ଡାଇବେଟିସ 380 ହେଉ ବା 480, ବହୁବର୍ଷ ପୁରୁଣା ହେଲେବି କେବଳ 7 ଦିନରେ ଶେଷ ହେବ ଗ୍ୟାରେଣ୍ଟି
ଯଦି ଆପଣ ଡାଇବେଟିସ ରେ ପୀଡିତ ଆପଣ ଙ୍କ ପାଇଁ ଔଷଧ ମଧ୍ୟ କାମ ଦେଉନି ତେବେ ଆପଣ ଏହି ଘରୋଇ ଉପଚାର ଦ୍ଵାରା ଏହାକୁ ନିୟନ୍ତ୍ରଣ କରି ପାରିବେ । ଆପଣ ଜାଣି ଥିବେ କି ଡାଇବେଟିସ ଏକ ଏହି ଭଳି ବେମାରି ଅଟେ ଯାହାକୁ ଆମେ ସାଧାରଣ ବୋଲି ଭାବୁଚେ ମାତ୍ର ଏହା ସତ କି ଏହା ଖୁବ ଘାତକ ହୋଇ ପାରେ ଯଦି ଏହା ବଢିଯିବ । ଆପଣ ଏହା ମଧ୍ୟ ଜାଣିବା ନିହାତି ଭାବେ ଦରକାର କି ଏହା ଦ୍ଵାରା ଆମ ଅନ୍ୟ ଅଙ୍ଗମାନେ ମଧ୍ୟ ଖରାପ ହୋଇ ଯାଇ ପାରନ୍ତି ।
ଆଜି ଆମେ କହିବା କି ଯେଉଁ ମାନେ ଡାଇବେଟିସ ରେ ପୀଡିତ ଅଛନ୍ତି ସେମାନେ ସବୁ ବେଳେ ଏକ ଜିନିଷର ଧ୍ୟାନ ରଖିବା ଦରକାର କି ତାଙ୍କୁ ଯେଉଁ ଭଳି ଭାବେ ଆଘାତ ନ ଲାଗୁ କାରଣ ଶାରୀରିକ କ୍ଷତ ହେବା ଦ୍ଵାରା ଏହାଙ୍କ ଘା ସହଜରେ ସୁଖୀ ପାରି ନଥାଏ । ଯାହା ଦ୍ଵାରା ଏମାନେ ବହୁତ କଷ୍ଟ ଅନୁଭବ ପାଇ ଥାନ୍ତି । ଏଥି ପାଇଁ ଆପଣ ଏହାକୁ ସମୟ ଥିବା ଆଗରୁ ଦେଖି ନେବା ଭଲ ହୋଇଥାଏ । ଆପଣ ଯଦି ଏହି ବେମାରି ରେ ଅଛନ୍ତି ଏହା ମଧ୍ୟ ଶମ୍ଭବ କି ଏହା ଆପଣଙ୍କ ପର ପିଢୀ କୁ ଆକ୍ରାନ୍ତ କରାଇ ପାରିବ ।
ଯେଉଁ ମାନେ ଏହି ଡାଇବେଟିସ ଭଳି ରୋଗରେ ଅଛନ୍ତି ସେମାନଙ୍କ ଶରୀର ରେ ଅଧିକା ସଂକ୍ରମଣ ହୋଇଥାଏ । ସବୁ ବେଳେ ଲୋକମାନେ ସଫା ରହିବା ଦରକାର ତେବେ ଘରୋଇ ଉପଚାର କଥା ଖିବା ଯଦି ଆମେ ଏହାକୁ କରିବା ପାଇଁ ପ୍ରସ୍ତୁତ କିଛି ଭଜା ଚଣା ନେବା ଓ 150 ଗ୍ରାମର କିଛି ଆଲମଣ୍ଡ ନେବା ।
ଏହା ପରେ ଆପଣ ଇନ୍ଦ୍ରଜାବ ଦରକାର । ଆପଣ ଏହାକୁ ଅନଲାଇନ ରୁ ମଧ୍ୟ କିଣି ପାରିବେ । ଏହି ତିନି ସାମଗ୍ରୀ କୁ ଆପଣ ପ୍ରଥମେ ଗ୍ରାଇଣ୍ଡ କରିବା । ଆମେ ପ୍ରଥମେ ଇନ୍ଦ୍ରଜାବ କୁ ଗ୍ରାଇଣ୍ଡ କରିବବା । ଏହା ଏକ ବହୁ ପୁରାତନ ଔଷଧ ଅଟେ ଯାହା ଦ୍ଵାରା ଡାଇବେଟିସ ନିୟନ୍ତ୍ରଣ ହୋଇକି ରହିଥାଏ ।
ଏହା ପରେ ଆମେ ଭଜା ଚଣା ମଧ୍ୟ ଗ୍ରାଇଣ୍ଡ କରିନେବା । ଏହା ଅମଧ୍ୟରେ ଭିଟାମିନ, ଆଇରନ, ପ୍ରୋଟିନ ମିଳିଥାଏ । ଏହା ପରେ ଆମେ ପିସ୍ତାବାଦାମ କୁ ଗ୍ରାଇଣ୍ଡ କରି ନେବା ଏବେ ଏହାକୁ ଏକ ଜାଗାରେ ଭଲ ଭାବେ ମିଶାଇ ନେବା । ଆମେ ଏହାକୁ ଅଲଗା ଅଲଗା ଗ୍ରାଇଣ୍ଡ କରିବା କାରଣ ଏହା ଭଲ ଭାବେ ମିଶି ପାରିବ ଏହାକୁ ଏକା ସହ ଗ୍ରାଇଣ୍ଡ କରିବା ଦ୍ଵାରା କିଛି ଖଡଡା ବଞ୍ଚି ଯାଇ ଥାଏ ।
ଏହା ଏହାକୁ ଡାଇବେଟିସ ରୋଗୀ ମାନେ ଖାଲି ପାଟିରେ ଖାଇବା ଭଲ ହୋଇଥାଏ । ଆପଣ କିଛି ଗରମ ପାଣି ନିଅନ୍ତୁ ଏହାକୁ ସେହି ପାଣି ରେ ମିଶାଇକି ଏହାକୁ ଆପଣ ପି ନିଅନ୍ତୁ । ଆପଣ ଏହାକୁ ସବୁ ଦିନ ପିବା ଆରମ୍ଭ କରିକି ଦେଖନ୍ତୁ ଦେଖିବେ ଆପଣ କେବେହେଲେ ଡାଇବେଟିସ ର ମେଡ଼ିସିନ ଦରକାର କରିବେନି ।