IBN ଓଡ଼ିଶା ବ୍ୟୁରୋ

1 ମିନିଟରେ ଦନ୍ତ ବିନ୍ଧା ଓ ଦରଜ ହେବ ଭଲ, ବାସ କରନ୍ତୁ ଏହି ଘରୋଇ ଉପାୟ

ଦାନ୍ତ ବିନ୍ଧା ସମସ୍ଯା ଠାରୁ ଆଉ ବଡ କିଛି ନାହି । ଏହାର ଯନ୍ତ୍ରଣା ଏତେ କଷ୍ଟଦାୟକ ହୋଇଥାଏ ଯାହା ଦ୍ଵାରା ଜୀବନରେ ଅନେକ ସମସ୍ଯା ଦେଖାଯାଏ । ମଣିଷ ବଞ୍ଚିବା ପାଇଁ ଖାଇବା ଆବଶ୍ୟକ । କିନ୍ତୁ ଯଦି ଆମର ଦାନ୍ତ ବିନ୍ଧା ହେଉଥାଏ ତେବେ ଆମେ କିଛି ବି ଖାଇପାରୁ ନାହି । ପୂର୍ବ କାଳରେ ଲୋକଙ୍କର ଦାନ୍ତ ୧୦୦ ବର୍ଷ ଯାଏଁ ମଜବୁତ ରହୁଥିଲା । କିନ୍ତୁ ବର୍ତ୍ତମାନ ଲୋକଙ୍କର ମାତ୍ର ୩୦ ବର୍ଷରେ ହିଁ ଦାନ୍ତ ସମସ୍ୟା ଦେଖା ଯାଉଛି ଏହାର କାରଣ କଣ ହୋଇପାରେ । ପୂର୍ବ କାଳରେ ଲୋକ ମାନେ ସୁଷମ ଖାଦ୍ଯ ଖାଇବା ସହ ପ୍ରକୃତିରେ ବଞ୍ଚିବାକୁ ପସନ୍ଦ କରୁଥିଲେ ଯାହା ଦ୍ଵାରା ସେମାନଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହୁଥିଲା ।

କିନ୍ତୁ ବର୍ତ୍ତମାନ ଲୋକ ଏମାନେ ଖରାପ ଖାଦ୍ଯ ଖାଇବା ଦ୍ଵାରା ଦାନ୍ତ ସମସ୍ଯା ଅଧିକ ହେଉଛି । ପୂର୍ବେ ଲୋକ ଏମାନେ କୌଣସି ପେଷ୍ଟର ବ୍ୟବହାର କରୁ ନ ଥିଲେ ଯାହା ଦ୍ଵାରା ସେମାନଙ୍କ ଦାନ୍ତରେ କୌଣସି ବ୍ୟାକ୍ଟେରିୟା ହେଉନ ଥିଲା । ଆଗେ ଲୋକ ଏମାନେ ଦାନ୍ତକାଠିରେ ଦାନ୍ତ ସଫା କରୁଥିଲେ । କିନ୍ତୁ ଆଜି ପେଷ୍ଟର ପ୍ରୟୋଗ ଦ୍ଵାରା ଦାନ୍ତରେ ଅଧିକ ଯନ୍ତ୍ରଣା ହେଉଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ନୁସଖା ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କର ଦାନ୍ତ ବିନ୍ଧା ସମସ୍ୟାର ନିବାରଣ ହୋଇ ପାରିବ । ଯଦି ଆପଣଙ୍କ ଦାନ୍ତ ରେ କୌଣସି ଗୋଟିଏ ସ୍ଥାନରେ ବିନ୍ଧା ହେଉଥାଏ ତେବେ ସେଥିରେ ଲବଙ୍ଗ ତେଲ ତୁଳା ସାହାଜ୍ଯ ରେ ଲଗାଇଲେ ସୁଫଳ ମିଳିଥାଏ । ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କୁ ୧ ରୁ ୨ ମିନିଟ ମଧ୍ୟରେ ଆରାମ ମିଳି ପାରିବ ।

ଯଦି ଆପଣଙ୍କୁ ପ୍ରଥମ ଥରରେ ରିହାତି ମିଳେ ତେବେ ଆପଣ ଏହାର ଆଉ ଦୁଇ ଥର ପ୍ରୟୋଗ କରି ପାରିବେ । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ ନାହି । ଲବଙ୍ଗ ତେଲର ପ୍ରୟୋଗ ଦାନ୍ତ ରେ କରିଲେ ଅନେକ ଫାଇଦା ହୋଇଥାଏ । ଯଦି ଆପଣଙ୍କ ଦାନ୍ତ ରେ ପୋକ ଲାଗିଥାଏ ତେବେ ଏହାର ନିବାରଣ ପାଇଁ ଆବଶ୍ୟକ ରହିଛି ଏକ ଚାମଚ ଲବଙ୍ଗ ତେଲ, ଦୁଇ ଚାମଚ ଫିଟିକିରି ପାଉଡର ।

ଏହା ପରେ ଲବଙ୍ଗ ତେଲ ସହ ଫିଟିକିରି ଗୁଣ୍ଡ ମିଶାଇ ଯେଉଁ ଜାଗାରେ ଦାନ୍ତରେ ପୋକ ଖାଇଛି ସେଠାରେ ଲଗାଇବା । ଫିଟିକିରି ଗୁଣ୍ଡର ପ୍ରୟୋଗ ଦ୍ଵାରା ଦାନ୍ତରେ ଅଳ୍ପ କଷ୍ଟ ହୋଇପାରେ । ଯଦି ଏପରି ହୁଏ ତେବେ ଦାନ୍ତରେ ଥିବା ସବୁ ପୋକ ମରିଯାଇ ଏହା ସଫା ହୋଇଥାଏ ।

ଆପଣ ଏହି ଦୁଇ ପ୍ରକାର ର ଉପଚାର ପ୍ରୟୋଗ ଦାନ୍ତ ବିନ୍ଧା ହେଉ ବା ପୋକ ଖାଇଥାଉ କରିଲେ ଏହାର ନିବାରଣ ହେବା ସହ ରିହାତି ମଧ୍ୟ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button