IBN ଓଡ଼ିଶା ବ୍ୟୁରୋ

Vastu Tips- ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 5 କାମ, ସାରା ଜୀବନ ପାଇଁ ଦରିଦ୍ର ହୋଇ ରହିଯିବେ

ଅନେକ ଲୋକମାନେ ସହନୀୟ ଭଗବାନ ଙ୍କୁ ଦେଖିଲେ ମାତ୍ରେ ତାଙ୍କୁ ଡଋ ଥାନ୍ତି କୁହାଯାଇ ଥାଏ କି ସେ ହେଉଛନ୍ତି ସବୁ ଠାରୁ ରାଗି ଗ୍ରହ ମାତ୍ର ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା  କି ଏହି ଗ୍ରହ ଆମ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଏହା ଆମ ପାଇଆନ ସବୁ ଠାରୁ ସୁନ୍ଦର ଗ୍ରହ ଅଟେ । ଆମ ସୌର ମଣ୍ଡଲ ରେ ଯେତେ ଭି ତାରା ମାନେ ଅଛନ୍ତି ତାଙ୍କ ମଧ୍ୟରୁ ସବୁ ଠାରୁ ସୁନ୍ଦର ଗ୍ରହ ହେଉଛି ଶନି ଗ୍ରହ ।

ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଭଗବାନ ଶନି ଙ୍କୁ ପୂଜା କରିବା ଦ୍ଵାରା ଆମ ଜୀବନର ସମସ୍ଯା ମାନ ସବୁ ବେଳେ ଆମ ଠାରୁ ଦୂରେଇ ଯାଇ ଥାଏ  । କୁହାଯାଏ କି ଭଗବାନ ଙ୍କ ମୁଖ ରୁ ଯଦି କିଛି ଖରାପ ହୋଇ ଥାଏ ।

ତେବେ ସେହି ବ୍ୟକ୍ତି ର ଭାଗ୍ୟ ଖରାପ ହୋଇ ଯାଇ ଥାଏ । ଆମେ ଏହା ମଧ୍ୟ ଜାଣିବା ଭଲ କି ଆମ ଜୀବନ ସମସ୍ଯା ଦୂର କରିବା ପାଇଁ ଆମେ କେଉଁ ଭଳି ଶନି ଦେବଙ୍କୁ ପୂଜା କରିବା  । ଆମେ ଯଦି ଚାହିଁବା ତ ଭଗବାନ ସହନୀୟ ଦେବଙ୍କୁ କଳା ରଙ୍ଗର କିଛି ବସ୍ତୁ ଦାନ କରିବା ଭଲ ହୋଇ ଥାଏ ।

ଆପଣ ଯଦି ଏହି ଦିନ କଳା  ବସ୍ତୁର ଦାନ କରୁଛନ୍ତି ଯେଉଁ ଭଳି କି କଳା ରାଈ କଳା କପଡା କଳା ଡାଲି ଏହି ସବୁ ଆପଣ ଦାନ କରିବା ଦ୍ଵାରା ଭଗବାନ ଶନି ଦେବ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ହେବେ । ଆପଣ ଜାଣି ଛନ୍ତି କି ଭଗବାନ ସାହି ଦେବ ସବୁ କାମର ହିସାବ କରିଥାନ୍ତି ସେ ସବୁ ବେଳେ ନିଜ ଭକତ ନାକ ଉପରେ ଦୟା କରି ଥାନ୍ତି ।

ଯେଉଁ ମାନେ ନିଜ ପରିଶ୍ରମ ବଳରେ ଲୋକଙ୍କ ପାଇଁ କାମ କରୁଥାନ୍ତି ସେମାନେ ଭଗବାନ ଶନି ଦେବଙ୍କ ଆଶୀର୍ବାଦ ପାଇ ଥାନ୍ତି । ତେବେ ଆପଣ ଏହି କଳା ବସ୍ତୁ କୁ ଦାନ କରିବା ଶନି ବାର ଦିନ ଖାସ କରିକି ଭଲ ହୋଇଥାଏ ।

ଆପଣ ଯଦି ପିମପାଳି ଗଛ ମୂଳରେ ଯାଇକି ଏକ ଦୀପ ଲଗାଇ ପାରିବେ ଏହା ମଧ୍ୟ ଭଲ ଅଟେ । କୁହାଯାଇ ଥାଏ କି ଏହା କରିବା ଦ୍ଵାରା ଭଗବାନ ଶନି ଦେବ ଙ୍କ ଶୁଭ ଦ୍ରୁଷ୍ଟି ଆପଣ ପାଇ ପାରିବେ । ଏହାକୁ ସେହି ବ୍ୟକ୍ତି ମାନେ ମଧ୍ୟ କରି ପାରିବେ ଯେଉଁ ମାନଙ୍କ ଶାଢେ ସାତ ଶନି ଚାଲିଛି କିମ୍ବା ଯେଉଁ ମାନଙ୍କ ସମୟ ଖରାପ ଚାଲିଛି ।

ଏବେ ଆସନ୍ତୁ ଜାଣିବା କି ଆମେ କି ଶେଷ ଉପାୟ ଆପଣ କଣ କରିବେ, ଆପଣ ହନୁମାନ ଜି ଙ୍କ ମନ୍ଦିର ଯାଇକି ଚାମେଲୀ ର ତେଲ ଦେବା ନିହାତି ଭାବେ ଦରକାର ଅଟେ । ଆପଣ ଯଦି ଭଗବାନ ଶନି ଦେବଙ୍କ ମନ୍ତ୍ର ଜପ କରିବେ ଏହା ମଧ୍ୟ ଭଲ ଅଟେ । ତେବେ ବନ୍ଧୁଗଣ ପ୍ରଭୁ ଶନିଦେବ ଙ୍କ କୃପା ଲାଭ କରିବା ପାଇଁ କମେନ୍ଟ ରେ ଲେଖନ୍ତୁ ଜୟ ଶନିଦେବ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button