IBN ଓଡ଼ିଶା ବ୍ୟୁରୋ

Vastu Tips – ଝିଟିପିଟି ବାରମ୍ବାର ଘରେ ଦେଖାଦେଲେ ଏହି ସଙ୍କେତ ଦେଇଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଗୋଟିଏ ସୁପ୍ତ ଘଟଣା ବିଷୟ ରେ ଜଣାଇବାକୁ ଯାଉଛୁ । ଝିଟିପିଟି ଯାହାକି ଆମେ ସାଧାରଣ ତ ଭାବିଥାଉ ଏକ ସାଧାରଣ ଜନ୍ତୁ । କିନ୍ତୁ ପ୍ରକୃତି ର ସହ ଖାପ ଖୁଆଇ ଚାଲୁଥିବା ଝିଟିପିଟି ର ପ୍ରକୃତି ସହ ରହିଛି ଅଲଗା ସମ୍ବନ୍ଧ । ଏହାକୁ ପ୍ରାୟ କମ୍ ଲୋକ ଜାଣିଥାନ୍ତି । ଶାସ୍ତ୍ର ରେ ଝିଟିପିଟି କୁ ପ୍ରାୟ ଦିଗ ପଳିକ ରୂପେ ମନିଥାଉ । ସତ୍ର ଅନୁସାରେ ଝିଟିପିଟି କୌଣସି ଖାସ ସମୟ ରେ ଦେଖିବା, ଭୂମି ଉପରେ ଦେଖିବା, ଶରୀର ରେ ଦେଖିବା, ଭବିଷ୍ୟତ ରେ ହେଉଥିବା କୌଣସି ଘଟଣା ଉପରେ ବର୍ଣ୍ଣନା କରିଥାଏ ।

ଝିଟିପିଟି ଶରୀର ରେ ଦେଖିବା ଖାସ ଅଙ୍ଗ ରେ ପଡ଼ିବ ଭବିଷ୍ୟତ ରେ ବିଶେଷ ତଥ୍ୟ ପ୍ରଦାନ କରିଥାଏ । ଦୀପାବଳୀ ଦିନ ଯଦି ଝିଟିପିଟି ଦେଖା ଦିଅ ତାହେଲେ ତାହାକୁ ମହା ଲକ୍ଷ୍ମୀ ଙ୍କ ପ୍ରତୀକ ମନା ଯାଏ । ଯଦି ଝିଟିପିଟି ଆପଣ ଙ୍କ ଉପରେ ପଡ଼ିଥାଏ, ବର୍ଷ ମଧ୍ୟ ରେ ସୁଖ ସମୃଦ୍ଧି ବା ଖୁସି ଖବର ଆସିଥାଏ । ଝିଟିପିଟି ର ଗୋଟିଏ ପ୍ରୟୋଗ ରେ ହିଁ ଅନେକ ଲାଭ ପାଇପାରିବେ ।

ଆପଣ ଯଦି ଝିଟିପିଟି ଦେଖୁଛନ୍ତି ତାହେଲେ ଆପଣ ନିଜର ଧନ ର ଭାଗ୍ୟ କୁ ଖୋଲି ପାରିବେ । ସେହି ସମୟ ରେ ଭଗବାନ ଙ୍କ ପାଖକୁ ଫୁଲ ଏବଂ ଚାଉଳ ଅନି ତାହାକୁ ଝିଟିପିଟି ଉପରକୁ ଫୋପାଡି ଦେବେ । ଯାହା ବି ମାନ କାମନା ରହିଛି ତାହାକୁ ଗୁଣୁଗୁଣୁ ହୋଇ କହିବେ । ଏମିତି କାମନା କରିବେ ଯେପରି କାମନା ପୁରାଣ ହୋଇପାରିବ । ଶାସ୍ତ୍ର ରେ ଝିଟିପିଟି କୁ ଏକ ପୂଜନୀୟ ବୋଲି ମାନାଯାଏ ।

ଯଦି ଝିଟିପିଟି ଉପରେ ଆପଣ ଏହି ଉପାୟ କୌଣସି ଖାସ ଦିନ ରେ କରୁଛନ୍ତି ତାହେଲେ ଏହା ଶୁଭ ଅଟେ । ସନ୍ଧ୍ୟା ସମୟ ରେ ଝିଟିପିଟି ଦେଖୁଛନ୍ତି ତାହେଲେ ଆପଣ ଏହି ଉପାୟ କରିପାରିବେ । ଏମାନ ଙ୍କୁ ପୂଜା କରିବା ଫଳ ରେ ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ ଯାହା ଫଳ ରେ ଧନ ର ପରିଆମନ୍ ବୃଦ୍ଧି ଘଟିଥାଏ । ଘରେ ସଫା କରୁଥିବା ସମୟ ରେ ମାରିଥିବା ଝିଟିପିଟି ଆପଣ ଙ୍କ ସାମ୍ନା କୁ ଆସେ ତାହେଲେ ତାହାକୁ ଅଶୁଭ ମାନ ଯାଏ ।

ଯଦି ଝିଟିପିଟି କିମ୍ବା ତାର ଚୁଆ ର ମୃତ୍ତ୍ୟୁ ହୁଏ ତାହେଲେ ତାହାର ସଂସ୍କାର କରିବା ଉଚିତ୍ ବା ଗାତ ଭିତରେ ପୋତି ଦେବା ଉଚିତ୍ । ଏହା ଦ୍ଵାରା ହତ୍ୟା ଅଭିଯୋଗରେ ଆପଣ ବଞ୍ଚିତ ହେବେ ବା ମାତା ଲକ୍ଷ୍ମୀ ଙ୍କ କୃପା ଆପଣ ଙ୍କ ଉପରେ ପଡ଼ିଥାଏ । ଯଦି ଆପଣ ଏହା କରିବେ ନାହିଁ ତାହେଲେ ଆପଣ ଙ୍କ ଜୀବନ ରେ ଏପରି କଷ୍ଟ ଆସିବ ଯାହାକି ଆପଣ ଭାବିବି ପାରିବେ ନାହିଁ । ଯଦି ଖାଇବା ସମୟ ରେ ଝିଟିପିଟି ର ଶବ୍ଦ ଶୁଣିବାକୁ ମିଳେ ତାହା ଶୁଭ ହୋଇଥାଏ ।

କୌଣସି ସ୍ଥାନ କୁ ଗଲାବେଳେ ଝିଟିପିଟି ର ଶବ୍ଦ ଶୁଣିବା କୁ ମିଳେ ତାହାକୁ ମଧ୍ୟ ଶୁଭ ମାନ ଯାଏ । ଯଦି ଆପଣ ଙ୍କୁ 2 ଟି ଝିଟିପିଟି ଏକା ସଙ୍ଗେ ଦେଖା ଯାଏ ତାହେଲେ ଆପଣ ଙ୍କ ପୁରୁଣା ସାଙ୍ଗ ସହ ଦେଖା ହେବାର ସଂକେତ ମିଳିଥାଏ । ବୋହୂ ଦିନ ହେବ ଆପଣ କହାକୁ ଖୋଜୁଥିଲେ ବା ବିବ୍ରତ ଥିଲେ ତାହା ପୂରଣ ହେବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button