IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Tips- ମହା ଅଶୁଭ ଅଟେ ଏହି 5ଟି ଗଛ, ଘର ପାଖରେ ଆଦୌ ରଖନ୍ତୁ ନାହିଁ, ମାଡି ଆସେ ଭୟଙ୍କର ଦାରିଦ୍ରତା

ବନ୍ଧୁଗଣ ଚାଲନ୍ତୁ ଜାଣିରଖିବା ସେହି ବୃକ୍ଷ ସମ୍ପର୍କ ରେ ଯାହା ଦ୍ଵାରା ଆମେ ବଞ୍ଚିଛୁ ବା ସେ ଆମର କଣ କଣ ସହଯୋଗ କରୁଛି । ତାହେଲେ ଆସନ୍ତୁ ଜାଣିବା କେଉଁ ଗଛ ଆମ ଦୁଃଖ ଦାରିଦ୍ର୍ୟ ର କାରଣ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ କିଛି ଗଛ କୁ ମାନ୍ୟତା ଦିଆଯାଇଛି । ଘର ପାଖ ବା ଘର ସମ୍ମୁଖ ରେ ରହିଲେ ଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ସକାରାତ୍ମକ ରହିଥାଏ ।

ସକାରାତ୍ମକ ରହିଲେ ଘରେ ବୋହୁତ ଶୁଭ ଅର୍ଥାତ୍ ମା ଲକ୍ଷ୍ମୀ ଙ୍କ କୃପା ପଡ଼ିଥାଏ । ସେହି ଗଛ ହଉଚି ଗଙ୍ଗ ସିଉଳି ଗଛ, ବେଲଗଛ, ଅଁଳା ଗଛ,ଭୃଷଙ୍ଗ ଗଛ ଏବଂ ତୁଳସୀ ଗଛ । ତାହେଲେ ଏମିତି କିଛି ଗଛ ଅଛି ଯାହାକି ଅଶୁଭ ହୋଇଥାଏ, ସେହି ଗଛ ରେ ଭୂତ ବା ପିଶାଚ ସମସ୍ତ ନକାରାତ୍ମକ ଶକ୍ତି ବାସ କରିଥାନ୍ତି । ଯଦି ଏହି ସବୁ ଗଛ ଆପଣ ଙ୍କ ଘର ସମ୍ମୁଖ ରେ ରହିଥାଏ । ତାହେଲେ ଆର୍ଥିକ ସଙ୍କଟ ଦେଖା ଯାଇଥାଏ । ମାନସିକ ଚାପ ବଢ଼ାଇ ଥାଏ ।

ଏହିପରି ଗଛ ଘରେ ନକାରାତ୍ମକ ଶକ୍ତି କୁ ବୃଦ୍ଧି କରିଥାନ୍ତି । ଯେଉଁ କାରଣ ରୁ ଘରେ ବାଧ୍ୟ ବିବାଦ ଚଳିରହିଥାଏ । ଅଶାନ୍ତି, ବିଶୃଙ୍ଖଳା ଲାଗି ରହିଥାଏ । ପରିବାର ଜନିତ ସମସ୍ୟା ବା ଧନ ହାନି ର ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ଵାରା ଭବିଷ୍ୟତ ରେ ହଇରାଣ ହେବାକୁ ବା ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡ଼ିଥାଏ । କଣ୍ଟା ଜାତୀୟ ଗଛ ବା କ୍ଷୀର ବାହାରୁଥିବା ଗଛ ଘର ସମ୍ମୁଖ ରେ ରହିଲେ ଘର ର ଅଶୁଭ ବା ଦାରିଦ୍ର୍ୟତା ଦେଖା ଯାଇଥାଏ ।

ଘର ର ସ୍ବାସ୍ଥ୍ୟ ବିଗାଡି ଦେଇପାରେ । ଖଜୁରୀ ଗଛ ଅତ୍ୟନ୍ତ ସୁନ୍ଦର ହୋଇଥାଏ କିନ୍ତୁ ବସ୍ତୁ ଅନୁସାରେ ଯେଉଁ ଘରେ ସମ୍ମୁଖ ରେ ଏହି ବୃକ୍ଷ ଥାଏ ସଦା ସର୍ବଦା କାଳ ସମୟ ଘାରି ଥାଏ । ଯେତେ ରୋଜଗାର କଲେ ମଧ୍ୟ ଧନ ର ଅଭାବ ଲାଗି ରହିଥାଏ । ସଞ୍ଚୟ ହୋଇପାରେ ନାହିଁ । ବାଉଁଶ ଗଛ ଘର ସାମ୍ନା ରେ ରହିଲେ ଏହି ଗଛ ରେ ନକାରାତ୍ମକ ଶକ୍ତି ଗୁଡ଼ିକ ବାସ କରନ୍ତି । ଭୂତ ପ୍ରେତ ଏମାନ ଙ୍କ ବାସ ସ୍ଥଳୀ । ଯାହା ଦ୍ଵାରା ଘର ଉପରେ ପ୍ରଭାବ ପଡ଼ିଥାଏ ।

ତେନ୍ତୁଳି ଗଛ ଯାହା ଘରେ ରହିଥାଏ ସଦା ସର୍ବଦା କଳହ ର ସୂତ୍ର ପାତ ହୋଇଥାଏ । ଯାହାକି ମନୁଷ୍ୟ ଜୀବନ ରେ ଅଶାନ୍ତି ସୃଷ୍ଟି କରେ । ପାରିବାରିକ ସମସ୍ୟା ଆସିଥାଏ । ସଙ୍କଟ ଦେଖା ଦେଇଥାଏ । ଅରଖ ଗଛ ଯାହାକି ଦେବ ମହାଦେବ ଙ୍କ ପ୍ରିୟ ଗଛ ଏଥିରେ ସାଧାରଣ ତ ସାପ ମାନେ ବାସ କରନ୍ତି । ଯାହା ଦ୍ଵାରା ସେମାନେ ଗହର ଉପରେ ପ୍ରଭାବ ପକାନ୍ତି । ଘରେ କଳହ ହୋଇପାରେ । ଏବଂ କେହି ଜଣେ ସ୍ବାସ୍ଥ୍ୟ ରେ ପୀଡ଼ିତ ହୋଇ ପାରନ୍ତି । ପରିବାର ରେ ଅଶାନ୍ତି ଦେଖା ଯିବ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button