IBN ଓଡ଼ିଶା ବ୍ୟୁରୋ

ଓଜନ ବୃଦ୍ଧି ର ସହଜ ଉପାୟ – ମାତ୍ର 7 ଦିନରେ ବଢାନ୍ତୁ 30 କିଲୋ ଓଜନ –

ନମସ୍କାର ବନ୍ଧୁଗଣ ଆଜି ଆମେ କମ ସମୟରେ ଏବଂ ଘରୋଇ ଉପକରଣ ଦ୍ୱାରା କିପରି ଓଜନ କୁ ବୃଦ୍ଧି କରି ପାରିବା ସେ ବିଷୟରେ ଆଲୋଚନା କରିବା । ଅଧିକ ପତଳା ହେବା ଦ୍ୱାରା ତାହା ଆପଣଙ୍କ ବ୍ୟକ୍ତିତ୍ବ ଏବଂ ଆତ୍ମବିଶ୍ବାସ ଉପରେ ବହୁତ ଖ-ରା-ପ ପ୍ରଭାବ ପକାଇ ଥାଏ । ଯଦି ଓ ବଜାର ରେ ଓଜନ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ମାନ ରହିଛି କିନ୍ତୁ ତାହାକୁ ସେବନ କରିବା ଦ୍ୱାରା ତାହା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ଥାଏ । ସେଥିପାଇଁ ସେହି ବଜାରର ଔଷଧ କୁ ସେବନ ନ କରି ଘରୋଇ ଉପକରଣ ରୁ ପ୍ରସ୍ତୁତ ଜିନିଷ କୁ ସେବନ କରିବା ଉଚିତ ଏହା ଦ୍ୱାରା ଆପଣଙ୍କ ଓଜନ ବଢିବା ସହ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇ ନଥାଏ ।

ଯେଉଁ ଭଳି ଓଜନ କମାଇବା କ-ଷ୍ଟ-କ-ର ହୋଇ ଥାଏ ସେହି ଭଳି ଓଜନ ବଢ଼ାଇବା ମଧ୍ୟ ବହୁତ କ-ଷ୍ଟ ହୋଇ ଥାଏ । କିନ୍ତୁ ବ୍ୟକ୍ତି ର ନୀତିଦିନ ର ଜୀଵନ ଶୈଳୀ ଏବଂ ଖାଦ୍ୟ ପଦାର୍ଥ ର ପରିବର୍ତ୍ତନ ଦ୍ୱାରା ଏହା ସହଜ ହୋଇ ପାରି ଥାଏ । ବେଳେ ବେଳେ ଅଧିକ ଓଜନ ବଢ଼ାଇବା ପାଇଁ ଲୋକମାନେ ଅଧିକ ଖାଦ୍ୟ ଖାଇବା ଆରମ୍ଭ କରି ଦେଇଥାନ୍ତି । କିନ୍ତୁ ଓଜନ ବଢି ନ ଥାଏ । ଅଧିକାଂଶ ଲୋକମାନେ ନିଜର ଓଜନ ବଢ଼ାଇବା ପାଇଁ ବାହାରର ଜଙ୍କ ଫୁଡ଼ ଖାଇବା ଆରମ୍ଭ କରି ଦେଇଥାନ୍ତି । କିନ୍ତୁ ଏହା କେବଳ ଚର୍ବି ବଢ଼ାଇ ଥାଏ ଏବଂ ବିଭିନ୍ନ ରୋଗ ମଧ୍ୟ କରାଇ ଥାଏ । ସେଥିପାଇଁ ସର୍ଵଦା ପ୍ରୋଟିନ ଯୁକ୍ତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ ଏହା ଖାଇବା ଦ୍ୱାରା ଆମ ମାଂସ ପେଶୀ ସବଳ ରୁହେ ଏବଂ ଅଯଥା ଚର୍ବି ମଧ୍ୟ ବଢି ନଥାଏ । ଏବଂ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖା ଦେଇଥାଏ ।

ଚାଲନ୍ତୁ କିଛି ଘରୋଇ ଉପାୟ ବିଷୟରେ ଆଲୋଚନା କରି ନେବା ଯାହା ଦ୍ୱାରା ଆମର ଓଜନ ଶୀଘ୍ର ବୃଦ୍ଧି ହେବା ସହିତ ଏହାର ଅନ୍ୟ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ରହି ନଥିବ ତେବେ ଆସନ୍ରୁ ଜାଣିନେବା ।
ପ୍ରଥମ ଟି ହେଉଛି ଉଷୁମ କ୍ଷୀରରେ ଅଶ୍ୱଗନ୍ଧା ଗୁଣ୍ଡ କୁ ମିଶାଇ ସକାଳେ ବ୍ୟାୟାମ କରୁଥିବା ବେଳେ ପିଇ ପାରିବେ ଏହା ଦ୍ୱାରା ମଧ୍ୟ ଆପଣଙ୍କ ଓଜନ ବୃଦ୍ଧି ହେବାରେ ବହୁତ ସାହାର୍ଯ୍ୟ କରିଥାଏ ।

ଦ୍ଵିତୀୟ ଟି ହେଉଛି ଆପଣ ଆଲମଣ୍ଡ କୁ ରାତିରେ ଭିଜେଇ ରଖି ଦିଅନ୍ତୁ ଏବଂ ସକାଳେ ଏହାର ଚୋପା କୁ ଛଡାଇ ତାର ସେବନ କରନ୍ତୁ ଏହା ଦ୍ୱାରା ମଧ୍ୟ ଆପଣଙ୍କ ଓଜନ ବୃଦ୍ଧି ହୋଇଥାଏ ଏବଂ ହା-ଡ଼ ମଧ୍ୟ ମଜବୁତ ରହିଥାଏ
ଏହା ଛଡା ଆପଣ ଚିନା ବାଦାମ ର ସେବନ କରି ପାରିବେ ଏହା ମଧ୍ୟ ଲାଭପ୍ରଦ । ଅଣ୍ଡା ଖାଇ ପାରିବେ ଡାଲି ମଧ୍ୟ ସେବନ କରି ପାରିବେ । ଏବଂ କିସମିସ ର ସେବନ ମଧ୍ୟ କରି ପାରିବେ । ଏହି ସମସ୍ତ ଘରୋଇ ଉପଚାର କିମ୍ବା ଉପାୟ ଦ୍ୱାରା ଆପଣ ନିଜର ଓଜନ କୁ ବୃଦ୍ଧି କରାଇ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button