IBN ଓଡ଼ିଶା ବ୍ୟୁରୋ

ମଙ୍ଗଳବାର ରାତିରେ ଚୁପଚାପ ଏଠାରେ ରଖିଦିଅନ୍ତୁ ୧୧ ଟଙ୍କା, ଯମିକରି ହେବ ଧନର ବର୍ଷା

ଏହି ଦୁନିଆରେ ଯିଏ ଭଲ ଜୀବନ ବଞ୍ଚିବା ପାଇଁ ଚାହାଁନ୍ତି ସେହି ବ୍ୟକ୍ତି ସବୁ ପ୍ରକାର ଚେଷ୍ଟା କରନ୍ତି, ଅଧିକରୁ ଅଧିକ ଟଙ୍କା କମେଇ ପାରିବେ ସେଥି ପାଇଁ ଦିନ ରାତି ପରିଶ୍ରମ କରିଥାଏ । କିନ୍ତୁ ସେତିକି ଟଙ୍କା ରୋଜଗାର କରିପାରେନି ଯାହା ଦ୍ଵାରା ସେ ଗୋଟେ ଭଲ ଜୀବନ ର ଆନନ୍ଦ ପାଇପାରିବ । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଟଙ୍କା କମେଇବା ପାଇଁ ସାରା ଦିନ ମଣିଷ ଘରୁ ବାହାରେ ଖରାରେ ପରିଶ୍ରମ କରିଥାଏ । ଆଉ କେହି ନିଜ ବ୍ୟବସାୟରେ ଜୀବନ ଦେଇ କାମ କରେ କାରଣ ସେ ଅଧିକରୁ ଅଧିକ ଟଙ୍କା କମାଇବାକୁ ଚାହେଁ ।

ହେଲେ କହିବାକୁ ଚାହୁଁଛୁ କେତେ ଥର ମଣିଷକୁ ଅସଫଳ ହେବାକୁ ପଡିଥାଏ, କିଛି ବ୍ୟକ୍ତି ବି ଟଙ୍କା କମେଇବା ପାଇଁ ଖରାପ ରାସ୍ତା ମଧ୍ୟ ବାଛି ନେବାକୁ ପଛାନ୍ତି ନାହିଁ ।  ବହୁତ ଶୀଘ୍ର ଅମିର ହେବାର ଚେଷ୍ଟାରେ ସେ  କିଛି ଲୋକ ଖରାପ କାମ  ଯେମିତି ଚୋରୀ, ଲୁଟ ଆଦି ମଧ୍ୟ କରନ୍ତି । ହେଲେ ଆମେ ଆଜି ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣ କୌଣସି ଖରାପ ରାସ୍ତା ଆପଣେଇବେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି କହିବୁ ଯାହା ଆପଣେଇକି ଆପଣ ବି ଧନବାନ ହେବେ ।w

ଯେମିତିକି ଆମେ ସମସ୍ତେ ଜାଣିଛେ କି ମାଘ ମାସ ଚାଲିଛି ଏବଂ ଆସ୍ଥା ର ମହାପର୍ବ ଆଜିଠାରୁ ଆରମ୍ଭ ହୋଇଛି ଆପଣଙ୍କୁ କହି ରଖୁଛୁ କି ଏହି ଦିନ କଣ କଲେ ଆପଣ ବହୁତ ଲାଭକାରୀ ହୋଇପାରିବେ । ଏଥି ପାଇଁ ଆପଣଙ୍କୁ ପ୍ରଥମେ ଏକ ୧୦ ଟଙ୍କିଆ ମୁଦ୍ରା ଏବଂ ତା ସହ ଟଙ୍କିକିଆ ମୁଦ୍ରା ଆବଶ୍ୟକ ହେବ । ମନେ ରହେ ଆପଣଙ୍କୁ ନୋଟ ନୁହେଁ କଏନ ହିଁ ନବାକୁ ହବ । ଏହାପରେ ଆପଣଙ୍କ ଘରେ ଲକ୍ଷ୍ମୀ ମନ୍ଦିର ରେ ଯାଇକି ଲକ୍ଷ୍ମୀଙ୍କ ସାମ୍ନାରେ ଲଗେଇବାକୁ ହେବ ଏବଂ ଏହି ୧୧ ଟଙ୍କା କୁ ଲକ୍ଷ୍ମୀଙ୍କ ଆଗରେ ରଖିଦିଅ ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button