IBN ଓଡ଼ିଶା ବ୍ୟୁରୋ

ଡାଇବେଟିସ ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 4 ଖାଦ୍ଯ, ହୋଇଥାଏ ବିଷ ସମାନ

ବନ୍ଧୁଗଣ ଆଜିକା ସମୟରେ ସୁସ୍ଥ ରହିବା ଅତ୍ୟନ୍ତ ଜରୁରୀ ଅଟେ । ମଧୁମୟ ରୋଗ ଯେତେ ମାରାତ୍ମକ ଆପଣ ସମସ୍ତେ ନିଶ୍ଚିନ୍ତ ଭାବରେ ଜାଣିଥିବେ । ତେବେ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ନୁହେଁ ଯେ କେବଳ ବୟସ୍କ ବ୍ୟକ୍ତିମାନେ ଏହାର ଶିକାର ହେଉଛନ୍ତି, ବରଂ ଯୁବକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ।

ଏହାର ମୁଖ୍ୟ କାରଣ ହେଉଛି ଲୋକଙ୍କ ଖାଦ୍ୟ ଏବଂ ଜୀବନଶୈଳୀ ।   ତେଣୁ ଯେଉଁମାନେ ମଧୁମେହରେ ପୀଡିତ, ସେମାନଙ୍କର ଖାଦ୍ୟପାନୀୟ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ଆବଶ୍ୟକ । ତେବେ ଆଜି ଆମେ ଆପଣଙ୍କୁ ସେହି ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

୧:- ପ୍ରଥମେ ରେ ହେଉଛି ମଇଦା ରେ ତିଆରି ଖାଦ୍ୟ । ମଇଦା ରେ ତିଆରି ସମସ୍ତ ଖାଦ୍ୟ ଯେପରି ପାଉଁରୁଟି, ଟୋଷ୍ଟ, ବିସ୍କୁଟ ଇତ୍ୟାଦି ଖାଇବା ମଧୁମେହ ରୋଗୀ ଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ମଇଦା ରେ ରିଫାଇନ କାର୍ବୋ ହାଇଡ୍ରେଟ ର ମାତ୍ରା ଅଧିକ ରହିଥାଏ ଏହା ଶୀଘ୍ର ହଜମ ହୋଇ ଶୁଗାର ରେ ପରିଣତ ହୋଇଥାଏ । ତେଣୁ ମଇଦା ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ ।

୨:- ଦୁତୀୟ ରେ ହେଉଛି ଆଳୁ । ମଧୁମେହ ରୋଗୀ ଙ୍କୁ ଆଳୁ ଖାଇବା ମନା ହୋଇଥାଏ କାରଣ ଆଳୁ ରେ କାର୍ବୋହାଇଡ୍ରେଟ ରହିଥାଏ ଅଥବା ଶ୍ୱେତସାର ର ମାତ୍ରା ଅଧିକ ରହିଥାଏ । ଏହା ହଜମ ହୋଇ ରକ୍ତ ରେ ଗ୍ଲୁକୋଜ ର ମାତ୍ରା କୁ ବଢ଼େଇ ଦେଇଥାଏ । ଏହା ଦ୍ୱାରା ହୃଦରୋଗ ବା କ୍ୟା-ନ୍ସ-ର ର କାରଣ ମଧ୍ୟ ହୋଇଥାଏ ।

୩:- ତୃତୀୟ ରେ ହେଉଛି  ମିଠା  ଖାଦ୍ୟ । ଏହିଭଳି ଖାଦ୍ୟ ଡାଇବେଟିସ ରୋଗୀ ନିମନ୍ତେ ବିଷ ସଦୃଶ୍ୟ ହୋଇଥାଏ ବଜାରରେ ବିକ୍ରି ହେଉଥିବା ସବୁ ପ୍ରକାରର ମିଠା ଜିନିଷରେ  ସୁଗର ମାତ୍ରା ଅଧିକ ରହିଥାଏ ଯଦି ଓ  ରକ୍ତରେ ସୁଗାର ଲେବଲ କୁ ବଢ଼ାଇ ନଥାଏ କିନ୍ତୁ ଏହା ରକ୍ତରେ ଭଲ କୋଲିସ୍ଟର ର ମାତ୍ର କମାଇବା ସହିତ ରକ୍ତରେ ଇନ୍ସଲିନ କୁ ଅକାମି କରିଦେଇଥାଏ ଏହା ଫଳରେ ଡାଇବେଟିସ ଲେବେଲ ବଢିବାକୁ ଲାଗିଥାଏ ।

୪:- ଚତୁର୍ଥ ରେ ହେଉଛି ପ୍ୟାକେଟ ରେ ଥିବା ସ୍ନାକ୍ସ ଡାଇବେଟିସ ଲୋକଙ୍କୁ ପ୍ୟାକେଟ ରେ ଥିବା ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ ପ୍ୟାକେଟ ରେ ବିକ୍ରି ହେଉଥିବା ସ୍ନାକ୍ସ ଯେପରି ବାଦାମ ପକୁଡା ଚୁଡା ମିକ୍ସର ଭଳି ଖାଦ୍ୟ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ହୋଇନଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button