IBN ଓଡ଼ିଶା ବ୍ୟୁରୋ

ଧଳା ବାଳ କେତେ ବି ହେଇଥାଉ ନା କାହିଁକି ଗୋଟି ଗୋଟି କରି ସବୁ କଳା ହୋଇଯିବ

ବନ୍ଧୁଗଣ କମ୍ ବୟସ ରେ କେଶ ଉପୁଡ଼ିବା ବା ଧଳା ହେବ ଏକ ଚିନ୍ତା ର ବିଷୟ ଅଟେ । ଆଜି ଆମେ ଯାହା କହିବାକୁ ଯାଉଛୁ ସେହି ଉପାୟ ମାଧ୍ୟମ ରେ ଆପଣ ଙ୍କ କେଶ ସମ୍ପୂର୍ଣ୍ଣ କଳା ହେବାସହ କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂର ହେବ । ଚାପତି ଯାହାକି ଆମ କେଶ କୁ ଲମ୍ବା, ଘନ ଓ ମଜବୁତ୍ କରିବାରେ ସାହାର୍ଯ୍ୟ କରିଥାଏ । ଚାପତି କୁ ଚେହେରା ରେ ମଧ୍ୟ ଲଗାଯାଏ ଯାହା ଦ୍ଵାରା ଚେହେରା ଚକ୍ ଚକ୍ କରିଥାଏ ।

ପ୍ରଥମେ ଏକ ଗ୍ଲାସ୍ ରେ 1 ଟେ ଚାମଚ୍ ଚାପତି କୁ ନେଇ ଗୁଣ୍ଡ କରନ୍ତୁ । ଏଥିରେ ଭିଟାମିନ e ମିଳିଥାଏ । ଯାହା ଆମ କେଶ ପାଇ ମୁଖ୍ୟତଃ ଆବଶ୍ୟକ । ଏହା ଆମ କେଶ ରେ କୌଣସି ବି କାରଣ କୁ ନଷ୍ଟ କରିଥାଏ । କଫି ନିଅନ୍ତୁ ଯାହା ଆମ କେଶ କୁ ବୋହୁତ ଭଲ ରଙ୍ଗ ଦେବ ସହ ଆମ କେଶ କୁ ଜାତ ହେବ ରୁ ମୁକ୍ତ କରିଥାଏ । ସ୍କାଲୋ କୁ ନଷ୍ଟ କରିଥାଏ । କୌଣସି ଅସୁବିଧା ଥିଲେ ତାହାକୁ ଦୂର କରିଥାଏ ।

କେଶ କୁ ଶକ୍ତି ସଲି କରିବା ସହ ଗଭୀର ଅନ୍ତି ଅକ୍ସାଇଡ୍ ମିଳିଥାଏ । ଯାହା ଆମ କେଶ ରେ ରୂପି ବା ଉକୁଣୀ କୁ ଦୂର କରିଥାଏ । ଏହାପରେ ତୃତୀୟ ରେ ତେଲ ନିଅନ୍ତୁ, ନଡ଼ିଆ ତେଲ ରେ ଲେମ୍ବୁ ସାମଗ୍ରୀ କୁ ମିଶାନ୍ତୁ ଯାହା ଫଳ ରେ ରୂପି ରୁ ମୁକ୍ତି ପାଇବେ ବା କେଶ ଝଡ଼ିବା ବନ୍ଦ ହେବ । ଏହାକୁ ଆପଣ 1 ମାସ ପର୍ଯ୍ୟନ୍ତ ବଞ୍ଚାଇ ରଖି ପାରିବେ । ଆକୁ ଅଳ୍ପ ଅଳ୍ପ କରି ଲଗାନ୍ତୁ ।

ଏହି ଲେମ୍ବୁ ମିଶା ତେଲ ରେ କ ଚାମଚ୍ କଫି ମିଶାନ୍ତୁ, ଏହା ପରେ ଅଧ ଚାମଚ୍ ଚା ମିଶାନ୍ତୁ ଏହାକୁ ଭଲସେ ଗୋଲେଇ ଦିଅନ୍ତୁ ଏହାକୁ 1 ରୁ 2 ଘଣ୍ଟା ଛାଡି ଦିଅନ୍ତୁ ଏହା ପରେ ଏହାକୁ ନିଜ କେଶ ରେ ପ୍ରୟୋଗ କରନ୍ତୁ । ଦେଖିବେ ଏମିତି 1 ରୁ 2 ସପ୍ତାହ ମଧ୍ୟ ରେ ଆପଣ ଙ୍କ ସମସ୍ତ କେଶ ସମସ୍ୟା ଦୂର ହୋଇଯିବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button