IBN ଓଡ଼ିଶା ବ୍ୟୁରୋ

IAS ଇଣ୍ଟରଭିୟୁରେ ପଚରା ଯାଉଥିବା କିଛି ପ୍ରଶ୍ନ:- ଚା’ କୁ ଶୁଦ୍ଧ ଓଡିଆରେ କଣ କୁହନ୍ତି, 99% ଲୋକ ଜାଣି ନାହାନ୍ତି ଏହାର ଉତ୍ତର- Gk Questions & Answers

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେତେବେଳେ ଆପଣ କିଛି ସିଭିଲ ସର୍ଭିସରେ ଭର୍ତ୍ତି ହେବାକୁ ଚାହାଁନ୍ତି ସେତେବେଳ ସେହି ସବୁ ପରୀକ୍ଷା ରେ ପ୍ରଥମେ ଲିଖିତ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାପରେ ସେଥିରେ ଭର୍ତ୍ତି ହେବା ପୂର୍ବରୁ ମୌଖିକ ପରୀକ୍ଷା କରା ଯାଇଥାଏ । ଏହି ମୌଖିକ ପରୀକ୍ଷା ରୁ ଜଣେ ଛାତ୍ର ବା ଛାତ୍ରୀ ର ବୌଦ୍ଧିକ ପରୀକ୍ଷା ର ପରିମାପ କରା ଯାଇଥାଏ । ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ ।

ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ସେହିପରି କିଛି ପ୍ରଶ୍ନ ଏବଂ ତାହାର ଉତ୍ତର ନେଇ ଆସିଛୁ । ପ୍ରଥମେ ଆପଣ ଏହି ପ୍ରଶ୍ନ ଗୁଡିକର ଉତ୍ତର ନିଜେ ଦେବାକୁ ଚେଷ୍ଟା କରନ୍ତୁ । ଏବଂ ଏହାକୁ ନିଜ ବନ୍ଧୁ ଓ ପରିବାର ଙ୍କ ସହ ଆଲୋଚନା ମଧ୍ୟ କରନ୍ତୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ:- ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?

ଉତ୍ତର:- ୬୫ ବର୍ଷ

ପ୍ରଶ୍ନ:- ସ୍ଵାଧୀନତା ପୂର୍ବରୁ ଓଡିଶାର ଶେଷ ମୁଖ୍ୟମନ୍ତ୍ରୀ କିଏ ଥିଲେ ?

ଉତ୍ତର:- ହରେକୃଷ୍ଣ ମହତାବ

ପ୍ରଶ୍ନ:- ମଣିଷ ମୁଣ୍ଡରେ ହାରାହାରି କେତେ କେଶ ଥାଏ ?

ଉତ୍ତର:- ଦୁଇ ଲକ୍ଷ ରୁ ଦେଢ଼ ଲକ୍ଷ

ପ୍ରଶ୍ନ:- ଏମିତି ଏକ ଜୀବ ଅଛି ଯାହାର ହୃଦୟ ୧ ମିନିଟ ରେ ୯ ଥର ଦୁକ ଦୁକ ହୋଇଥାଏ ?

ଉତ୍ତର:- ବ୍ଲୁହୁଏଲ ମାଛ

ପ୍ରଶ୍ନ:- ଇତିହାସରେ ସବୁଠୁ ଅଧିକା କେଉଁ ଜୀବର କାମୁଡିବା ଦ୍ଵାରା ମନୁଷ୍ୟଙ୍କ ଅଧିକ ମୃତ୍ୟୁ ହୋଇଥାଛି ?

ଉତ୍ତର:- ମଶା

ପ୍ରଶ୍ନ:- କେଉଁ ଦେଶରେ ସବୁଠୁ ଅଧିକ ଭାଲେଣ୍ଟାଇନ ଡେ ପାଳନ କରାଯାଏ ?

ଉତ୍ତର:- ଆମେରିକା

ପ୍ରଶ୍ନ:- କେଉଁ ଦେଶ ଅଛି ଯାହା କି ଭାଲାଣ୍ଟାଇନ ଡେକେବଳ ପୁରୁଷମାନେ ହିଁ ପାଳନ କରିଥାନ୍ତି ?

ଉତ୍ତର:- ଜାପାନ

ପ୍ରଶ୍ନ:- କେଉଁ ଜିନିଷଟି ଅନ୍ଧାର ହେବା ମାତ୍ରେ ହିଁ ମନୁଷ୍ୟର ବଡ ହୋଇଯାଏ ?

ଉତ୍ତର:- ଆଖି

ପ୍ରଶ୍ନ:- ପନିପରିବା ମଧ୍ୟରେ ରାଣୀ ବୋଲି ଆମେ କାହାକୁ କହିଥାଊ ?

ଉତ୍ତର:- ଲଙ୍କା

ପ୍ରଶ୍ନ:- ଏମିତି କେଉଁ ଦେଶ ଅଛି ଯେଉଁଠାରେ ଆଳୁ ଚାଷ କରାଯାଏ ନାହିଁ ?

ଉତ୍ତର:- ଋଷ

ପ୍ରଶ୍ନ:- ଚା’ କୁ ଶୁଦ୍ଧ ଓଡିଆରେ କଣ କୁହନ୍ତି ?

ଉତ୍ତର:- କ୍ଷୀର ଓ ଜଳ ମିଶ୍ରିତ ଚିନି ଯୁକ୍ତ ପାହାଡି ବୁଟି ବୋଲି କୁହାଯାଇଥାଏ। ଏହାକୁ ଚାହା ମଧ୍ୟ କୁହାଯାଏ।

ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହାର ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button