IBN ଓଡ଼ିଶା ବ୍ୟୁରୋ

ବ୍ଲଡ ପ୍ରେସର କମ କରିବାର 4ଟି ସରଲ ଉପାୟ

କେମିତି ଆପଣ ଙ୍କ ଉଚ୍ଚରକ୍ତ ଚାପ ଠିକ୍ ସେ ରହିପାରିବ ସେହି ସମ୍ପର୍କ ରେ ଆପଣ ଙ୍କୁ ଆଜି ମୁଁ ସୂଚନା ଦେବି । କେଉଁ ସବୁ ଖାଦ୍ୟ ଦ୍ଵାରା ଆପଣ ଙ୍କ ଉଚ୍ଚରକ୍ତଚାପ ଠିକ୍ ରହି ପାରିବ ସେହି ସମ୍ପର୍କ ରେ ଆପଣ ଙ୍କୁ ସୂଚନା ଦେବି । ଉଚରକ୍ତଚାପ ହେବ ଏକ ସାଧାରଣ ଘଟଣା ହୋଇଗଲାଣି । ଏହି ରୋଗ ର ବ୍ୟକ୍ତି ମନେ ସବୁଦିନ ଔଷଧ ଖାଇବା ରେ ଅଭ୍ୟାସ କରି ସାରିଲେଣି ।

ତାହେଲେ ଆଜି ଆପଣ ଙ୍କୁ ଆମେ ଏମିତି ଏକ ଡାଏଟେ ସମ୍ପର୍କ ରେ ବାୟାଇବୁ ଯାହା ଦ୍ଵାରା ଆପଣ ଙ୍କ ଉଚ୍ଚରକ୍ତ ଚାପ ସମ୍ପୂର୍ଣ୍ଣ ଭଲ ହୋଇଯିବ । ପ୍ରତ୍ୟେକ ଦିନ କଦଳୀ କୁ ଖାଦ୍ୟ ରେ ସାମିଲ କରନ୍ତୁ ଏଥିରେ ପୋଟାସିୟମ ର ପରିମାଣ ଅଧିକ ଥିବା ରୁ ଏହା ଲାଭଦାୟକ ହୋଇଥାଏ । ଫାଟ ଲେସ କ୍ଷୀର ବା ଦହି କୁ ସାମିଲ କରନ୍ତୁ । ବିଟ,ଗାଜର ର ରସ କୁ ମଧ୍ୟ ପିଇବା ଦ୍ଵାରା ଏହାକୁ କଣ୍ଟ୍ରୋଲ କରି ହୁଏ ।

ଗହମ ବା ଓଟସ ରେ ରୁଟି କରି ଖାଇପରିବେ । ବିନସ, ରାଜମା ଆଦିକୁ ନିଜ ଖାଦ୍ୟ ରେ ସାମିଲ କରନ୍ତୁ । ପାଳଙ୍ଗ ଶାଗ, ଲାଲ ସିମଳା ଲଙ୍କ କୁ ମଧ୍ୟ ଖାଦ୍ୟ ରେ ସାମିଲ କରନ୍ତୁ । ଯଦି ଅଧିକ ନିଦ ଲାଗିଥାଏ ତାହେଲେ ଚକୋଲେଟ କୁ ନିଜ ଖାଦ୍ୟ ରେ ସାମିଲ କରନ୍ତୁ, ଯଦି ଏହାକୁ କରୁଛନ୍ତି ତାହେଲେ ଉଚ୍ଚରକ୍ତଚାପ୍ କମିବାରେ ଲାଗିବ । ସପ୍ତାହ ରେ ଯଦି ଆପଣ 1 ରୁ 2 ଥର ମାଛ ଖାଉଥିବେ ତାହେଲେ ଏହା କମିବାରେ ଲାଗିବ ।

ଗ୍ରୀନ ଟି ପିଇବା ଦ୍ଵାରା ମଧ୍ୟ ସୁବିଧା ହୋଇଥାଏ । ବା ସତେଜ ଲାଗିଥାଏ । ଅଧିକ ପରିମାଣ ରେ ପାଣି ପିଆନ୍ତୁ । ଯୋଗା ବା ବ୍ୟାମ୍ ର ଅଭ୍ୟାସ କରନ୍ତୁ । ସୋଡ଼ିଅମ୍ ବା ଲୁଣ କୁ ଅଧିକ ଖାଦ୍ୟ ରେ ସାମିଲ କରନ୍ତୁ ନାହିଁ । କୌଣସି ନମକିନି ଠାରୁ ଦୂରେଇ ରୁହନ୍ତୁ । ଘିଅ ବା ଲହୁଣୀ ଜାତୀୟ ଜିନ୍ସ ଠାରୁ ଦୂରେଇ ରୁହନ୍ତୁ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button