IBN ଓଡ଼ିଶା ବ୍ୟୁରୋ

ସକାଳୁ ଖାଲି ପେଟରେ ଜୁଆଣୀ ପାଣି ପିଇବା ଦ୍ଵାରା ଶରୀରରେ ହୋଇଥାଏ କିଛି ଏମିତି, ଭଲ କରେ ଭୟଙ୍କର ରୋଗ

ବନ୍ଧୁଗଣ ସୁସ୍ଥ ରହିବା ଆମର ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ । ତେବେ ଆଜିକା ସମୟରେ ବିଭିନ୍ନ ପ୍ରକାରର ରୋଗ ଦେଖିବାକୁ ମିଳୁଛି । ତେବେ ଆଜି ଆମେ ସୁସ୍ଥ ରହିବା ପାଇଁ ଉପାୟ କହିବାକୁ ଯାଉଛୁ । ତେବେ ଏହା ଆମ ରୋଷେଇଘରେ ମସଲା ଭାବେ ମଧ୍ୟ ବ୍ୟବହାର କରିଥାଉ । ଏହି ଜିନିଷ ଟି ହେଉଛି ଜୁଆଣି । ଏହି ଔଷଧୀୟ ଜୁଆଣି ର ବ୍ୟବହାର ପୁରାତନରେ ଅନେକ ରୋଗ ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ ।

ଜୁଆଣି କୁ ଖାଇବାର ସବୁଠାରୁ ଭଲ ଉପାୟ ହେଉଛି ଏହାର ଡ୍ରିଙ୍କ ବନାଇକି ପିଇବା । ତେବେ ଚାଲନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ । ପ୍ରଥମେରେ ଏହା ଥଣ୍ଡା ଓ କାଶ ଦୂର କରିଥାଏ । ଜୁଆଣିକୁ ଉଷୁମ ପାଣିରେ ପକାଇ ଖାଇବା ଦ୍ଵାରା ଥଣ୍ଡା ଓ କାଶ ଖୁବ ଶୀଘ୍ର ଭଲ ହୋଇଯାଇଥାଏ ।

ଦୂତୀୟରେ ଏହା ପଚନକ୍ରୀୟା ପାଇଁ ଭଲ ହୋଇଥାଏ । ଜୁଆଣି ପାଣି ପିଇବା ଦ୍ୱାରା ଆମର ଶରୀରରେ ମେଟାବୋଲିଜୀମ ରେଟ ବଢ଼ିଥାଏ । ହଜମ କ୍ରିୟା ଭଲସେ ହୋଇଥାଏ । ବଦହଜୀମି, ଗ୍ୟାଷ୍ଟିକ, ଏସିଡ଼ିଟୀ ପରି ରୋଗ ଠାରୁ ଦୂରେଇ ରଖିଥାଏ ।

ତୃତୀୟରେ ଏହା ଶ୍ୱାସ ରୋଗ ଭଲ କରିବାରେ ମଧ୍ୟ ଜୁଆଣି ଲାଭ ଦାୟକ ହୋଇଥାଏ । ଜୁଆଣି ଗୋଟିଏ ପ୍ରାକୃତିକ ଆଣ୍ଟିବାୟୋଟିକ୍ ଭଳି କାମ କରିଥାଏ । ଜୁଆଣି ପାଣି ପିଇଲେ ଫୁସଫୁସ୍ ରେ ଜମିଥିବା କାଫ ବାହାରି ଆସେ ତେଣୁ ଶ୍ୱାସ ରୋଗୀଙ୍କୁ ଶ୍ୱାସ ନେବାରେ କୌଣସି ସମସ୍ୟା ଆସି ନଥାଏ ।

ଚତୁର୍ଥରେ ଜୁଆଣି ଆଣ୍ଠୁଗଣ୍ଠି, ଅଣ୍ଟା ବ୍ୟଥା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଜୁଆଣିକୁ ପେଶି ଏକ ପେଷ୍ଟ୍ ବନାନ୍ତୁ ଏହି ପେଷ୍ଟ୍ କୁ ଆଣ୍ଠୁଗଣ୍ଠି ବ୍ୟଥା ହେଉଥିବା ସ୍ଥାନରେ ଲଗାଇଲେ ଏହି ବ୍ୟଥା ଦୂର ହୋଇଥାଏ ନଚେତ୍ ଜୁଆଣିକୁ ପାଣିରେ ମିଶାଇ ଏହି ପାଣିରେ ଗୋଡ ୩୦ ମିନିଟ୍ ବୁଡାଇ ରଖିଲେ ଏହି ବ୍ୟଥା ଦୂର ହୋଇଯାଏ ।

ପଞ୍ଚମରେ ରେ ମୋଟାପା, ଓଜନ କମାଇବାରେ ଏବଂ ପେଟ ଚର୍ବି କମେଇବାରେ ଜୁଆଣି ବୋହୁତ ଉପଯୋଗୀ ହୋଇଥାଏ । ଯଦି ଲଗାତାର ଗୋଟିଏ ମାସ ଧରି ସକାଳେ ଜୁଆଣି ପାଣି ପିଅନ୍ତି ତେବେ ଆପଣ ୨ କେଜି ପର୍ଯ୍ୟନ୍ତ ଓଜନ କମାଇ ପାରିବେ । ତେବେ ବନ୍ଧୁଗଣ ଆପଣ ଏହି ଉପାୟ ଦ୍ୱାରା ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରହିବାର ସାହାଯ୍ୟ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button