ରାଜ୍ୟ
ସ୍ଵାସ୍ଥ୍ୟ କେନ୍ଦ୍ରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ – Ibnodisha

[ad_1]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଷ୍ଟୋର ରୁମରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଷ୍ଟୋର ରୁମଟି ବନ୍ଦ ଥିବାବେଳେ ଭିତର ପଟୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ପରେ ନିଆଁର ପ୍ରକୋପ ବଢ଼ି ଡାକ୍ତଖାନାର ଅନ୍ୟ କୋଠରୀକୁ ବ୍ୟାପିଯାଇଥିଲା । ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଅକ୍ସିଜେନ ସିଲିଣ୍ଡର, ବହୁମୁଲ୍ୟ ଔଷଧ ଆଦି ଜଳିଯାଇଥିଲା ।
[ad_2]




