IBN ଓଡ଼ିଶା ବ୍ୟୁରୋ

ଜୀବନରୁ ଦୁଃଖ ଓ ଚିନ୍ତା ଦୂର କରିବାର ଉପାୟ, ସବୁବେଳେ ଦୁଃଖୀ ରହୁଥିଲେ ଥରେ ନିଶ୍ଚୟ ଦେଖନ୍ତୁ

ଏକ କାଠୁରିଆ ଥିଲା ଯାହା ନିଜ କାହାଣୀ ଆମର ଅଟେ । ଆଜି ଆମେ କହିବା ଏହି କାହାଣୀ ମାଧ୍ୟମରେ । ଆଜି ଆମେ କହୁଥିବା କାହାଣୀ ନିଶ୍ଚିତ ଭାବେ ଆମକୁ ଅନେକ କିଛି ଶିଖାଇ ଜୀବ । ଏକ କାଠୁରିଆ ସବୁ ଦିନ ଜଙ୍ଗଲ କୁ ଆସିକି କାଠ କାଟିକି ଯାଉ ଥିଲା ଯାହା ମିଳୁଥିଲା ତାହା ପାଇଁ ତାହା ଯଥେଷ୍ଟ ନଥିଲେ ମଧ୍ୟ ସେ ତାହା ସହ ଖୁଶିରେ ରହିବା ପାଇଁ ସବୁ ବେଳେ ଚେଷ୍ଟା କରୁଥିଲା । ତାକୁ ସବୁ ବେଳେ ବହୁତ ପରିଶ୍ରମ କରିବା ପାଇଁ ପଡୁଥିଲା ସେଇ ପାଇଁ ସେ ସବୁ ବେଳେ ଚିନ୍ତା ରେ ରହୁଥିଲା ।

ଦିନେ ଏକ ସାଧୁ ଙ୍କୁ ସେ ସେହି ଜଙ୍ଗ ରେ ଦେଖିବା ପାଇଁ ପାଇଲା । ସେହି ସାଧୁ ଜଣଙ୍କ ସହ ସେ ସବୁ ବେଳେ ଦେଖା ହେବା ଦ୍ଵାରା ସେ ତାର ମନର କଷ୍ଟ ସବୁ ବେଳେ ତାଙ୍କୁ କହି ଥାଏ । ଦିନେ ସାଧୁ କହିଲେ ଏହି ଜଙ୍ଗଲ ମୋର ଘର ଆଜି ତୁମକୁ ଏକ ଏହି ଭଳି ଜାଗାକୁ ପଠାଇବି ଯାହା ଦ୍ଵାରାତୁମର ଚିନ୍ତା ଆଉ ରହିବ ନି ।

ସେ ଆଗକୁ ଯାଇକି ଦେଖିଲା ଅନେକ ଚନ୍ଦନ କାଠ ଅଡିଛି ସେ ତାଉ ନେଇକି ବିଇବା ପାଇଁ ଲାଗିଲା ପଇସା ଆସିଲା ଘରାଉ ମାତ୍ର ପିଲା ମାନଙ୍କ ସବୁ ଇଚ୍ଛା କୁ ପୂରଣ କର କରୁ ସବୁ କିଛି ତା ହାତରୁ ଚାଲି ଯାଇ ଥିଲା । ଏହା ପରେ ସେ ପୁଣି ମନ ଖରାପ କରିକି କାଠ କାଟିବା ପାଇଁ ଆସିଲା । କିଛି ଦିନ ଯିବା ପରେ ତାକୁ ସେହି ଶାଧୁ ଏ ଜାଗା ଦେଖାଇଲେ ଯେଉଁ ଜାଗାରେ ସେ କିଛି ଚାନ୍ଦି ର ମୁଦ୍ରା ପାଇଲା ।

ଯାହା ଦ୍ଵାରା ଏ ତାର ସବୁ କ୍କିହହୀ ପୂରଣ କରିବା ପାଇଁ ଚେଷ୍ଟା କଳା ଓ ପୂରଣ କଳା ମଧ୍ୟ । ଏହା ପରେ ସେହି ଦାନ ମଧ୍ୟ କିଛି ଦିନ ପରେ ଉନି ସେଶ ହୋଇଗଲା । ସେ ଏହା ପରେ ଆଉ ଠାରେ ଜଙ୍ଗଲ କୁ କାଠ କାଟିବା ପାଇଁ ଆସିଲା ଶାଧୁ ପୁଣି ଏକ ଖଜାନା ର ଜାଗା ଦେଖାଇଲେ ଏଥର ସେ ସୁନା ମୁଦ୍ରା ପାଇଲା ।

ମାତ୍ର ଏଥର ସେ ଯାହା ଭି ପାଇଲା ତାହା ପରେ ଆଉ ଜଙ୍ଗଲ କୁ ଆସିବାଣୀ ଭାବିଲା ପିଲାଙ୍କ ପାଇ ବ୍ୟବଶାୟ ଆରମ୍ଭ କରିଦେଲା ଓ ପରେ ନିଏ ଘରେ ରହିଲା ମାତ୍ର ଏହା ମଢ କିଛି ଦିନ ପରେ ସେଶ ହୋଇଗଲା କାରଣ ପିଲାମାନେ ପରିଶ୍ରମ କରିବା ଜାଣି ନଥିଲେ । ଏହା ପରେ ସେ ଲଜ୍ଜା ଅନୁଭବ କରିପୁଣି ଜଙ୍ଗଲ କୁ ଆସିଲା ଏଥର ଭି ଷଧୁ ତାକୁ ଏ ହୀରା ର ଜାଗା ଦେଖାଇଲେ ।

ମାତ୍ର ତା ମନରେ ଏହା ବାର ବାର ରସ୍ନ ଆସିଲା କି ପୁଣି ହୀରା ଚାଲିଗଲା ପରେ ମୁ କଣ କରିବି । ଏଝା ଭାବିକି ସେ କଣ କଳା ନା ଶାଧୁ ଙ୍କ ଆଖକୁ ଶିଧା ଯାଇକି କହିଲା କି ଆପଣ କିଭଳିଖୁଶିରେ ଅଛନ୍ତି କହିଲେ କାରଣ ଅପଞ୍ଜାନି ଥିବେ କି ମୁ ଯାହା ନେଲେ ମଧ୍ୟ ଖୁଶିରେ ନାଇ । ସେତେବେଳେ ସାଧୁ ଅହିଲେ ଦୁନିଆରେ ସମସ୍ଯା ମାନ ଅଛି ମାତ୍ର ଏହା ସହ କେଉଁ ଭଳି ଲଢିବା ଏହା ଆମ ଉପରେ ରହିଲା ଆମେ ଏହାକୁ ସାଧାନ କରିବା ଏହା ପାଇଁ ଦରକାର ଆତ୍ମାର ଜ୍ଞାନ ଯାହା ମନୀଷ ଶେଷରେ ନିଜ ପାଖରେ ଆଇ ଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button