IBN ଓଡ଼ିଶା ବ୍ୟୁରୋ

ସପ୍ତାହକୁ ମାତ୍ର 2 ଥର ପିଅନ୍ତୁ, Thyroid କୁ ମୂଳରୁ ହିଁ କରିଦେବ ଶେଷ

ବନ୍ଧୁଗଣ ଯଦି ଆପଣ ଥାଇରଏଡ କୁ ଶୀଘ୍ର କଣ୍ଟ୍ରୋଲ କରିବା ପାଇଁ ଏଵଂ ଏହାକୁ ମୂଳରୁ ଶେଷ କରିବା ପାଇଁ ଚାହୁଁଛନ୍ତି ତେବେ ଆଜିଠାରୁ ଏହି ଘରୋଇ ଉପଚାର ସେବନ କରିବା ଆରମ୍ଭ କରିଦିଅନ୍ତୁ । ଏହା ଥାଇରଏଡ଼ କୁ ଶେଷ କରିବା ପାଇଁ ବହୁତ ଭଲ ଏବଂ ଚମତ୍କାରି ଉପାୟ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଏବଂ ଏହାକୁ ସେବନ କରିବାର ବିଧି ବିଷୟରେ ।

ବନ୍ଧୁଗଣ ଆଜିର ଏହି ରେମିଡି ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଯେଉଁ ସାମଗ୍ରୀ ର ଆବଶ୍ୟକ ରହିଛି ତାହା ଅଟେ ଧଣିଆ ପତ୍ର । ଯେଉଁ ମାନଙ୍କ ଥାଇରଏଡ଼ ନିୟନ୍ତ୍ରଣ ନାହିଁ ସେମାନଙ୍କ ପାଇଁ ଏହି ଧଣିଆ ପତ୍ର ବହୁତ ଲାଭଦାୟକ ହୋଇଥାଏ । ପ୍ରଥମେ ଆପଣ ଅଳ୍ପ ଧନିଆ ପତ୍ର ନିଅନ୍ତୁ ଏବଂ ତାହାକୁ ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ ।

ବର୍ତ୍ତମାନ ଗୋଟେ ଗ୍ରାଇଣ୍ଡିଂ ଜାର ରେ ଧୋଇକି ରଖିଥିବା ଧନିଆ ପତ୍ର ପକାନ୍ତୁ । ଏଥିରେ ଆପଣ ସନ୍ଧବ୍ୟ ଲୁଣ ପକାନ୍ତୁ । ଥାଇରଏଡ଼ ରୋଗୀଙ୍କ ପାଇଁ ସନ୍ଧବ୍ୟ ଲୁଣ ବହୁତ ଉପକାରୀ ହୋଇଥାଏ । ଏଥିରେ ସୋଡ଼ିଅମ କ୍ଲୋରାଇଡ ଭଲ ଭାବରେ ମିଳିଥାଏ । ବର୍ତ୍ତମାନ ଏଥିରେ ଦୁଇ ରୁ ତିନୋଟି ଗୋଲା ମରିଚ ମିଶାନ୍ତୁ ।

ବର୍ତ୍ତମାନ ଏଥିରେ ଅଧ କପ ପାଣି ମିଶାଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ କରିଦିଅନ୍ତୁ । ଏବଂ ଏହାର ଗୋଟେ ଜ୍ୟୁସ ବନେଇ ନିଅନ୍ତୁ । ବର୍ତ୍ତମାନ ଏହାକୁ ଗୋଟେ ଗ୍ଲାସ୍ କୁ ଛାଣି ନିଅନ୍ତୁ । ଛାଣିବା ପରେ ଆପଣ ଏଥିରେ ଅଧା ଫାଳ ଲେମ୍ବୁ ମିଶାନ୍ତୁ । ଏହା ବର୍ତ୍ତମାନ ପ୍ରସ୍ତୁତ । ଏହି ଉପଚାର ଟିକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ ।

ସପ୍ତାହରେ ମାତ୍ର ୨ ରୁ ୩ ଥର ଏହାର ସେବନ କରନ୍ତୁ । ଦେଖିବେ ଆପଣଙ୍କ ଥାଇରଏଡ଼ କଣ୍ଟ୍ରୋଲ ହେବା ସହିତ ସବୁଦିନ ପାଇଁ ଗାୟବ ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button