IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀ ର ଏହି ଗୋଟିଏ ଭୁଲ୍ ପାଇଁ – ସ୍ୱାମୀ ସବୁବେଳେ ଅସୁବିଧାରେ ପଡ଼ିଥାନ୍ତି

ଭାରତୀୟ ମହିଳା ମାନେ ବିବାହ କରିବା ପରେ । ଗୋଡ ମୁଦିକୁ ପିନ୍ଧି ଥାନ୍ତି କିନ୍ତୁ କିଛି ଜଣ ଜାଣି ନଥାନ୍ତି କି ଏହାକୁ କଣ ପାଇଁ ପିନ୍ଧା ଯାଏ ଏହାକୁ ପିନ୍ଧିବା ଦ୍ଵାରା ସ୍ଵାମୀ ଙ୍କ ଭଲ ହେବା ସହ ସ୍ତ୍ରୀ ମାନଙ୍କ ଶରୀର ମଧ୍ୟ ସୁସ୍ଥ ରହି ଥାଏ ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଯେଉଁ ଭି କାମ କରୁଛେ କିମ୍ବା ଯେଉଁ ଅଳଙ୍କାର ମାନ ପିନ୍ଧୁଚେ ଏହହା କୁ ଠିକ ଭାବେ ନ ପିନ୍ଧିବା ଦ୍ଵାରା ଆମର କେଉଁ କ୍ଷତି ହୋଇ ଥାଏ ।

ଆଜି ଆମେ ଆପଣଙ୍କୁ କହିବୁ କି ଏହାକୁ କେଉଁ ଭଳି ପିନ୍ଧିବେ ଓ କେବେ ପିନ୍ଧିବେ । ହିନ୍ଦୁ ଧର୍ମ ର ଶାସ୍ତ୍ର ରେ କୁଜା ଯାଏ କି ଯଦି ନାରୀ ଗୋଡ ରେ ମୁଦି କିମ୍ବା ମଠାରେ ସୁନା ନ ପିନ୍ଧେ ଏହା ତା ପାଇଁ ଖରାପ ହୋଇ ଥାଏ । ଏହା ନ କରିବା ଦ୍ଵାରା ସେ ନାରୀ ଭାବେ ବିବେଚିତ ହୋଇ ନଥାଏ ଯଦି ଆମେ ଦେଖିବା ପାଇଁ ଜୀବ ତ ଜେନ ନାରୀର ସୋଳ ଶ୍ରୀଙ୍ଗାର ମଧ୍ୟ ଏହା ଅନ୍ଯତମ । ଏହା କୁ ନାପିନ୍ଧୁ ଥିବା ମହିଳା ମାନେ ଆଜିର ଏହି ଘଟଣା ଜାଣିବା ପରେ ନିଶ୍ଚିତ ଭାବେ ଏହାକୁ ଧାରଣ କରିବେ ।

କୁହାଯାଏ କି ଏହା ର ସମ୍ପର୍କ ଆମ ନାଭି ସହ ଅଛି ମହିଳା ମାନଙ୍କ ନାଭି କୁ ଏହା ନିୟତ୍ରାଣ କରି ଥାଏ ଏହା ସହ ଏହା ଆମ ମନକୁ ସାନ୍ତ କରିବା ସହ ଆମ ଆମ ରକ୍ତ ଚାପ କୁ ମଧ୍ୟ ନିୟନ୍ତ୍ରଣ କରି ଥାଏ । କିନ୍ତୁ ଏହାକୁ କିଛି ଜେଏନ ପିନ୍ଧିବା ପରେ ମଧ୍ୟ ଖରାପ ହୋଇ ଥାଏ ଏହାର କାରଣ ହେଉଛି କି ଏମାନେ ଜଣାଇ ନଥାନ୍ତି କି ଏହାକୁ କେଉଁ ଭଳି ପିନ୍ଧା ଜୀବ । ତେଣୁ କରି ଏମାନେ ଭୁଲ କରିଥାନ୍ତି । ତେଣୁ ଆପଣ ଏହାକୁ ପିନ୍ଧିବା ବେଳେ ଦେଖିବେ । ଆପଣ ଏହାକୁ ପିନ୍ଧିବା ଅବେଳେ ଦେଖିବେ ଯେଉଁ ଭଳି ଏହା ଢିଲା ନଥିବ ।

ଏହା ଯଦି ଟିକେ ଢିଲା ଅଛି ତାହା ଚାଲିବ କିନ୍ତୁ ଆପଣ ଏହାକୁ ଦେଖୁ ଥିବେ । ଏହା ଯଦି ଅବର ବାର ବାହାରି ଜୀବ ଆଙ୍ଗୁଳି ରୁ ଏହା ଖରାପ ହୋଇ ଥାଏ ଏହା ଦ୍ଵାରା ସ୍ଵାମୀ ଙ୍କ ପରିସ୍ଥିତି ଖରାପ ହୋଇ ଥାଏ ଓ ସ୍ଵାମୀ ଧାର କରଜ ରେ ବୁଡି କରି ଥାନ୍ତି । ଏହା ପରେ ଆସେ କି ଆପଣ ନିଜ ପିନ୍ଧା ମୁଦି କୁ କାହାକୁ ଦେବେ ନି ଏହା କରିବା ଦ୍ଵାରା ପରିବାରରେ ଅସାନ୍ତି ଓ ଦେହ ଖରାପ ଲାଗି ରହି ଥାଏ । ଛୋଟ ଛୋଟ କଥାରେ ଯାହାଗଡା ହୋଇ ଯାଇ ଥାଏ । ଏହା ପରେ ହେଉଛି ତମବାର ଗୋଡ ମୁଦି ପିନ୍ଧିବେ ନି କିମ୍ବା ଗୋଡ ମୁଦି ଯଦି ଫାଟି ଯାଏ ଏହାକୁ ପିନ୍ଧିବେ ନି । ତମ୍ବା ର ମୁଦି ପିନ୍ଧିଲେ ପ୍ରସାବ ସମୟରେ ଅଧିକ କଷ୍ଟ ହୋଇ ଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button