IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀ ର ଏହି 4 ଟି ଅଙ୍ଗରେ ଥିଲେ କଳା ଜାଇ, ସ୍ଵାମୀ ଓ ପରିବାର ହୋଇଥାନ୍ତି ଧନୀ ! ଏମାନେ ହୋଇଥାନ୍ତି ସାକ୍ଷାତ ମା’ ଲକ୍ଷ୍ମୀଙ୍କ ରୂପ

ସମୁଦ୍ର ଶାସ୍ତ୍ର ଅନୁସାରେ କିଛି ମହିଳା ମାନେ ଜନ୍ମ ରୁ ହିନ ଏହି ଭଳି କିଛି ଚିହ୍ନ କିମ୍ବା ଏହି ଭଳି କିଛି ଦାଗ ପାଇ ଥାନ୍ତି ଯାହା ଦ୍ଵାରା ଅନ୍ୟ ମାନଙ୍କ ତୁଳନାରେ ସେମାନେ ଅଧିକା ଭଲ ଗୁଣ ରଖିଥାନ୍ତି । ଆପଣ ଏହା ମଧ୍ୟ ଜାଣି ରଖନ୍ତୁ କି ଆପଣ ଯାହାକୁ ଭି ଏହି କଥା ପଚାରିବେ ସେମାନେ ଏହି ଭଳି କହି ପାରିବେକି ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ଏହା ସତ୍ୟ ଅଟେ କି କେଉଁ ମହିଳା ମାନେ କେଉଁ ଭଳି ଅଟନ୍ତି ।

ତେବେ ଆଜି ଆମେ ଆପଣଙ୍କୁ କହିବା କି ଏହି ଭଳି ଚିହ୍ନ ମାନ କଥା କହିବା ଯେଉଁ ମାନଙ୍କ ଅଙ୍ଗରେ ଏହି ଭଳି କିଛି ଚିହ୍ନ ମାନ ଅଛି ଯାହା ଦ୍ଵାରା ସେମାନଙ୍କ ଶରୀର ରେ ଥିବା ଏହି ଅଦଭୁତ୍ତ ଚିହ୍ନ ଦ୍ଵାରା ତାଙ୍କ ପରିବାର ଓ ତାଙ୍କ ସ୍ଵାମୀ ଙ୍କ କଥା ମଧ୍ୟ ଜାଣି ହୁଏ ଏହା ମଧ୍ୟ ଜାଣି ହୁଏ ।

କି ସେମାନେ କେଉଁ ଭଳି ମହିଳା ଅଟନ୍ତି ଏହା ଶ ଏହା ମଧ୍ୟ ଜଣା ଯାଇ ଥାଏ କି ସେମାନେ ଆଗକୁ ଯାଇକି କଣ କଣ କରି ପାରିବେ ନିଜ ସକ୍ଷମ କୁ ଦେଖାଇବା ପାଇଁ ସେମାନେ କଣ କଣ କରି ପାରିବେ ତାହା ମଧ୍ୟ ଜାଣିବା ଭଲ ଅଟେ । ତେବେ ଆଜି ଆମେ କହିବା କି ଏହି ଚିହ୍ନ ଥିବା ଅମହିଳା ଯଦି ଆପଣଙ୍କ ପାଖ ରେ ଥାନ୍ତି ଆପଣ ଏହି ସବୁ କଥାକୁ ନଜର କରି ପାରିବେ ।

ସ୍ତ୍ରୀ ର କେଉଁ ଅଙ୍ଗରେ କଳାଜାଇ ରହିଲେ ତାଙ୍କ ସ୍ଵାମୀ ଧନୀ ହୋଇଥାନ୍ତି । ନମ୍ବର ଏକ ଯେଉଁ ମହିଳା ଙ୍କ ପାଦରେ କଳା ଯାଇ ଥାଏ ଏମାନେ ବହୁତ ବୁଦ୍ଧିମାନ ଅଟନ୍ତି । ଏମାନେ ନିଜ ସ୍ଵାମୀ ଙ୍କ ସେବା ଖୁବ କରି ଥାନ୍ତି ତାଙ୍କ ପରିବାର ମଧ୍ୟ ଦେଖି ଥାନ୍ତି । ଏହା ସହ ଏହି ଭଳି ମହିଳା ମାନେ ନିଜ ପରିବାର କୁ ଖୁବ କମ ଖର୍ଚ୍ଚ ରେ ଚଳାଇ ପାରନ୍ତି । ଏମାନଙ୍କ ସ୍ଵାମୀ ଓ ପରିବାର ଧନୀ ହୋଇଥାନ୍ତି । ଏମାନେ ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ପାଇଁ ଖୁବ ଭଲ ପାଇ ଥାନ୍ତି ।

ଯେଉଁ ମହିଳା ମାନଙ୍କ ନାଭିରେ ତଳେ କିମ୍ବା ସେହି ଆଖ ପାଖରେ କଳା ଯାଇ ଥାଏ । ତେବେ ସେହି ନାରୀ ନିଜ ପରିବାର ଓ ସ୍ଵାମୀ ଙ୍କ ପାଇଁ ଭାଗ୍ଯବାନ ଅଟନ୍ତି । ଯେଉଁ ମାନଙ୍କ ନାକର ଉପରି ଭାଗରେ ଯଦି କଳା ଯାଇ ଥାଏ ସେମାନେ ଭାଗ୍ୟବାନ ଥାନ୍ତି । ସେମାନେ ଯେଉଁ ଜାଗାକୁ ବାହା ହୋଇକି ଯାଇ ଥାନ୍ତି ସେମାନେ ପଇସା ସଞ୍ଚୟ କରିଥାନ୍ତି ।

ଯେଉଁ ମହିଳା ମାନଙ୍କ କପାଳରେ କଳାଜାଇ ଥାଏ ସେମାନେ ବହୁତ ଧନୀ ହୋଇଥାନ୍ତି । ଯାହାକାଉ ବିବାହ କରିଥାନ୍ତି ସେମାନେ ମଧ୍ୟ ବହୁତ ଜଲ୍ଦି ଧନୀ ହୋଇ ଯାନ୍ତି । ଏହାଙ୍କ ପାଇଁ ସ୍ଵାମୀ ଙ୍କ ବ୍ଯବସାୟ ରେ  ସବୁ ବେଳେ ଧାନର ଆଗମନ ହୋଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button