା ଗାଈର ପଛରେ ଏବଂ ଝିଅଙ୍କର ଆଗରେ ରହିଥାଏ ?

ଉତ୍ତର- w ( cow, women )

୧୧- ଏଭଳି କେଉଁ ଦୋକାନୀ ଅଛି ଯିଏ ଆପଣଙ୍କ ଜିନିଷ ବି ନିଏ ଏବଂ ପଇସା ବି ନିଏ ?

ଉତ୍ତର- ବାରିକ ।

୧୨- ଏଭଳି କେଉଁ ଜିନିଷ ରହିଛି ଯାହାକୁ ପୁରୁଷ କେବଳ ଥରେ ଏବଂ ନାରୀ ଜୀଵନ ଯାକ କରିଥାନ୍ତି ?

ଉତ୍ତର- ମଥାରେ ସିନ୍ଦୁର ।

ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଆପଣଙ୍କ ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button