IBN ଓଡ଼ିଶା ବ୍ୟୁରୋ

କଳା ଜୀରାର ଚମତ୍କାରୀ ଫାଇଦା, ମୂଳରୁ ଶେଷ କରେ ଏହି 9 ଟି ବଡ ରୋଗ

ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ସବୁ ବର୍ଗର ଲୋକ ସୁସ୍ଥ ଏବଂ ଫିଟ ରହିବାକୁ ଚେଷ୍ଟା କରୁଛନ୍ତି । ଏଥିଲାଗି ପ୍ରତିଦିନ ଯୋଗ, ବ୍ୟାୟାମ, ଏକ୍ସରସାଇଜ, ପ୍ରାତଃ ଭ୍ରମଣ ଆଦି କରିଥାନ୍ତି । ତେବେ ବହୁ ଲୋକ ବ୍ୟସ୍ତ ଜୀବନ ଶୈଳୀରୁ ଟାଇମ୍ ବାହାର କରି ଜିମ୍ ଯିବାକୁ ସମୟ ପାଇ ନ ଥାନ୍ତି । ଆଜି ଆମେ ଆପଣଙ୍କ ଆପଣଙ୍କ ରୋଷେଇ ଘରେ ଥିବା ଏକ ଜିନିଷ ବ୍ୟବହାର କରି କିପରି ଫିଟ୍ ରହିବେ ସେ ବିଷୟରେ କହିବୁ ।

ତେବେ ଆପଣଙ୍କ ରୋଷେଇ ଘରେ ଖାଦ୍ୟରେ କଳା ଜିରା ବ୍ୟବହାର କରୁଥିବେ । ଆପଣ କ’ଣ ଜାଣିଛନ୍ତି କି, ଏହି କଳା ଜିରା ମଧ୍ୟ ଅନେକ ସମସ୍ୟାକୁ ଭଲ କରିଥାଏ । ଜାଣି ରଖନ୍ତୁ ଏହି ଛୋଟ କଳା ଜିରାର ବଡ଼ ଫାଇଦା ବିଷୟରେ ।
ମୁଣ୍ଡ ବିନ୍ଧା ଏବଂ ଦାନ୍ତ ବିନ୍ଧାରୁ ଉପସମ ଦିଏ ଆପଣ ଦିନସାରା କାମ କରି ଥକି ଯିବା ଫଳରେ ଯଦି ମୁଣ୍ଡ ବିନ୍ଧା ହେଉଛି । ତାହାଲେ ଆପଣ କଳା ଜିରାର ତେଲ ମୁଣ୍ଡରେ ଲଗାନ୍ତୁ । ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଆରାମ ଦେବ ।

ସେହିପରି ଆପଣଙ୍କର ଯଦି ଦାନ୍ତ ବିନ୍ଧା ହେଉଛି ତାହାଲେ ମଧ୍ୟ ଆପଣ କଳା ଜିରାକୁ ବ୍ୟବହାର କରି ଏଥିରୁ ମୁକ୍ତି ପାଇ ପାରିବେ । ଆପଣ ଗରମ ପାଣିରେ କଳା ଜିରା ତେଲର କିଛି ବୁନ୍ଦା ପକାଇ ସେହି ପାଣିକୁ କୁଳି କରନ୍ତୁ । ଏହା ଆପଣଙ୍କୁ ଦାନ୍ତ ସମସ୍ୟାରୁ ଆରାମ ଦେବ । ତେବେ ପେଟ ପାଇଁ କଳା ଜିରା କଳା ଜିରା ଆମର ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । ଡାଇରିଆ, ଏସିଡିଟି, ପେଟ ଦରଜ, ପେଟ କାଟିବା ଇତ୍ୟାଦି ସମସ୍ୟା ହେଲେ କଳା ଜିରା ଖାଆନ୍ତୁ । ତେବେ କବଜ ଭଳି ସମସ୍ୟା ଥିଲେ କଳା ଜିରା ଆପଣଙ୍କୁ ଏଥିରୁ ଆରାମ ଦେବ ।

ସଂକ୍ରମଣ ହେବାକୁ ଦିଏ ନାହିଁ ଯଦି ଆପଣଙ୍କ ଦେହର କୌଣସି ସ୍ଥାନରେ ଘା କିମ୍ବା ଖଣ୍ଡିଆ ହୋଇଛି ତାହାଲେ ଆପଣ କଳା ଜିରାର ପାଉଡର ଲେପ ଳଗାନ୍ତୁ । ଏହା ଶରୀରରେ ସଂକ୍ରମଣ ହେବାକୁ ଦେବ ନାହିଁ । ଏହା ମଧ୍ୟ ଖଣ୍ଡିଆକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରିବ । ଏଥିରେ ଥିବା ଆଣ୍ଡି ବ୍ୟାକ୍ଟେରିଆ ଗୁଣ ଯୋଗୁ ଏହା ସଂକ୍ରମଣ ହେବାକୁ ଦିଏ ନାହିଁ । ଓଜନ କମାଇଥାଏ ଆପଣ ରୋଷେଇରେ କଳା ଜିରା ବ୍ୟବହାର କରନ୍ତୁ । ଏହା ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିବା ସହ ଖାଦ୍ୟକୁ ହଜମ ମଧ୍ୟ କରାଇବ ।

ତେବେ ମଧୁମେହ ରୋଗୀଙ୍କ ପାଇଁ କଳାଜିରା ତେଲର ବ୍ୟବହାର ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀମାନେ କଳା ଚା ସହିତ କଳାଜିରା ତେଲ ପିଇପାରିବେ । ସକାଳେ ଭୋଜନ ପୂର୍ବରୁ ଏବଂ ରାତ୍ରୀର ଭୋଜନ ପରେ ଅଧା ଚାମଚ କଳାଜିରା ତେଲରେ ମିଶ୍ରିତ କଳା ଚା ପିଇବା ଉଚିତ ।

କଳାଜିରା ତେଲର ବ୍ୟବହାର ମଧ୍ୟ ଆଖି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ୧ କପ ଗାଜର ରସ ନେଇ ସେଥିରେ ଅଧା ଚାମଚ କଳାଜିରା ତେଲ ମିଶାଇ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ପିଇବା ଦ୍ୱାରା ଆଖି ସୁସ୍ଥ ରହେ । ବୃଦ୍ଧାବସ୍ଥାରେ ଏହା ଆଖି ସମସ୍ୟା ଦୂର କରିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button