ରାତିରେ ଶୋଇବା ସମୟରେ 2ଟି ଲବଙ୍ଗ ଖାଇବା ଦ୍ଵାରା ଶରୀରରେ ହୋଇଥାଏ କିଛି ଏମିତି, ଯଦି ଆପଣ ବି ଖାଉଛନ୍ତି ଲବଙ୍ଗ ତ ନିଶ୍ଚୟ ଦେଖନ୍ତୁ
ବନ୍ଧୁଗଣ ଆଜି ଆମେ ଜାଣିବାକୁ ଯାଉଛେ ଯେ ଲବଙ୍ଗ ର ଉପକାରିତା । ଲବଙ୍ଗ କୁ ଅଲଗା ଭାଷା ରେ କଣ କୁହାଯାଏ ଚାଲନ୍ତୁ ତାହା ସମ୍ପର୍କ ରେ କିଛି ବିଶେଷ ତଥ୍ୟ ଜାଣିବା । ଏହାକୁ ହିନ୍ଦୀ ରେ ଲଂ, ତେଲୁଗୁ ରେ ଲବାଗାଙ୍ଗ, ତାମିଲ ରେ କିରାବୁ, କାନର୍ଡ ରେ ଲବଙ୍ଗ ପତାଇ,ବଙ୍ଗାଳୀ ରେ ଲାବୋଙ୍ଗ, ଗୁଜୁରାତି ରେ ଲାବିଂ, ମରାଠୀ ଓ ପଞ୍ଜାବୀ ରେ ଲାବଙ୍ଗ, ଓଡ଼ିଆ ରେ ଲବଙ୍ଗ ବୋଲି କୁହାଯାଏ ।
ଏବେ ଆମେ ଜାଣିବା ଲବଙ୍ଗ ରେ କଣ ସବୁ ନଟ୍ରିଆନ୍ସ ଓ ମିନେରାଲ ରହିଛି । ଲବଙ୍ଗ ରେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଭିଟାମିନ A ରହିଛି । ସୋଡିଅମ୍, ପୋଟାସିୟମ, ଆଇରନ,କପର, ମଗ୍ନେଶିୟମ୍, ଫସଫରସ, ସେଲେନିୟମ୍ ଆଦି ରହିଛି । ଲବଙ୍ଗ ଖାଇଲେ ଆମ କୁ ଇନଷ୍ଟାନ ଏନର୍ଜି ମିଳିଥାଏ । ଆମ ଦାନ୍ତ ରେ ଯଦି ବିନ୍ଧା ହେଉଛି ତାହେଲେ ଦାନ୍ତ ବିନ୍ଧା ଭଲ ହୋଇଥାଏ ।
ଥଣ୍ଡା, କାଶ, କଫ, ଷ୍ଟ୍ରେସ ଆଦି ରୁ ଦୂର କରାଇ ଥାଏ । ଯଦି ବାନ୍ତି ଲାଗେ ତାହେଲେ ପାଟି ରେ 2 ଖଣ୍ଡ ଲବଙ୍ଗ ପକାଇଲେ ବାନ୍ତି କମିବ ରେ ଲାଗିବ ଦେହ କୁ ସୁସ୍ଥ ଲାଗିବ । ଲବଙ୍ଗ କୁ ଗୁଣ୍ଡ କରି କୌଣସି ଖାଦ୍ୟ ରେ ପକାଇଥାଉ ତାହେଲେ ଖାଦ୍ୟ ର ସ୍ଵାଦ ବୋହୁତ ଭଲ ଆସିଥାଏ । ଲବଙ୍ଗ ତେଲ କୁ ଯଦି ଆମେ ଖଣ୍ଡିଆ ରେ ଲଗାଇବା ତାହେଲେ ଆମକୁ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ ।
ଯଦି ଆପଣ ଅଧିକ ଭାବୁଛନ୍ତି ବା ନାର୍ବସ ଲାଗୁଚି ତାହେଲେ ଲବଙ୍ଗ ଖାଇବା ଦ୍ବାରା ତାହା ଦୂର ହୋଇଥାଏ । ଆଣ୍ଟି ଭେୟାରାଲ ପରି ହୋଇଥାଏ, ଯାହା କି ଶରୀର ର ଅନେକ ରୋଗ କୁ ଦୁର କରିଥାଏ । ଏବଂ ଲବଙ୍ଗ ଆଣ୍ଟି ସେପ୍ତିକ ହୋଇଥାଏ । ଲବଙ୍ଗ ଆମ କେଶ ବଢ଼ିବାରେ ସାହାର୍ଯ୍ୟ କରିଥାଏ । କେଶ ରେ କୌଣସି ଅସୁବିଧା ଅଛି ଯେପରି ରୂପି, କେଶ ଝଡ଼ିବା, ଉପୁଡିବା ଆଦି ର ସମସ୍ୟା ଦୂର କରିଥାଏ ।
ଲବଙ୍ଗ ଖାଇଲେ ତ୍ବଚ ର ସୁନ୍ଦରତା ବଢ଼ିଥାଏ । ଏବଂ ଚକ୍ ଚକ୍ କରିଥାଏ । ବ୍ରଣ, ଦାଗ କୁ ଦୂର କରିଥାଏ । ଶରୀରକୁ ସୁସ୍ଥ ରଖିଥାଏ, ଖାଦ୍ୟ ହଜମ ହେବାରେ ସାହାଜ୍ଯ କରିଥାଏ । ବଦହଜମି ବା କାଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ତେବେ ବନ୍ଦୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ସୁସ୍ଥ ରଖନ୍ତୁ ଏବଂ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।