IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନାରୀ ମାନଙ୍କର ବଡ ଥିଲେ ଏହି ସବୁ ଅଙ୍ଗ, ହୋଇଥାନ୍ତି ଭାଗ୍ୟଶାଳୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀଙ୍କୁ ବୁଝିବା ବହୁତ ବଡ କଠିନ କାର୍ଯ୍ୟ ଅଟେ । ବିଶ୍ଵ ସୃଷ୍ଟି କର୍ତ୍ତା ବ୍ରହ୍ମା ମଧ୍ୟ ନାରୀମାନଙ୍କର ମାୟା ବୁଝିବାରେ ସକ୍ଷମ ହୋଇନଥାନ୍ତି । ଘରର ନାରୀ ଘର ପାଇଁ ଲକ୍ଷ୍ମୀ ସଦୃଶ ଅଟନ୍ତି । ଗୋଟିଏ ନାରୀ ଚାହିଁଲେ ସେହି ଘରକୁ ସ୍ଵର୍ଗ କରିଦେବ । ନଚେତ ଜଣେ ନାରୀ ଚାହିଁଲେ ସେହି ଘର ନର୍କ ମଧ୍ୟ ପାଲଟି ଯାଇଥାଏ । ଶାସ୍ତ୍ରରେ ନାରୀ ମାନଙ୍କର କେତେଗୁଡିଏ ବିଶେଷ ଲକ୍ଷଣ ବର୍ଣନା କରାଯାଇଅଛି । ଯେଉଁ ଲକ୍ଷଣ ଜଣେ ନାରୀ ପାଖରେ ଥିଲେ । ସେହି ନାରୀକୁ ଶୋଭାଗ୍ୟବତୀ କୁହାଯାଇଥାଏ ।

ଯେଉଁ ଝିଅର ମୁହଁ ତାର ବାପାଙ୍କର ମୁହଁ ଭଳି ହୋଇଥାଏ । ସେହି ନାରୀ ବହୁତ ବୁଦ୍ଧିମତୀ ହୋଇଥାଏ । ସେହି ନାରୀ ପରିବାରକୁ ସର୍ବଦା ଗୋଟିଏ ସ୍ନେହର ସୂତାରେ ବାନ୍ଧି ରଖିବାକୁ ଚାହିଁଥାଏ । ଯେଉଁ ମହିଳାର ଜିଭ ବଡ ଓ ନାଲି ହୋଇଥାଏ । ସେହି ମହିଳା ଭାଗ୍ୟବତୀ ହୋଇଥାଏ । ଯେଉଁ ସ୍ତ୍ରୀର ନାକ ଲମ୍ବା ଓ ନାକର ଅଗ୍ର ଭାଗରେ କଳାଜାଇ ରହିଥାଏ । ସେହି ନାରୀ ଘର ପରିବାର ପାଇଁ ଅନେକ ସୁଖ ସମୃଦ୍ଧି ଆଣିଥାନ୍ତି ।

ଯେଉଁ ନାରୀ ମାନଙ୍କର ମୁହଁ ଗୋଲାକାର ଓ ଚମକିତ ଚେହରା ହୋଇଥାଏ । ସେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ନାରୀର ହାତର ଆଙ୍ଗୁଠି ଲମ୍ବା ହୋଇଥାଏ । ଏହା ବହୁତ ଭଲ ଓ ଦୁର୍ଲଭ ହୋଇଥାଏ । ଯେଉଁ ନାରୀ ମାନଙ୍କର କାନ ଲମ୍ବା ହୋଇଥାଏ । ସେହି ନାରୀଙ୍କୁ ଅତ୍ୟନ୍ତ ଶୁଭ ବିଚାର କରାଯାଇଥାଏ ।

ଯେଉଁ ଝିଅର ଓଠ ନାଲ୍ ଓ ସତେଜ ହୋଇଥାଏ । ସେହି ନିଜ ଜୀବନରେ ଅନେକ ସଫଳତା ପ୍ରାପ୍ତ କରିଥାନ୍ତି । ନାରୀ ମାନଙ୍କ କେଶ ଲମ୍ବା ଓ ଘନ ହୋଇଥିଲେ । ସେହି ନାରୀକୁ ଲକ୍ଷ୍ମୀମନ୍ତ ଭାବେ ବିଚାର କରାଯାଇଥାଏ । ନାରୀ ମାନଙ୍କର ପାଦର ସମସ୍ତ ଆଙ୍ଗୁଠି ଲମ୍ବା ହୋଇଥିଲେ । ଏହା ଅଶୁଭ ବିଚାର କରାଯାଇଥାଏ । ଯେଉଁ ନାରୀର ପାଦର ଆଙ୍ଗୁଠି ଛୋଟ, ଗୋଲ୍ ଓ ପାଦ ସୁନ୍ଦର ହୋଇଥାଏ ।

ସେହି ନାରୀମାନେ ଅଧିକ ହିଁ ଶୌଭାଗ୍ଯବତୀ ହୋଇଥାନ୍ତି । ନାରୀ ମାନଙ୍କର ଆଖି ଯଦି ବଡ, କ୍ଷୀର ଭଳି ଧଳା ଓ ହରିଣୀ ଭଳି ହୋଇଥାଏ । ତେବେ ସେହି ନାରୀଙ୍କୁ ଭାଗ୍ୟଶାଳୀ ନାରୀରେ ଗଣତି କରାଯାଇଥାଏ । ନାରୀ ମାନଙ୍କର ପାଦର ଗୋଇଠି କୋମଳ ଓ ଗୋଲାକାର ହୋଇଥିଲେ ।

ସେଭଳି ନାରୀ ଜୀବନରେ ଅନେକ ସୁଖ ସୁବିଧା ଭୋଗ କରିଥାଏ । ନାରୀ ମାନଙ୍କର ଯଦି ଉପରୋକ୍ତ କଥା ବସ୍ତୁ ଭଳି ଶରୀରର ଆକୃତି ହୋଇଥାଏ । ତେବେ ସେହି ମହିଳା ମାନେ ନିଜର ତଥା ଘର ପରିବାର ପାଇଁ ମଙ୍ଗଳଦାୟିନୀ ହୋଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button