ସ୍ୱାସ୍ଥ୍ୟ

ଶିର ଦରଜ, ଆଣ୍ଠୁଗଣ୍ଠି ଦରଜ, ବ୍ଳକେଜ, କମଜୋରି ସବୁ ଗାୟବ ହେଇଯିବ, ବେଡ ରେ ପଡିଥିବା ମଣିଷ ବି ଦୌଡିବାକୁ ଲାଗିବ, କେବଳ ଏହାର 1 ଟି ପତ୍ର ଖାଇ ନିଅନ୍ତୁ

ମଣିଷ ନିଜର କାର୍ଯ୍ୟ , ପାରିବାରିକ ଚିନ୍ତା ଆଦିକୁ ନେଇ ବିଭିନ୍ନ କଥା ଚିନ୍ତା କରିଥାନ୍ତି । ତେବେ ଅନେକ ଲୋକଙ୍କର ଚିନ୍ତା କୁ ନେଇ ଶରୀର ଖରାପ ହୋଇଥିବା ବେଳେ । ଅନ୍ୟପଟେ ଅନେକ ଲୋକଙ୍କର ଅଧିକ ପରିଶ୍ରମ , ଓ ଵର୍ତମାନ ର ରାସାୟନିକ ମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଶରୀର ଖରାପ ହୋଇଥାଏ । ତେବେ ପୃଷ୍ଟି ସାର ଜାତୀୟ ଖାଦ୍ୟ କମ ହେଲେ ଶରୀର ରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ ।  ଆମ ଶ୍ରୀରରକୁ କ୍ୟାଲସିୟମ ଓ ପ୍ରୋଟିନ ନିହାତି ଆବଶ୍ୟକ ହୋଇଥାଏ । ତେଣୁ ସେହି ପ୍ରୋଟିନ ଅଭାବ ରୁ ଶରୀରରେ ଶିରର ଦୁର୍ବଳତା ବା ଭେରିକୋଜ ଭେନ୍ସ ଭଳି ରୋଗ ହୋଇଥାଏ ।

ତେବେ ଏହି ରୋଗ ରେ ପୀଡିତ ଥିବା ରୋଗୀ ମାନଙ୍କ ପାଇଁ ଆମେ ଏକ ଘରୋଇ ଉପଚାର କହିବୁ ଯାହା ଦ୍ୱାରା ମାତ୍ର ୧୦ ଦିନରେ ଏହି ଭେରିକୋଜ ଭେନ୍ସ ରୋଗ ଭଲ ହୋଇଯାଇଥାଏ। ତେବେ ଏଥିପାଇଁ ଆପଣଙ୍କୁ ଜୁଆଣି ପତ୍ର ବା ଯାହାକୁ ହିନ୍ଦୀ ରେ କୁହାଯାଏ ଅଜ୍ବାଇନ କା ପତା ଓ ଇଂରାଜୀ ରେ କୁହାଯାଏ ଅଜ୍ବାଇନ ଲିଫସ । ତେବେ ଏହି ଜୁଆଣି ପତ୍ର ଆପଣଙ୍କୁ କୌଣସି ନର୍ସରି ବା ଅନଲାଇନ ରେ ଅତି ସହଜରେ ମିଳିଯିବ।

ତେବେ ଏହାର ଗୋଟିଏ ଡାଳ ଆଣି ଯଦି ଆପଣ ନିଜର ବାରି ରେ ଲଗାଇଦେବେ ତେବେ ଏଥିରୁ ମଧ୍ୟ ଗଛ ହୋଇଯିବ। ତେବେ ଏହି ପତ୍ରକୁ ଆପଣ ଆଣି ଏକ ଗିନା ଭଳି ପତ୍ର ନିଅନ୍ତୁ। ଗୋଟିଏ ପାତ୍ର ରେ ପାଣି ଫୁଟାଇବା ପାଇଁ ରଖନ୍ତୁ । ସେହି ଫୁଟା ପାଣିରେ ଆପଣ ଏହି ଗିନେ ଜୁଆଣି ପତ୍ର କୁ ପକାଇ ଭଲ ଭାବେ ଫୁଟନ୍ତୁ । କିଛି ସମୟ ପରେ ଦେଖିବେ ଏହା ଏପରି ଦେଖାଯିବ ଯେମିତି ଏଥିରୁ ତେଲ ନିର୍ଗତ ହେଉଛି ।

ତେବେ ପାଣି କୁ ଥଣ୍ଡା କରିବା ପରେ ଏକ ଛଣା ଦ୍ୱାରା ଏକ ପାତ୍ରକୁ ଛାଣି ନିଅନ୍ତୁ। ଏଥିରେ ଦୁଇ ଚାମଚ ଅଲିଭ ତେଲ ମିଶାଇ ଦିଅନ୍ତୁ । ଏହି ପରିମାଣ ରେ ଯଦି ଆପଣ ବନାଇବେ ତେବେ ଆପଣ ଏହାକୁ ଆରାମ ରେ ୧୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଯେତେବେଳେ ଆପଣ ଏହାକୁ ବ୍ୟବହାର କରିବେ ଅଳ୍ପ କିଛି ଏକ ପାତ୍ରରେ ନେଇ ତୁଳା ର ସହାର୍ଯ୍ୟରେ ଏହାକୁ ବ୍ୟବହାର କରନ୍ତୁ  ଆରାମ ରେ ମାଲିସ କରନ୍ତୁ । ଯାହା ଫଳରେ ଯେଉଁ ଶିର ଗୁଡିକ କୁଞ୍ଚ ହୋଇ ଏକତ୍ର ହୋଇଥିବେ ସେମାନେ ନିଜ ନିଜ ସ୍ଥାନରେ ରହିଯିବେ । ଏହି ଉପାୟ ଟି କୁ ଆପଣ ଦିନର ଯେ କୌଣସି ସମୟରେ ବ୍ୟବହାର କରିପାରିବେ। ଦ୍ଵିତୀୟ ଉପାୟ କୁ ଆପଣ ରାତିରେ କରିବେ ।

ଏଥିପାଇଁ ଆପଣ ପ୍ରଥମେ ମୁଲତାନି ମାଟି କୁ ନେଇ ଏଥିରେ ପାଣି ମିଶାଇ ଏକ ପେଷ୍ଟ କରିନେବେ ଏହାପରେ ଏହାକୁ ସେହି ସ୍ଥାନରେ ଲଗାଇବେ । ରାତି ସାରା ଏହାକୁ ସେହିଭଳି ଛାଡ଼ିଦେବେ ।ସକାଳୁ ଉଠି ଏହାକୁ ପରିଷ୍କାର ଜଳରେ ଧୋଇଦେବେ । ଦେଖିବେ ଏହି ୨ ଟି ଉପାୟ କରିବା ଦ୍ୱାରା ଭେରିକୋଜ ଭେନ୍ସ ୧୦ ଦିନ ମଧ୍ୟରେ ଭଲ ହୋଇଯିବ। ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button