ଦେଶ
1 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମନ୍ଦିର – Ibnodisha

[ad_1]
କେରଳ : ଆଜି କେରଳ ତିରୁବନନ୍ତପୁରମ୍ରେ ବିଶ୍ୱର ପ୍ରଥମ ସତ୍ୟସାଇ ବାବା ମନ୍ଦିରକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 1 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମନ୍ଦିର । ସମାରୋହରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଏବଂ କଳା ଓ ସଂସ୍କୃତି କ୍ଷେତ୍ରର ବ୍ୟକ୍ତିତ୍ବମାନେ ଉପସ୍ଥିତ ରହିବେ।
1 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମନ୍ଦିରରେ 16 ଟି ପଥର ସ୍ତମ୍ଭ ଅଛି, ସେଥିମଧ୍ୟରୁ ଆଠଟି, ପ୍ରତ୍ୟେକ 21 ଫୁଟ ଉଚ୍ଚ, ମହାବାଲିପୁରାମରୁ ତ୍ବତନ୍ତ୍ର ଭାବେ ଅଣାଯାଇଥିଲା | କେବଳ ଏହି ଆଠଟି ପଥର ସ୍ତମ୍ଭ ନିର୍ମାଣ ପାଇଁ ଏକ ବର୍ଷ ଲାଗିଗଲା ।
[ad_2]




