IBN ଓଡ଼ିଶା ବ୍ୟୁରୋ

ରାତିରେ ଝାଡୁ ତଳେ ରଖି ଦିଅନ୍ତୁ ଏହି ଜିନିଷ, ଘରେ ହେବ ଧନର ବର୍ଷା-

ବନ୍ଧୁଗଣ ଆମେ ମାନେ ନିଜ ଘରେ ଝାଡୁ ରଖିଥାଉ । ଝାଡୁ ମାଧ୍ୟମରେ ଆମେମାନେ ନିଜ ଘରକୁ ସଫା ସୁତୁରା ରଖିଥାଉ । ଏହା ସହିତ ଝାଡୁର କୌଣସି ଏକ ଛୋଟ ଉପାୟ ଆପଣଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟକୁ ଦୂର କରିଥାଏ ।

ହିନ୍ଦୁଧର୍ମ ଅନୁସାରେ ଯେଉଁ ଘରର କୋଣ କୋଣ ସାଫା ରହିଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ରହିଥାଏ । ସେହି ଘରେ କେବଳ ସକାରାତ୍ମକ ଊର୍ଜାର ପ୍ରଭାବ ରହିଥାଏ ଓ ଘରେ କୌଣସି ବାସ୍ତୁଦୋଷ ରହିନଥାଏ ।

ବନ୍ଧୁଗଣ ଝାଡୁ ସହିତ ଜଡିତ କେତେକ ଉପାୟ ରହିଛି ଯାହାକୁ କରି ଆପଣ ନିଜ ଜୀବନରେ ସୁଖ ସମୃଦ୍ଧି ଆଣିପାରିବେ । ବନ୍ଧୁଗଣ ଝାଡୁ ସହ ଜଡିତ କିଛି ସହଜ ଉପାୟ ରହିଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ସବୁ ଉପାୟକୁ କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଯାହାଦ୍ୱାରା ଆପଣଙ୍କ ଉପରେ ଧନର ବର୍ଷା ହେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଉପାୟ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନା ଯାଇଥାଏ । ଯଦି ଆପଣ ଏକାଦଶୀ ତିଥି ଦିନ କୌଣସି ମନ୍ଦିରକୁ ଯାଇ ଝାଡୁ ଦାନ କରନ୍ତୁ । ହେଲେ ବନ୍ଧୁଗଣ ଆପଣଙ୍କୁ ଏହି ଉପାୟ ଗୁପ୍ତ ଭାବରେ କରିବାକୁ ହେବ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଏହା ସହିତ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଥାଏ ।

୨. ଯଦି ବନ୍ଧୁଗଣ ଆପଣଙ୍କ ଘରେ ଥିବା କୌଣସି ଝାଡୁ ବହୁତ ପୁରୁଣା ହୋଇଯାଇଛି କିମ୍ବା ସେହି ଝାଡୁ ବାରମ୍ବାର ଭାଙ୍ଗି ତଳେ ପଡୁଛି ତା ହେଲେ ଆପଣ ସେହି ଝାଡୁକୁ ଘରେ ରଖନ୍ତୁ ନାହିଁ । ଏହି ଝାଡୁ ଘରେ ରହିବା ଦ୍ଵାରା ଘରେ ବହୁତ ଅନିଷ୍ଟ ହୋଇଥାଏ । ଏହା ସହିତ ବନ୍ଧୁଗଣ ଆପଣ ଯେଉଁ ଝାଡୁ ଘରେ ବ୍ୟବହାର କରୁଛନ୍ତି ସେହି ଝାଡୁକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡି ଚାଲିଯିବେ ।

୩. ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ଏହା ମାନ୍ୟତା ରହିଛି ଯେ, ଗୁରୁବାର ଦିନ ଘରେ ଝାଡୁ ପୋଛା ଆଦି ଲଗାଇବା ଉଚିତ ନୁହେଁ । ଯଦି ଆପଣ ଏହି ଦିନରେ ଘରେ ଝାଡୁ ପୋଛା ଲଗାଇବେ ତା ହେଲେ ଆପଣଙ୍କ ଘରୁ ମା ଲକ୍ଷ୍ମୀ ଛାଡି ଚାଲିଯିବେ । ଯଦି ଅଧିକ ଜରୁରୀ ଅଛି ତା ହେଲେ ଆପଣ ପାଣିରେ ଅଳ୍ପ ହଳଦୀ ମିଶାଇ ପୋଛା ଲଗାଇ ପାରିବେ ।

୪. ବନ୍ଧୁଗଣ ଆପଣ ଶୋଇବା ପୂର୍ବରୁ ଝାଡୁ ତଳେ ଦୁଇ ରୁ ଚାରୋଟି ଗୋଟା ଜୀରା ଝାଡୁ ତଳେ ରଖିଦିଅନ୍ତୁ । ଆପଣଙ୍କୁ ଏହି ଉପାୟ ରାତିରେ କରିବାକୁ ହେବ । ଏହାପରେ ଆପଣ ସଖାଳ ସମୟରେ ଉଠିବା ପରେ ଘରେ ଝାଡୁ ମାରିବା ସମୟରେ ସେହି ଜୀରାକୁ ମଧ୍ୟ ଝାଡୁ ଦ୍ଵାରା ସଫା କରିଦିଅନ୍ତୁ । ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହେବା ସହିତ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ରହିବ ଯାହାଫଳରେ ଆପଣଙ୍କ ଉପରେ ଧନର ବର୍ଷା ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button