IBN ଓଡ଼ିଶା ବ୍ୟୁରୋ

ଏହି ଘରୋଇ ଉପଚାର କୁ ବନେଇ ପିଇ ନିଅନ୍ତୁ ମାତ୍ର 7 ଦିନରେ ପେଟ ଓ ଅଣ୍ଟାର ଚର୍ବି ମହମ ଭଳି ତରଳିଯିବ

ମଟାପଣ ରୁ ରକ୍ଷା ପାଇଁ ଆଜି ଆମେ ଅନିଚୁ ଆପଣ ଙ୍କ ପାଇ ନୂତନ ଉପାୟ ଯାହା ଫଳ ରେ ଆପଣ କମେଇ ପାରିବେ ଆପଣ ଙ୍କ ଚର୍ବି ଯାହାକି ସଂପୂର୍ଣ୍ଣ ଭାବରେ କମିଯିବ । ଖାଦ୍ୟ ହଜମ ନ ହେବ ଦ୍ଵାରା ଆପଣ ଙ୍କ ମୋଟପଣ ଧୀରେ ଧୀରେ ବଢ଼ିବାକୁ ଲାଗିବ ଯାହା ଫଳ ରେ ଆପଣ ଭବିଷ୍ୟତ ରେ ବହୁ ପ୍ରକାର ରୋଗ ର ସମ୍ମୁଖୀନ ହେବାକୁ ପଡିବ । ଖାଦ୍ୟ ହଜମ ନ ହେବ, ପେଟ ରେ ବରଜ ହେବ, ଠିକ୍ ସେ କୋଷ୍ଟ ନା ହେବ, ମୋଟପା ବଢିବା ।

ଏହା ଆପଣ ଙ୍କୁ ବହୁ ପରିସ୍ଥିତି ରେ ସମ୍ମୁଖୀନ କରିଦେବ । ଯଦି ଆପଣ ଙ୍କୁ ଲାଗୁଚି ଆପଣ ଙ୍କ ଓଜନ 5 ରୁ 6 କିଲ ବଢ଼ିଯାଇଛି ତାହେଲେ ଆପଣ ଏହି ଉପାୟ ଅବଲମ୍ବନ କରନ୍ତୁ ପ୍ରଥମେ ଗରମ ପାଣି ନିଅନ୍ତୁ ସେଥିରେ ଗୋଟିଏ ଲେମ୍ବୁ ଚିପୁଡି ଦିଅନ୍ତୁ ଏହା ପରେ ସ୍ଵାଦ ଅନୁସାରେ ବିଟ ଲୁଣ ପକାନ୍ତୁ । ଏହାକୁ ଗୋଳାଇ ଦିଅନ୍ତୁ । ଏହାକୁ ଏକ ଗ୍ଲାସ୍ ସକାଳୁ ଏବଂ ଏକ ଗ୍ଲାସ୍ ସନ୍ଧ୍ୟା ରେ ପିଅନ୍ତୁ ।

ଚାହା ଯେପରି ପିଅନ୍ତି ସେପରି ଏହାକୁ ସେବନ କରନ୍ତୁ ଯାହା ଫଳ ରେ ଆପଣ ଆପଣ ଙ୍କ ଶରୀର କୁ ପୁନଶ୍ଚ ଫେରି ପାଇବେ । ଦ୍ୱିତୀୟ ଉପାୟ ଟି ହେଉଛି ଗୋଟିଏ ଅଦା ର ଖଣ୍ଡ ନିଅନ୍ତୁ ଆପଣ ଙ୍କ ତ ପାଖରେ ରଖନ୍ତୁ ଏହାକୁ ଅଧ ଘଣ୍ଟା ଚୁସନ୍ତୁ । ଏହାକୁ ଦିନରେ 2ରୁ 3 ଥର କରନ୍ତୁ ଯାହା ଫଳରେ ଆପଣ ପାଇ ପାରିବେ ଓଜନ ରୁ ରିହାତି ।

କମାଇବାକୁ ଲାଗିବ ଆପଣ ଙ୍କ ମୋଟାପା । ଏବଂ ଫେରି ପାଇବେ ପୁରୁଣା ଦିନର ସେହି ବୋଡି କୁ । ଏହାକୁ ସେବନ କରିବା ଦ୍ୱାରା ଚରିବି କମ୍ ହୋଇଯିବ ଓଜନ କମିବାକୁ ଲାଗିବ ଯାହାକି ଆପଣ ଆଉ କୌଣସି ସ୍ଥାନ ରେ ନିଜ ମୋଟପା କୁ ନେଇ ଲଜିତ୍ତ ହେବାକୁ ପଡିବ ନାହିଁ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button