IBN ଓଡ଼ିଶା ବ୍ୟୁରୋ

ମାସରେ କେବଳ ଥରେ ଲଗାନ୍ତୁ, ସାରା ଜୀବନ କେଶ ଧଳା ହେବନି

କେଶ ଆମ ସୁନ୍ଦରତାର ଏକ ଉପାୟ । ଆପଣ ଏହା ପାଇଁ କଣ କରିବେ । କିଭଳି ଆପଣ ନିଜ କେଶକୁ ସୁନ୍ଦର ଓ କେଶକୁ ଧଳା କରି ପାରିବେ ଏହା ଆମେ ଜାଣିବା ଦରକାର । ଆପଣ ଯଦି ନିଜ କେଶକୁ କଳା କରିଆ ପାଇଁ ଚାହୁଁ ଛନ୍ତି ଆପଣ ଆମେ କହିବା ପାଇଁ ଯାଉଥିବା ଉପାୟକୁ କରନ୍ତୁ ।  ଦେଖିବେ ଆପଣଙ୍କ କେଶ ସବୁ ଦିନ ପାଇଁ କିଭଳି କଳା ରହିବ । ଆଜି କାଳିର ଯୁବ ପିଢୀ ମାନେ ନିଜକୁ ସୁନ୍ଦର ଦେଖାଇବା ପାଇଁ ବହୁତ ପ୍ରକାର ଚେଷ୍ଟା କରୁଛନ୍ତି ।

ମୁଣ୍ଡରେ ଅନେକ ପ୍ରକାର ସାମ୍ପୁ ଓ ଅନେକ ପ୍ରକାର କେମିକାଳ କୁ ବ୍ୟବହାର କରୁଛନ୍ତି । ଆପଣ ଏହା ମଧ୍ୟ ଜାଣିବା ଦରକାର କି ଆପଣ ଯଦି ଏହି ଭଳି ଡାଏ କୁ ବ୍ୟବହାର କରିବେ ତ ଆପଣଙ୍କ କେଶ ସମୟ ଆଗରୁ ଧଳା ହୋଇଯିବ ।

ଏବେ ତ ପିଲା ଙ୍କ କେଶ ମାନ ମଧ୍ୟ କଳାରୂ ଧଳା ହେବାରେ ଲାଗିଲାଣି । ଏହାକାଉ ଆମେ ସଠିକ ପୋଷଣର ଅଭବା କହି ପାରିବା ଏହା ସହ ଆମେ ଏହା ଅମଧ୍ୟ କହି ପାରିବା କି ଏହା ଆମ ପାଇଁ ଏକ ବେମାରି ଭଳି ତେବେ ଏହାକୁ କିଭଳି ଭାବେ ଆମେ ଘରୋଇ ଉପଚାର ଦ୍ଵାରା ଠିକ କରିବା ।

ତାହା ଆମେ ଜାଣିବା ନିହାତି ଭାବେ ଦରକାର । ସବୁ ଙ୍କୁ ଜଣା ଥିବ କି ଭୂଷଙ୍ଗ ପତ୍ରକୁ ଆପଣ ଖାଇବା ପାଇଁ ବ୍ୟବହାର କରନ୍ତି ଏହାକୁ ଆପଣ ଯଦି କେଶ ପାଇଁ ବ୍ୟବହାର କରିବା ପାଇଁ ଚାହୁଁ ଛନ୍ତି ତେବେ ଏହା ଦ୍ଵାରା କେଶହ କଳା ହେବା ନିହାତି ଭାବେ ଦରକାର ଅଟେ ।

ତେବେ ଏହି ଉପାୟ କୁ କରିକି ଦେଖନ୍ତୁ ଆପଣ କିଛି ଭୂଷଙ୍ଗ ପତ୍ର ଆଣିକି ଏହାକୁ ଧୋଇକି ଏହାକୁ ସୁଖେଇ ଦିଅନ୍ତୁ ଓ ଏହା ପରେ ଆପଣ ଏକ ପ୍ୟାନ ରେ କିଛି ନଡିଆ ତେଲ କୁ ନିଅନ୍ତୁ ।  ଆପଣ ଏହାକୁ ଗରମ କରିବା ପାଇଁ ଛାଡି ଦିଅନ୍ତୁ ।

ଏହାକୁ ହାଲୁକା ଗରମ ହେବା ପାଇଁ ଆମେ ଛାଡି ଦେବା । ଦେଖିବେ ଏହା ଟିକେ ଟିକେ ବବୁଲ ଆସିବା ଆରମ୍ଭ କରିଲେ ଏହା ମଧ୍ୟରେ ଭୂଷଙ୍ଗ ପାତ୍ର କୁ ପକାଇଆ ଦିଅନ୍ତୁ । ଆପଣ ଏହାକୁ ସ୍ଲିମ କରିକି ରଖିବେ । ଏହା ପରେ ଆପଣ ଏହାକୁ  10 ରୁ 15 ମିନିଟ ଯାଏ ଏହାକୁ ଫୁଟାଇ ନିଅନ୍ତୁ ।

ଆପଣ ଏହା ପରେ ଏହାକୁ ଥଣ୍ଡା କରିବା ପାଇଁ ଛାଡି ଦେବେ । ଏହା ଅପରେ ଆପଣ ଏହାକୁ ଛାଣିକି ଅଲଗା କରି ନିଅନ୍ତୁ ଓ ଏହା ପରେ ଆପଣ ଏହାର ଏକ ପେଷ୍ଟ ବନେଇକି ଏହାକୁ ମୁଣ୍ଡରେ ଲଗାନ୍ତୁ ଏହା ପରେ ଆପଣ ନିଜେ ଫରକ ଜାଣି ପାରିବେ କିଛି ଦିନ ମଧ୍ୟରେ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button