IBN ଓଡ଼ିଶା ବ୍ୟୁରୋ

ଠାକୁର ଘରେ ପୂଜା ସମୟରେ କଣ ଘଟିଲେ ଧନ ବୃଦ୍ଧିର ସଂକେତ ମିଳେ- Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ନୀତିଶିକ୍ଷା ବା ଅନୁଚିନ୍ତା ନେଇ ଆସିଛୁ ଯାହା ମାନବ ସମାଜରେ କଲ୍ୟାଣ ରେ ଆସିଥାଏ । ଏହାର ପାଳନ କରିଲେ ମଣିଷ ଜୀବନର ହିତ ହୋଇଥାଏ । ଏହି ସବୁ ଅନୁଚିନ୍ତା ଗୁଡିକର ପାଳନ କରିବା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ ସଂପୂର୍ଣ୍ଣ ବିବରଣୀ । ଠାକୁର ପୂଜା କରିବା ସମୟରେ ଧୂପକାଠିର ଧୂଆଁରେ ଓମ ବା ସ୍ଵସ୍ତିକ ଚିହ୍ନର ଆକାର ଦେଖାଯାଏ ତେବେ ଶୁଭ ହୋଇଥାଏ ।

ଠାକୁର ପୂଜା କରିବା ସମୟରେ ଠାକୁରଙ୍କୁ ଅର୍ପଣ କରାଯାଇଥିବା ଫୁଲ ଆପଣଙ୍କ ଆଡକୁ ପଡିଥାଏ ତେବେ ଶୁଭ ହୋଇଥାଏ । ଯଦି ଠାକୁର ପୂଜା କରିବା ସମୟରେ ଦୀପର ଶିଖା ଅଚାନକ ଜୋରରେ ଜଳିବାକୁ ଲାଗେ ତେବେ ସବୁ ଦୁଖ ଦୂର ହେବାର ସୂଚନା ମିଳିବା ସହ ଶୁଭ ସଂକେତ ପ୍ରାପ୍ତ ହୋଇଥାଏ । ଠାକୁର ପୂଜା କରିବା ସମୟରେ ଭିକାରି ବା ସାଧୁ ଭିକ୍ଷା କରିବାକୁ ଆସିଲେ ସବୁ ମନସ୍କାମନା ପୂରଣ ହୋଇଥାଏ ।

ଯଦି ପୂଜା ସମୟ ରେ କୌଣସି ପିଲା ର କାନ୍ଦ ଶୁଭେ ଏହା ଅଶୁଭ ସଂକେତ କୌଣସି ନକାରାତ୍ମକ ଶକ୍ତି ଆପଣ ଙ୍କ ଘର ଉପରେ ପଡ଼ିବାକୁ ଯାଉଚି । କାରଣ ଏହା ଅଶୁଭ ସଂକେତ ଦେଇଥାଏ । ଆପଣ ପୂଜା କଳା ବେଳେ କୌଣସି ଅତିଥି ଆପଣ ଙ୍କ ଘରକୁ ଆସିଲେ ତାହା ଶୁଭ ସଙ୍କେତ ଆପଣ ଜାଣିବେ କି ଆପଣଙ୍କ ଘର କୁ କୌଣସି ଶୁଭ ଖବର ଆସିବାକୁ ଯାଉଚି ।

ଯଦି ସନ୍ଧ୍ୟା ସମୟ ରେ କୌଣସି ସୁହଗିନି ସ୍ତ୍ରୀ ଆପଣ ଙ୍କ ଘରକୁ ଆସେ ତାହେଲେ ଆପଣ ଜାଣିବେ କି ଏହା ଆପଣ ଙ୍କ ସୌଭାଗ୍ୟ ର ଲକ୍ଷଣ ଅଟେ । ଏଥିରୁ ସ୍ପଷ୍ଟ ଯେ ମା ଲକ୍ଷ୍ମୀ ଆପଣ ଙ୍କ ଘରେ ପଦାର୍ପଣ କରିବାକୁ ଯାଉଛନ୍ତି । ପୂଜା ସମୟ ରେ କୌଣସି ଅତିଥି ଆସିଲେ ତାଙ୍କୁ କେବେ ହେଲେ ଜଳପାନ ବିନା ଛାଡ଼ିବେନି ପାଣି ଗ୍ଲାସ୍ ହେଲେ ମଧ୍ୟ ଦେବେ ।

ଆପଣ ଯଦି ତାଙ୍କୁ ଜଳପାନ କରି ସନ୍ତୁଷ୍ଟ କରନ୍ତି ଆପଣ ଙ୍କ ଉପରେ ମାତ ଲକ୍ଷ୍ମୀ ଙ୍କ ର କୃପା ନିଶ୍ଚିତ ରୂପେ ପଡ଼ିବ । ତେଣୁ ପୂଜା ସମୟ ରେ ଆସୁଥିବା ଅତିଥି ଙ୍କ ଚର୍ଚ୍ଚା କରିବା ସହ ତାଙ୍କ ଖବର ବୁଝିବା ଏହା ଦ୍ଵାରା ଘରେ ଧନ ଜନିତ ସମସ୍ତ ସମସ୍ୟା ଦୂର ହୁଏ ।

Related Articles

Leave a Reply

Your email address will not be published. Required fields are marked *

Back to top button