IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀ ମାନେ ସକାଳୁ ଏହି କାମ କଲେ ସ୍ୱାମୀ ମାନେ ହୋଇଥାନ୍ତି କୋଟିପତି

ନମସ୍କାର ବନ୍ଧୁଗଣ ମନୁଷ୍ୟ ଜୀବନ ରେ ସବୁବେଳେ ଖୁସି ରହିବା ଟା ସମ୍ଭବ ନୁହେଁ । କେତେବେଳେ ଖୁସି ତ କେତେବେଳେ ଦୁଃ-ଖ ରହିବା ସ୍ୱାଭାବିକ ଅଟେ । ତେବେ ପ୍ରତିଦିନ ସକାଳୁ ଉଠିବା ପରେ ଆମର ଗୋଟିଏ ଗୋଟିଏ ଦିନ ଖୁସି ରେ ଯାଏ ତ ଆଉ ବହୁତ ଦିନ ଖ-ରା-ପ ଯାଇଥାଏ । ହେଲେ ଆମ ସହ ଏମିତି କଣ ପାଇଁ ହୋଇଥାଏ । ଏମିତି କଣ କଲେ ଆମେ ଆମ ଜୀବନରେ ସବୁବେଳେ ଖୁସି ରେ ବିତାଇ ପାରିବା ।

ଏମିତି କହିବାକୁ ଗଲେ ସୁଖ ଦୁଃ-ଖ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଯାହା କି ଆମେ ଚାହିଁଲେ ବି ସୁଖ ପାଇଁ ଦୁଃ-ଖ କୁ ଛାଡି ପାରିବୁ ନାହିଁ । ଏବଂ ଦୁଃଖ ଠାରୁ ଆମେ କେବେବି ମୁଁହ ବୁଲାଇ ପାରିବୁନି । କିନ୍ତୁ ଆମେ ଚାହିଁଲେ ଆମ ଜୀବନରୁ ଆମର ସବୁ କ-ଷ୍ଟ , ଅସୁବିଧା ଏବଂ ଦାରିଦ୍ର୍ୟତା କୁ ଦୂର କରିପାରିବା । ତେଣୁ ଆଜି ଆମେ ଆପଣଙ୍କୁ ଏଭଳି ମନ୍ତ୍ର ଜଣାଇବାକୁ ଚାହୁଁଛୁ ଯାହାକୁ ଆପଣ ମୁଖ୍ୟତଃ ଘରର ମହିଳା ମାନେ ଏହି ଜପ କରିବା ଦ୍ୱାରା ଆପଣଙ୍କ ଦରିଦ୍ରତା , ଦୁଃ-ଖ, ସମସ୍ୟା ଆଦି ସବୁ ସମାପ୍ତ ହେବ ଓ ଆଦିର ଅ-ନ୍ତ ଘ-ଟି-ବ ଏବଂ ଆପଣଙ୍କ ଜୀବନକୁ ସୁଖ ସମୃଦ୍ଧି ରେ ଭରପୁର କରିଦେବ ।

ଏହି ଉପାୟ କୁ କରିବା ଦ୍ୱାରା ଘର ପରିବାର ରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ହାସଲ କରନ୍ତି । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ ଏବଂ କୌଣସି ବି କାର୍ଯ୍ୟ ରେ ବା-ଧା-ବି-ଘ୍ନ ସୃଷ୍ଟି ହୋଇନଥାଏ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଏତେ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଯାହାର ଆପଣ କଳ୍ପନା ମଧ୍ୟ କରି ନଥିବେ। ପ୍ରାୟତଃ ବ୍ୟକ୍ତି ନିଜ ଜୀବନ ରେ ସୁଖ ସମୃଦ୍ଧି ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ର ପ୍ରୟୋଗ କରିଥାନ୍ତି । ତେବେ ଯଦି ଆପଣ ନିଜ ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହି ଉପାୟ ର ପ୍ରୟୋଗ କରନ୍ତୁ ଏବଂ ଏହି ମନ୍ତ୍ର ର ଜପ କରନ୍ତୁ । ତେବେ ଆସନ୍ତୁ ଏହି ଉପାୟ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

Related Articles

Leave a Reply

Your email address will not be published. Required fields are marked *

Back to top button