IBN ଓଡ଼ିଶା ବ୍ୟୁରୋ

ଯେବେ ମିଳିବ ଏହି 25ଟି ସଙ୍କେତ ତେବେ ଜାଣିନିଅନ୍ତୁ ହେବାକୁ ଯାଉଛି ଧନର ବର୍ଷା

ଏହି 25 ଟି ସଂକେତ ଅର୍ଥାତ୍ ଶାସ୍ତ୍ର ରେ ବର୍ଣ୍ଣିତ କିଛି ଅଂଶ ବିଶେଷ କଥା ମୁଁ ଆଜି ଆପଣ ଙ୍କ ନିକଟ ରେ ଉପସ୍ଥିତ କରୁଛି । ଏହି ସଂକେତ ଯଦି ଆପଣ ଙ୍କୁ ମିଳୁଚି ତାହେଲେ ଆପଣ ଧନୀ ହେବାକୁ ଯାଉଛନ୍ତି,ଯଦି ଆପଣ ଘୁଷୁରୀ ଦେଖୁଛନ୍ତି ତାହେଲେ ଆପଣ ଙ୍କ ନିକଟ ରେ ଶୁଭ କାର୍ଯ୍ୟ ହେବାକୁ ଯାଉଚି । କଇଁଛ କୁ ଆମେ ଯେଉଁ ବି ରୂପ ରେ ଦେଖିବା ତାହା ଆମ ପାଇ ଅତ୍ୟନ୍ତ ଶୁଭ ବୋଲି ମନା ଯାଇଥାଏ ।

ସକାଳୁ ଉଠିବା ସମୟ ରେ ଯଦି କୌଣସି ଭଜନ ର ସଂକେତ ମିଳୁଚି ତାହେଲେ ଦିନ ଶୁଭ ରେ କାଟିବ । ଶୁଭ ଦିନ ମାନ ଙ୍କ ରେ ପଇସା ଅର୍ଜନ କରିବା, ଯଦି ଏପରି ହୁଏ ତାହେଲେ ମାତ ଲକ୍ଷ୍ମୀ ଆପଣ ଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି । ଝିଣ୍ଟିକା କୁ ଦେଖିଲେ ଆପଣ ଙ୍କ ଖରାପ ଦିନ ଗୁଡ଼ିକ ନଷ୍ଟ ହୋଇଯିବ ବୋଲି କଥା ରହିଛି । ଏହା କୁ ଦେଖିଲେ ଘର ର ଆର୍ଥିକ ସମୃଦ୍ଧି ଦୂର ହେବ ସହ ଘର କୁ ସୁଖ ଆସିଥାଏ ।

ମାତା ଲକ୍ଷ୍ମୀ ଙ୍କ କୃପା ଆପଣ ଙ୍କ ଉପରେ ପଡ଼ିଥାଏ । ଡଲଫିନ କୁ ଦେଖିଲେ ନିଜର ଦିନ ଶୁଭ ଘଟି ଥାଏ । ନିଜ ହାତ କୁଣ୍ଡାଇ ହେବା ମା ଲକ୍ଷ୍ମୀ ଙ୍କ କୃପା ରୁ ନିଶ୍ଚିତ ଧନ ମିଳିଯିବ ବୋଲି ଆଶା ରହିଛି । ବର୍ଷ ସମୟ ରେ ଯଦି ଆପଣ ସୂର୍ଯ୍ୟ ଦେଖୁଛନ୍ତି ତାହେଲେ ଜାଣିନିଅନ୍ତୁ ଯେ ଆପଣ ବୋହୁତ ଜଲଦି ମାଲାମାଲ ହେବାକୁ ଯାଉଛନ୍ତି । ମୋତି ଗୁଡ଼ିକୁ ପାଇଲେ ଧନ ଅର୍ଜନ ର ପ୍ରତୀକ ରୂପେ ମନା ଯାଏ ।

ବର୍ଷ ପରେ ନିଜ ବଗିଚା ରେ ଫୁଲ ଗୁଡ଼ିକୁ ଦେଖିବା ଶୁଭ ହୋଇଥାଏ । ଏବଂ ଫୁଲ ବଗିଚା ରେ ବେଙ୍ଗ ର ଶବ୍ଦ ଶୁଣିବା ଶୁଭ ଅଟେ । କୁକୁର ଯଦି ଘରକୁ ଆସେ ତାହେଲେ ଆପଣ ଙ୍କ ନିକଟ ଭବିଷ୍ୟତ ରେ ଧନ ର ବର୍ଷ ଆସିପାରେ । ଯଦି ରାସ୍ତା ରେ ଧନ ବା ସିକା ମିଳିବ ତାହେଲେ ତାହା ଭଲ ଭବିଷ୍ୟ ଗଢିବାରେ ଆପଣ ଙ୍କୁ ସାହାର୍ଯ୍ୟ କରିବା । ଭୁଲ ରେ ପୋଷାକ ଓଲଟା ପିନ୍ଧିବା ଆମକୁ ରାଗ ଚିଡି ଥାଏ କିନ୍ତୁ ଏହା ଭବିଷ୍ୟତ ରେ ଆମ ପାଇ ସୁପ୍ତ ଭାବରେ ବହୁତ ବଡ଼ ଖବର ଆଣି ଦେଇଥାଏ । ଭାଙ୍ଗି ଥିବା ତାର ଦେଖିଲେ ଆପଣ ଙ୍କ ଦିନ ଅତ୍ୟନ୍ତ ଶୁଭ୍ର ସୁଶିଲ ଭାବେ କଟିବ ।

ଆସୁଥିବା 30 ଦିନରେ ଆପଣ ଙ୍କ ସମସ୍ତ ମାନ କାମନା ପୂର୍ଣ୍ଣ ହେବ । ବୁଢିଆଣୀ ଜାଲ ରେ ଯଦି ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର ଦେଖିବାକୁ ଲାଗିଲେ ତାହେଲେ ଏହା ଶୁଭ ହୋଇଥାଏ । ଚଢ଼େଇ ଝାଡ଼ା କରିବା ଏହା ଏକ ଶୁଭ ସଙ୍କେତ ଅଟେ । ବାଦୁଡ଼ି ର ଘର କରିବା ଯଦି ବଦୁଡ଼ି ଆପଣ ଙ୍କ ଘରକୁ ଆସେ ତାହା ଅଶୁଭ କିନ୍ତୁ ସେ ଘର ବାସ କଲେ ତାହା ଶୁଭ ଅଟେ । ନୂଆ ବିବାହିତ ଙ୍କୁ ଦେଖିବା । ସକାଳୁ ଘରୁ ବାହାରୁଥିବା ସମୟ ରେ ଯଦି ଆଖି ଦେଖନ୍ତି ଏହି ସଂକେତ ଅତ୍ୟନ୍ତ ଲାଭ ଦାୟକ ଅଟେ । ଯାହାକି ଵନେଇ ଦବ ଖୁଡି ର ଦିନ । ସକାଳୁ ଦହି ବା କ୍ଷୀର ଦେଖିଲେ ଶୁଭ ସଙ୍କେତ ଅଟେ ।

ଭର ଭାର ସବୁଜ ଦୃଶ୍ୟ ଦେଖୁଛନ୍ତି ତାହେଲେ ଦିନ ଅତ୍ୟନ୍ତ ଖୁସି ରେ କାଟି ଥାଏ । ଯଦି ଆପଣ ଶୋଇବା ସମୟ ରେ ଧଳା ବା ସୁନା ରଙ୍ଗ ର ସାପ ଦେଖୁଛନ୍ତି ତାହେଲେ ତାହା ଶୁଭ ଅଟେ । ଜଦି ଯାତ୍ରା କଳା ବେଳେ ଡାହାଣ ପଟେ ସାପ, ମାଙ୍କଡ, କୁକୁର ଦେଖନ୍ତି ତାହେଲେ ତାହା ଶୁଭ ଅଟେ । ଧଳା ଗାଈ ଯଦି ଜମି ରେ ଆସି ଚରନ୍ତି ତାହେଲେ ବୁଝି ଯିବେ କୁ ଜିଣା ରେ ବୋହୁତ ବଡ଼ ଉନ୍ନତି ଘରିବାକୁ ଯାଉଚି । ଯଦି ରାସ୍ତା ରେ ଗଲା ବେଳେ ପଇସା ପାଉଛନ୍ତି ତାହେଲେ ତାହା ଅତ୍ୟନ୍ତ ଶୁଭ ଅଟେ ବା ମା ଲକ୍ଷ୍ମୀ ଙ୍କ କୃପା ରୁ ଆପଣ ଖୁସି ରେ ଜୀବନ ଅତିବାହିତ କରିବେ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button