IBN ଓଡ଼ିଶା ବ୍ୟୁରୋ

ଯେଉଁ ବି ନାରୀ ଓ ପୁରୁଷଙ୍କ ପାଖରେ ଏହି 7ଟି ଲକ୍ଷଣ ଥାଏ ଲକ୍ଷ୍ମୀ ସେମାନଙ୍କ ପାଖରେ ହିଁ ରୁହନ୍ତି

ଯଦି ସ୍ତ୍ରୀ କିମ୍ବା ପୁରୁଷ ଯାହା ମଧ୍ୟ ରେ ଏହି 7 ଟି ଲକ୍ଷଣ ଥିବା ତାଙ୍କୁ ମହାନ୍ ବ୍ୟକ୍ତି ବୋଲି ମନା ଯାଏ । ଶ୍ରୀକୃଷ୍ଣ କୁହନ୍ତି ଯେ ମଧୁର ବାଣୀ ଅର୍ଥାତ୍ ମଧୁର କଥା କହି ଯିଏ ସମସ୍ତଙ୍କୁ ପାଖରେ ରଖିପାରେ ସେ ମନୁଷ୍ୟ ରେ ଗଢା ହୋଇଥାଏ ତାର ମାନ ସୁନ୍ଦର ହୋଇଥାଏ । ସଫା ରହିବା ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ମଣିଷ ସଫା ରହିନଥାଏ । ବୋହୁତ ସମୟ ଧରି କାର୍ଯ୍ୟ କରି ଅପରିଷ୍କାର ଦେଖା ଯାଏ ସେମାନେ ଙ୍କ ପାଖକୁ କାହାର ମଧ୍ୟ ନଜର ଆସେ ନାହିଁ ।

ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେଇଥାଏ ଓ ସ୍ୱଚ୍ଛ ବସ୍ତ୍ର ପରିଧାନ କରିଥାଏ ସେମାନେ ଙ୍କ ପାଖରେ ଭଲ ଗୁଣ ଭରି ରହିଥାଏ । ନିଶା ଜିନିସ ରୁ ଦୂରେଇ ରହିଥିବା ମଣିଷ ବୋହୁତ ଭଲ ହୋଇଥାଏ ରାଗ ଓ ଅଭିମାନ ରହିନଥାଏ । ଜ୍ଞାନ କୁ ଗ୍ରହଣ କରୁଥିବା ମନୁଷ୍ୟ ସଂସାର ରେ ନୂତନ ମାନ୍ୟତା ବା ପରିଚୟ ହାସଲ କରିପାରେ ।

ସାତ୍ୱିକ ଭୋଜନ କରିବା ଉଚିତ୍ ଏହା ଦ୍ଵାରା କାର୍ଯ୍ୟ ରେ ସୁଶିଲ ହେବ । ଓ ଭଲ ବୁଦ୍ଧି ହେବ । କିଛି କାର୍ଯ୍ୟ ପୂର୍ବ ରୁ ଆପଣ ବୋହୂ ବାର ଭାବିବେ । ଘରେ ବଡ ବୁଢା ଲୋକଙ୍କ ସମ୍ମାନ କରୁଥିବା ଲୋକଙ୍କ ଉପରେ ମାତା ଲକ୍ଷ୍ମୀ ବାହୁତ ପ୍ରସନ୍ନ ହୁଅନ୍ତି, ତେବେ ଏହି ଭଳି ମହିଳାଙ୍କ ସ୍ଵଭାବ ପାଇଁ ତାଙ୍କ ଜୀବନ ରେ କୌଣସି ପ୍ରକାର କଷ୍ଟ ବାସ କରେ ନାହିଁ ।

ଦାନ କରିବା । ଯେଉଁ ମନୁଷ୍ୟ ଅନ୍ୟ କୁ ଦାନ କରିଥାଏ ତାକୁ ଆଶୀର୍ବାଦ ସହ ପୁଣ୍ୟ ମିଳିଥାଏ । ଯାହା ତାକୁ ଜୀବନ ବଞ୍ଚିବାର ରାହା ଦେଖାଇଥାଏ । ଯିଏ ନିଜ କାମ ଓ କ୍ରୋଧ କୁ ବସ କରି ପାରିବ ସେ ହିଁ ସର୍ବ ଶ୍ରେଷ୍ଠ ହୋଇଥାଏ । ସେ ହିଁ ସଂସାର ରେ ବଞ୍ଚିବାର ତରିକା ଜାଣି ।

ଯେଉଁ ମହିଳା ମିଠା କଥା କହିଥାନ୍ତି ଓ କେବେ କାହା ବିଷୟରେ ଖରାପ ଭାବନ୍ତି ନାହିଁ ଏହି ଭଳି ମହିଳାଙ୍କ ସ୍ଵାମୀ ବହୁତ ଭାଗ୍ୟଶାଳି ହୋଇଥାନ୍ତି, ଏମିତିକା ମହିଳାକୁ ବିବାହ କଲେ ସ୍ଵାମୀ ଏବଂ ତାଙ୍କ ଘର ଲୋକେ ବହୁତ ଖୁସିରେ ରୁହନ୍ତି । ଶୁକ୍ରବାର ଦିନ ମାତାଙ୍କ ନାରେ ଘିଅ ଦୀପ ପ୍ରଜ୍ଵଳନ କଲେ ମାତା ବହୁତ ପ୍ରସନ୍ନ ହୁଅନ୍ତି ସେଥିପାଇଁ ଯେଉଁ ମହିଳା ଏମିତି କରନ୍ତି ତାଙ୍କ ଘରେ କେବେ କୌଣସି ଦୁଃଖ ଆସେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button