IBN ଓଡ଼ିଶା ବ୍ୟୁରୋ

ଘରେ ବର୍ଷିବ ଟଙ୍କା ହିଁ ଟଙ୍କା, ନିଜର ମନୋକାମନା ଲେଖି ଏଇଠି ପୋଡି ଦିଅନ୍ତୁ… ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନେକ ସମୟରେ କିଛି ଲୋକଙ୍କର ମନସ୍କାମନା ବା ଇଚ୍ଛା ପୂରଣ ହୋଇପାରେ ନାହି । କିଛି କ୍ଷେତ୍ର ରେ ଲୋକ ମାନେ ଯେତେ ଚେଷ୍ଟା କରିଲେ ମଧ୍ୟ ନିଜ ଇଚ୍ଛା ପୁରା କରି ପାରନ୍ତି ନାହି । କିଛି ଲୋକ ମାନେ ଏଥି ପାଇଁ ଭଗବାନ ଙ୍କ ପୂଜା ପାଠ କରିବା ସହ ପରିଶ୍ରମ କରିଲେ ମଧ୍ୟ ଗ୍ରହ ମାନଙ୍କର ପରିଚାଳନା ଠିକ ନ ଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥାଏ । ଗ୍ରହ ମାନଙ୍କ ପରିଚାଳନା ଠିକ ନ ଥିବାରୁ ହାତକୁ ଆସିଥିବା ମୌକା ମଧ୍ୟ ଚାଲି ଯାଇଥାଏ । ଏପରି ପରିସ୍ଥିତି ରେ କିଛି ଲୋକ ମାନେ ଏହାକୁ ସ୍ଵପ୍ନ ଭାବି ନେଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଯଦି ଆପଣଙ୍କର ମନସ୍କାମନା ବା ଇଚ୍ଛା ପୁରା ହେଉ ନ ଥାଏ ତେବେ ଏହା ପୁରା ହୋଇ ପାରିବ । ଆପଣ ଏହି ଉପାୟ କୁ ଯେ କୌଣସି ଦିନରେ କରି ଅପରିବେ । ସେଥିରେ କୌଣସି ବାରଣ ନାହି । ତେବେ ଆସନ୍ତୁ ଜାଣିବା ସେହି ସରଳ ଉପାୟ ଟି କଣ ଓ କିପରି ଏହାର ପ୍ରୟୋଗ କରାଯିବ ।

ଆପଣ ଏହି ଉପାୟ କୁ ରବିବାର ଦିନ କରିଲେ ବହୁତ ଭଲ ଓ ସର୍ବୋତ୍ତମ ହୋଇଥାଏ । ଏହା ଛଡା ଗୁରୁବାର ଦିନ ମଧ୍ୟ କରି ପାରିବେ । ଏହି ଉପାୟ କରିବା ପାଇଁ ଆବଶ୍ୟକ ରହିଛି ବର ଗଛର ପତ୍ର ଯାହାକୁ ଆଣିବାରେ କୌଣସି ଦୋଷ ଲାଗେ ନାହି । କିନ୍ତୁ ପିପଲ ଗଛର ପତ୍ର ଆଣିବାରେ ଦୋଷ ଲାଗିଥାଏ । ବର ଗଛ ପତ୍ର ସଫା ସୁତୁରା ହୋଇଥିବା ଦରକାର ଯେଉଁ ସମୟରେ ଆପଣ ଏହାକୁ ଛିଡାଇବେ ।

ଏହା ପରେ ଆପଣ ଏହି ପତ୍ର କୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହି ପାତ୍ର ଉପରେ ଆପଣ ନିଜର ମନରେ ଯେ କୌଣସି ଇଚ୍ଛା ରହିଛି ଯାହା ପୂରଣ ହୋଇପାରୁ ନାହି ତାହା ଲେଖି ଦିଅନ୍ତୁ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କୁ ଚାକିରି ଦରକାର ବା ସନ୍ତାନ ପ୍ରାପ୍ତି ହେଉ ନାହିଁ ବା ନୂଆ ଘର ମିଳିଯାଉ ବା ବିବାହ ହୋଇଯାଉ ଇତ୍ୟାଦି ।

ଏହି ପ୍ରୟୋଗ ଆପଣ କୌଣସି ଦିନରେ ସକାଳେ କରିବା ଉଚିତ । ଏହା ପରେ ବର ଗଛର ପତ୍ର କୁ ନଦୀରେ ଭସାଇ ଦିଅନ୍ତୁ । ନଦୀରେ ଭସାଇବା ସମୟରେ ଆପଣ ନିଜ ମନ କଥା ମନରେ ସ୍ମରଣ କରନ୍ତୁ । ଏହା ପରେ ଆପଣ ପଛକୁ ନ ଚାହିଁ ସିଧା ସଳଖ ଘରକୁ ଚାଲି ଯାଆନ୍ତୁ ।

ଏହି ପ୍ରକ୍ରିୟା କରିବା ଦ୍ଵାରା ଆପଣଙ୍କର ଯେ କୌଣସି ମନୋବାଞ୍ଛା ପୂର୍ଣ୍ଣ ହୋଇଯିବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button