IBN ଓଡ଼ିଶା ବ୍ୟୁରୋ

Fenugreek Benefits: ସକାଳେ ମେଥି ପାଣି ପିଇଲେ ମୂଳରୁ ଶେଷ ହୋଇଯିବ ଏହି 10 ଟି ରୋଗ

ଆପଣ ଜାଣିଥିବେ କି ମସଲା ଆମକୁ କେବଳ ସ୍ୱାଦ ଦେଇ ନଥାଏ ଏହା ଆମକୁ କିଛି ମାତ୍ରାରେ ଶକ୍ତି ମଧ୍ୟ ଯୋଗାଇ ଦେଇ ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତା ଆମେ ଜାଣି ପରିବା କି ଇଛୋ ଲୋକମାନେ ଅଛନ୍ତି ଯେଉଁ ମାନେ ଏହାକୁ ଔଷଧ ଭାବେ ବ୍ୟବହାର କରିଥାନରି । ଆଜି ଆମେ କହିବା କି ମେଥି କୁ ଆମେ କିଭଳି ଭାବେ ମସଲା ଭାବେ ବ୍ୟବହାର କରୁଥିବା ଜିନିଷକୁ ନେଇକି ଔଷସହ ଭାବେ ବ୍ୟବହାର କରିବା । କିଛି ଲୋକମାନେ କୁହନ୍ଟି କି ମେଥି ପାଣିରେ ବହୁତ ଶକ୍ତି ଥାଏ ।

ଏହାକୁ ଆପଣ ରାତିରେ ଭିକେଇ କି ରଖିବା ପରେ ସକାଳ ହେଲ ଏହାକୁ ଆପଣ ଖାଇ ପାରିବେ କିମ୍ବା ଏହାକୁ ଆପଣ ଛାଣିକି ପି ପାରିବେ । ଏହା ଦ୍ବାରା ଓଜନ ମଧ୍ୟ କମିଥାଏ । ମେଥି ପାଣିକୁ ଆପଣ ପିବା ଦ୍ୱାରା ଆପଣ ଙ୍କୁ ଭୋକ ହୋଇ ନଥାଏ ଯାହା ଦ୍ୱାରା ଆପଣଙ୍କ ପେଟର ଓ ଶରୀର ଅନ୍ୟ ଜାଗାରୁ ଚର୍ବି କଁ ହୋଇ ଯାଇ ଥାଏ ବହୁତ କମ ସମୟରେ ।

ଆପଣ ଯଦି ଖାଦ୍ୟରେ ମେଥି ଦାନା ର ସେବନ କରିବେ ତେବେ ଏହା ମଧ୍ୟ ଭଲ ପରିଣାମ ଦେବ ଆପଣଙ୍କୁ । ଆପଣ ଯଦି ନିନା ଓଜନ କୁ କମେଇକି କଣ୍ଟ୍ରୋଲ ରେ ଆଣିବା ପାଇଁ ଚାହୁଁଚନ୍ତି ତେବେ ନିଶ୍ଚିତ ଭାବେ ଏହାକୁ ଆପଣ ସେବନ କରିବା ଭଲ ହୋଇଥାଏ । ଏହାକୁ ପିବା ପରେ ଆପଣଙ୍କ ଗଣ୍ଠିଆ ରୋଗ ମଧ୍ୟ ଭଲ ହୋଇଯାଇଥାଏ ।

କିଛି ରୋଗର ଲୋକମାନେ ଔଷଧ ଖାଇବା ପରେ ମଧ୍ୟ ଭଲ ପରିଣାମ ପାଇ ନଥିଲେ ଯଦି ଆପଣ ଏହାକୁ ସେବନ କରିକି ଦେଖନ୍ତୁ । ସାମାନହ ପିତା ଲାଗିପାରେ ଆପଣଙ୍କୁ । ମାତ୍ର ଆଆଁ ଏହାକୁ ପିବା ନିହାତି ଭାବେ ଦରକାରୀ । ଏହା ଆମ ଶରୀର ରୁ ଖରାପ କୋଲେଷ୍ଟର କୁ ବାହାର କର ଦେଇ ଥାଏ ଓଭଲ କୋଲେଷ୍ଟର କୁ ବଢ଼ାଇ ଦିଏ ।

ଯଦି ଦେଖିବା ପାଇଁ ଯିବା ତ ତାହା ପାଇଁ ହୃଦ ଘାଟ ଓ ଉଚ୍ଚ ରକ୍ତ ଚାପି ଭଳି ବେମାରି ମଧ୍ୟ ଭଲ ହୋଇ ଯାଇଥାଏ । ଏହା ଆମ ଶରୀର ରୁ ସବୁ କ୍ଷତି କାରକ ବସ୍ତୁକୁ ବାହାର କରି ଦିଏ ଯାହା ପାଇଁ ଆମ ର କିଡନୀ ଖୁବ ଭଲ ରହିଥାଏ ।

ଗବେଷଣା କେନ୍ଦ୍ର ରୁ ମିଳିଥିବା ସୂଚନା ଅନୁସାରେ ଯଦି ଦେଖିବା ପାଇଁ ଯିବା ତା ଆମେ ଜାଣି ପରିବା କି କିଛି ଲୋକମାନେ ଏବେ ଏହାକୁ ଆୟୁରବେଦୀକ ରେ ମଧ୍ୟ ବ୍ୟବହାର କରୁଛନ୍ତି । ଆପଣ ଜାଣିଥିବେ କି ଏହା ମଧ୍ୟ ଦରକାର କି ଆମେ ନିନକୁ ସୁସ୍ଥ ରଖିବା ସହ ମଜୁବୁତ ରଖିବା । ଏହା ଆମ ହାଡକୁ ସମିତି ପ୍ରଦାନ କରୀଥାଏ । ଏହାକୁ ଆପଣ ଚା ଭଳି ମଧ୍ୟ ଆରମରେ ପି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button