IBN ଓଡ଼ିଶା ବ୍ୟୁରୋ

୫ ବର୍ଷର ଝିଅ ଗର୍ଭଧାରଣ କରି ଜନ୍ମ ଦେଲା ଏକ ପୁତ୍ର ସନ୍ତାନ- କଣ ଏହାର ରହସ୍ୟ ??

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ ।  ଆଜି ଆମେ ଆପଣଙ୍କୁ କହିବୁ ଏକ ପାଞ୍ଚ ବର୍ଷର ଝିଅ ଗ୍ରଭବତୀ ହୋଇ ଏକ ଶିଶୁକୁ ଜନ୍ମ ଦେବାର ଘଟଣା ବିଷୟରେ । ବନ୍ଧୁଗଣ ଆଜିର ସମୟରେ ବିଜ୍ଞାନ ଯେତେ ଆଗକୁ ଯାଇଥିଲେ ମଧ୍ୟ କିଛି ଘଟଣା ଏମିତି ଅଛି ଯାହା ବିଷୟରେ ବୈଜ୍ଞାନିକ ମାନେ ମଧ୍ୟ କିଛି ଯାଇପାରୁ ନାହାନ୍ତି । ଏପରି ଏକ ଘଟଣା ଆଜି ବି  ରହସ୍ୟ ଆହୋଇ ରହିଛି  ।  କେବେ କଣ ଗୋଟେ ୫ ବର୍ଷର ଶିଶୁ କନ୍ୟା କଣ ଗର୍ଭଧରଣ କରି ପାରିବ? ଏବଂ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇ ପାରିବ ? ଆପଣ ହୁଏ ତ ଏହାକୁ ବିଶ୍ଵାସ କରିପାରୁ ନଥିବେ କିନ୍ତୁ ଏହା ସତ୍ୟ ଅଟେ ଏବଂ ଏହି ଘଟନା ବର୍ତ୍ତମାନ ପର୍ଯ୍ୟନ୍ତ ବି ଏକ ରହସ୍ୟ ଅଟେ ।ପ୍ରଥମେ ସେହି ଝିଅର ବାପା ବା ଭାଇ ଉପରେ ଏହି ଡୋସା ଲଗାଯାଇଥିଲା କି ସେମାନଙ୍କର ଭୁଲ ପାଇଁ ଏମିତି ହୋଇଥିବ କିନ୍ତୁ ତଥାପି ଆଜି ପର୍ଯ୍ଯନ୍ତ ସେହି ଘଟଣାର ରାହାସ ସାମ୍ନାକୁ ଆସି ନାହିଁ । କିଛି ବର୍ଷ ପୂର୍ବରୁ ଏକ ଖବର ଆସିଥିଲା କି ବ୍ରିଟେନ ର ଏକ ବାର ବର୍ଷର ଝିଅ ଗର୍ଭବତୀ ହୋଇଯାଇଥିଲା । ତାକୁ ସବୁଠାରୁ କମ ବଯସର ମା’ ରୂପେ ସମ୍ମାନ ମଧ୍ୟ ମିଳିଥିଲା । କିନ୍ତୁ ଏଥିରେ ଅଧିକା ଆଶ୍ଚର୍ଯ୍ୟ ହେଲା ଭଳି କିଛି ନଥିଲା କାହିଁକି ନା ଏକ ୧୨ ବର୍ଷର ଝିଅ ମା’ ହୋଇପାରିବ ।

 

ଏହା ପରେ ପୁଣି ଏକ ଘଟଣା ସାମ୍ନାକୁ ଆସିଥିଲା ଯାହା ଲୋକଙ୍କୁ ଚକିତ କରିଦେଇଥିଲା । ଘଟଣାଟି ଥିଲା କି ଗୋଟେ ୫ ବର୍ଷ ୭ମାସ ର ଝିଅ ଗର୍ଭବତୀ ହୋଇଥିଲା । ଏବଂ ମେଡିକାଲ ଇତିହାସରେ ତାହା ଆଜି ମଧ୍ୟ ରହସ୍ୟ ହୋଇ ରହିଛି । ସେହି ଛୋଟ ଝିଅର ନାଁ ହେଉଛି ଲୀନା ମେଦିନା । ଯେବେ ସେ ୫ ବର୍ଷର ହେଲା ତା ପେଟର ଆକାର ବଢିବାକୁ ଲାଗିଲା । ଏହା ଦେଖି ତାର ବାପା ମା ଚିନ୍ତାରେ ପଡି ତାକୁ ଡାକ୍ତର ପାଖକୁ ନେଇଯାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button