IBN ଓଡ଼ିଶା ବ୍ୟୁରୋ

ସୌଭାଗ୍ୟବତୀ ଝିଅଙ୍କର ଏହା ଅଟେ 10 ଟି ଲକ୍ଷଣ, ଏମାନଙ୍କୁ ବିବାହ କଲେ ଆପଣ ହେଇଯିବେ ଧନୀ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ, ଶରୀରର ଏମିତି ଚିହ୍ନ ଏବଂ ଅଙ୍ଗ ମାନଙ୍କ ବିଷୟରେ ଯାହା ଝିଅ ମାନଙ୍କ ପାଇଁ ବହୁତ୍ ଭାଗ୍ୟଶାଳୀ ହୋଇଥାଏ। ବନ୍ଧୁଗଣ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ଆଉ ଯଦି କୌଣସି ହିନ୍ଦୁ ପରିବାର ରେ ଗୋଟିଏ ଝିଅ ଜନ୍ମ ନେଇଥାଏ ,ତେବେ କୁହାଯାଏ ଯେ ଘରକୁ ଲକ୍ଷ୍ମୀ ଆସିଛନ୍ତି , ଯଦି ସେହି ଝିଅ ବଡ ହୋଇ ବିବାହିତ ହୋଇଯାଏ ତା ଶଶୁର ଘର ଲୋକେ ମଧ୍ୟ କୁହନ୍ତି,କି ଘରକୁ ଲକ୍ଷ୍ମୀ ଆସିଲେ ବୋଲି । ଅର୍ଥାତ ଏଥିରୁ ଜଣା ପଡେ ଯେ ନାରୀଙ୍କ ରୁପକୁ ଦେବୀଙ୍କ ସଂଜ୍ଞା ଦିଆଯାଇଛି।

ଏମିତିରେ ତ ସବୁ ଝିଅ ନିଜ ମାତା ପିତାଙ୍କ ପାଇଁ ସୌଭାଗ୍ୟ ନେଇକି ଆସିଥାନ୍ତି , କିନ୍ତୁ ଶାସ୍ତ୍ରରେ ସୌଭାଗ୍ୟଶାଳୀ ମହିଳାଙ୍କ କିଛି ବିଶେଷ ଲକ୍ଷଣ ଓ ଚିହ୍ନ ବିଷୟରେ କୁହାଯାଇଛି। ତେବେ ବନ୍ଧୁଗଣ କେଉଁ କେଉଁ ଲକ୍ଷଣ ଓ ଚିହ୍ନ ବିଷୟରେ କୁହାଯାଇଛି ଆସନ୍ତୁ ଜାଣିବା ନିମ୍ନରେ-

ବନ୍ଧୁଗଣ ଏହି ଦୁନିଆରେ ନାରୀ ମାନଙ୍କର ବହୁତ ବଡ଼ ଯୋଗଦାନ ରହିଛି କାହିଁକି ନା ସେ ନୂଆ ଜୀବନର ମୂଳ ଆଧାର ହୋଇଥାଏ ।ମାତା ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି , ଯେଉଁ ଘରେ ମହିଳା ମାନଙ୍କର ସମ୍ମାନ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ର ମାନଙ୍କରେ କୁହାଯାଇଛି ଯେ, ନାରୀର କିଛି ଅଙ୍ଗ ଯଦି ବଡ ହୋଇଥାଏ ତାହାଲେ ସେ ନିଜ ପରିବାର ପାଇଁ ସୌଭାଗ୍ୟର ଚିହ୍ନ ହୋଇଥାଏ । ତେବେ ବନ୍ଧୁଗଣ କେଉଁ କେଉଁ ଅଙ୍ଗ ବିଷୟରେ ଶାସ୍ତ୍ରରେ ଉଲ୍ଲେଖ ହୋଇଛି ଆସନ୍ତୁ ଜାଣିବା ।

୧- ନଖ (ଚମକୁଥିବା ଗୋଲାପୀ ରଙ୍ଗର )- ମହିଳା ମାନଙ୍କର ନଖର ଚମକ ବହୁତ ସୁନ୍ଦର ହୋଇଥାଏ , ତେବେ ଗୋଲାପି ରଙ୍ଗର ଚମକୁ ଥିବା ନଖର ମହିଳା ମାନଙ୍କର ଭଲ ସ୍ୱାସ୍ଥ୍ୟ ହୋଇଥାଏ ଏବଂ ସେମାନେ ଚରିତ୍ରବାନ ହୋଇଥାନ୍ତି । ଏହି ପରି ମହିଳା ନିଜ ସ୍ୱାମି ଓ ପରିବାରର ସମସ୍ତ ଲୋକଙ୍କ ଯତ୍ନ ନେଇଥାନ୍ତି , ପରିବାରର ସୁଖ ଦୁଃଖ କୁ ବୁଝିପାରନ୍ତି । ସମସ୍ତଙ୍କ ସହ ମିଶିଯାଇଥାନ୍ତି।

୨. ପାଦର ମଧ୍ୟମା ଆଙ୍ଗୁଳି – ଯେଉଁ ମହିଳା ମାନଙ୍କ ପାଦର ମାଧ୍ୟମ ଆଙ୍ଗୁଳି ଅପେକ୍ଷାକୃତ ବଡ ହୋଇଥାଏ ସେମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି।ଏମିତି ମହିଳାଙ୍କୁ ବିବାହ କରିବା ପୂର୍ବରୁ ଆପଣଙ୍କୁ ଏହି ବିଷୟରେ ବହୁତ ଧ୍ୟାନ ରଖିବାକୁ ପଡିବ।

୩ – ବାମ ଗାଲରେ ରାଶି ଅର୍ଥାତ କଳାଯାଇ – ଯେଉଁ ମହିଳାଙ୍କ ବାମ ପାର୍ଶ୍ଵ ରେ କଳାଯାଇ ରହିଥାଏ,ସେହି ମହିଳା ଖାଦ୍ୟ ପ୍ରିୟ ହୋଇଥାନ୍ତି, ଓ ସବୁବେଳେ ବିଭିନ୍ନ ବ୍ୟଞ୍ଜନର ସ୍ୱାଦ ନେଇଥାନ୍ତି । ନିଜର ପୁରା ପରିବାରର ଭଲ ଭାବରେ ଧ୍ୟାନ ରଖିଥାନ୍ତି।ଏମାନେ ବହୁତ ଭଲ ବ୍ୟଞ୍ଜନ ପ୍ରସ୍ତୁତ କରିପାରନ୍ତି । ଏଥି ପାଇଁ ସମସ୍ତ ପରିବାର ତାଙ୍କ ଉପରେ ଖୁସି ରହିଥାନ୍ତି।

୪- ଲମ୍ବା ନାକ – ଯେଉଁ ମହିଳା ମାନଙ୍କ ନାକ ବଡ ହେଇଥାଏ ସେମାନଙ୍କ ପାଖରେ ବଡ ବଡ ସମସ୍ୟା କୁ ଶାନ୍ତି ରେ ସମାଧାନ କରିବାର କ୍ଷମତା ଥାଏ।ଏହି ମହିଳା ମାନେ ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି,କିନ୍ତୁ ଏମାନଙ୍କ ଦ୍ୱାରା ହୋଇଥିବା ଖର୍ଚ୍ଚ କେବେବି ବୃଥା ହୋଇ ନଥାଏ।

୫- ଲମ୍ବା ଆଙ୍ଗୁଠି – ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ଲମ୍ବା ଆଙ୍ଗୁଠି ଥାଏ । ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ।ସେମାନଙ୍କୁ ପଢିବା , ଲେଖିବାର ବହୁତ ସଉକ ଥାଏ। ଏହି ମହିଳା ମାନେ ଫାଲତୁ ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନଙ୍କ ହାତ କୁ ଯଦି ଟଙ୍କା ଆସେ , ତେବେ ଏହି ମହିଳା ମାନଙ୍କ ମଧ୍ୟରେ ତାକୁ ଦ୍ୱିଗୁଣା କରିବାର କ୍ଷମତା ରହିଛି। ଏମାନଙ୍କ ପରିବାର ଓ ସ୍ୱାମୀ ଏମାନଙ୍କ ଉପରେ ଖୁସି ରୁହନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button