IBN ଓଡ଼ିଶା ବ୍ୟୁରୋ

ଏହାକୁ ଲଗାନ୍ତୁ, ଦାନ୍ତ ବିନ୍ଧା ତୁରନ୍ତ ଭଲ ହେବ, 100 ବର୍ଷ ପର୍ଯ୍ୟନ୍ତ ଦାନ୍ତ ଝଡିବ ନାହିଁ

ବନ୍ଧୁଗଣ ବୋହୁତ ସମୟ ରେ ଆମ ଦାନ୍ତ ବିନ୍ଧିଥାଏ । ବା ଟୁଥ ପେନ୍ ର କାରଣ ହୋଇଥାଏ । ଯାହାକି ଅମକୁ ବା ଆମ ପାଇ ବୋହୁତ କଷ୍ଟ ଦାୟକ ହୋଇଥାଏ । ଯଦି ଆପଣ ଠିକ୍ ସେ ବ୍ରଶ କରୁନାହାନ୍ତି ଦାନ୍ତ ରେ ଖାଦ୍ୟ ପସି ରହିଛି ତାହେଲେ ଏହି ସବୁ କାରଣ ଦେଖା ଯାଇଥାଏ । ଦାନ୍ତ ବିନ୍ଧା ଏକ ଏମିତି କିଛି ଏହା ପାଇ ଅନେକ ଲୋକ ବୋହୁତ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି ।

ପ୍ରଥମେ ଫିଟିକିରି (alum) ନିଅନ୍ତୁ । ଏହା ଆପଣ ଙ୍କୁ ତେଜରାତି ଦୋକାନ ରୁ ସହଜ ରେ ମିଳିପାରିବ । ଏହା ଆପଣ ଙ୍କ ଦାନ୍ତ ବିନ୍ଧା ଦୂର କରିବା ସହ ଆପଣ ଙ୍କ ସ୍କିନ୍ ରୁ ଅନେକ ପ୍ରକାର ଜୀବାଣୁ ମାରିଥାଏ । ଆପଣ ଏହାକୁ ହାତରେ ଘଷିବେ ଆପଣ ଙ୍କ ହାତରୁ ସମସ୍ତ ପ୍ରକାର ବ୍ୟାକ୍ଟେରିଆ ଦୂର ହୋଇଯିବେ । ଅଳ୍ପ ଉଷୁମ ପାଣି ର ଆବଶ୍ୟକତା ପଡ଼ିବ, ଏହି ଫିଟିକିରି କୁ ଆପଣ ପାଣି ରେ ପକାଇ ଗୋଳାନ୍ତୁ 3 ମିନିଟ ପରେ ଏହାକୁ କାଢି ଆଣନ୍ତୁ ।

ଏଥିରେ ଏକ ଚାମଚ୍ ଚୂନ ପକାନ୍ତୁ । ଏବଂ ଏହାକୁ ଗୋଲେଇ ଦିଅନ୍ତୁ । ସାଇଁଥବ୍ୟ ଲବଣ ଏହାକୁ ଗୁଣ୍ଡ କରି ଏହାର ପାଉଡର ପ୍ରସ୍ତୁତ କରି ପାରିବେ । ଏହା ପାଟି ସମ୍ବନ୍ଧିତ ଅନେକ ସମସ୍ୟା କୁ ଦୂର କରିଥାଏ । ପାଇରିଆ ଭଳି ସମସ୍ୟା କୁ ମଧ୍ୟ ଦୂର କରିଥାଏ । ଦାନ୍ତ କିମ୍ବା ମାଡ଼ି ସମ୍ବନ୍ଧିତ ଅନେକ ସମସ୍ୟା କୁ ଦୂର କରିଥାଏ । ଏହି ଦୁଇଟିକୁ ଭଲସେ ମିଶାନ୍ତୁ ।

ଏହା ପରେ ଆପଣ ଏହାକୁ ପାଟିରେ କୁଳୁକୁଳୁ କରନ୍ତୁ । ଯାହା ଫଳ ରେ ଆପଣ ପାଇପାରିବେ ରୋଗ ରୁ ମୁକ୍ତି । ଏହି ପାଣିକୁ ଆପଣ ଧୋକିବେ ନାହିଁ ଏହାକୁ ଆପଣ ଙ୍କୁ 30 ସେକେଣ୍ଡ ପର୍ଯ୍ୟନ୍ତ ପାଟି ରେ ରଖି କୁଳୁକୁଳୁ କରିବାକୁ ପଡ଼ିବ । ଦେଖିବେ ଏହାକୁ ଆପଣ 1 ରୁ 2 ସପ୍ତାହ ନିଜ ଦୈନଦିନ ଜୀବନ ରେ ଉପହର୍ୟ କରନ୍ତୁ । ଦାନ୍ତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ ।

ଦୂତୀଅ ଉପାୟ ରେ ଅଳ୍ପ ସୋରିଷ ତେଲ ରେ ଅଳ୍ପ ଫିଟକରି ଚୂନ ମିଶାନ୍ତୁ ଏହା ପରେ ଏହାକୁ ଭଲ ଭାବରେ ମିଶାନ୍ତୁ । ଏହାକୁ ତୁଳା ସାହାର୍ଯ୍ୟ ରେ ଯେଉଁ ଜାଗାରେ ବିନ୍ଧୁଚି ବା ପୋକ ଲାଗି ଅଛି ସେହି ଜାଗାରେ ଲଗାନ୍ତୁ ଯାହା ଦ୍ଵାରା ଆପଣ ଙ୍କୁ ଆରାମ ମିଳିବ । ଏହିପରି ଆପଣ 15 ରୁ 20 ମିନିଟ ରଖନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button