IBN ଓଡ଼ିଶା ବ୍ୟୁରୋ

ଏହି ୫ ରାଶି ଦୁନିଆରେ ହୁଅନ୍ତି ଶୀଘ୍ର କୋଟିପତି, କେବେ ରୁହେ ନାହିଁ ଟଙ୍କାର ଅଭାବ

ଭାଗ୍ୟ ଭବିଷ୍ୟ ଓ କର୍ମଫଳ ମନୁଷ୍ୟ ଜୀବନ ଉପରେ ଆଧାରିତ । ମନୁଷ୍ୟ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ କର୍ମଫଳ ଦ୍ଵାରା ପରିଚାଳିତ ହୋଇଥାଏ । ଏହି ସଂସାରରେ ବାର ଗୋଟି ରାଶି ଉପରେ ମଣିଷର ଭାଗ୍ୟ ଭବିଷ୍ୟ ନିର୍ଦ୍ଧାରିତ । ନିଜର ପୂର୍ବଜନ୍ମର କର୍ମଫଳ ଦ୍ଵାରା ମନୁଷ୍ୟ ନିଜ ଜୀବନକୁ ଭୋଗ କରିଥାଏ । ପୂର୍ବଜନ୍ମ କର୍ମଫଳ ଦ୍ଵାରା ମନୁଷ୍ୟ ଏହି ଜନ୍ମରେ ସୁଖ ତଥା ଦୁଃଖ ଭୋଗ କରିଥାଏ । ମନୁଷ୍ୟ ଜୀବନ ଚକ୍ରରେ ଅନେକ ବିଡମ୍ବନା ମଧ୍ୟ ଦେଖିବାକୁ ମିଳିଥାଏ । ଏହିସବୁ ବାଧା ବିଘ୍ନ ବିଡମ୍ବନାରୁ ନିସ୍ତାର ପାଇବା ପାଇଁ ମଣିଷ ଅନେକ ପୂଜା ଅର୍ଚ୍ଚନା କରିଥାଏ ।

ଏଥି ସହ ଜ୍ୟୋତିଷ ଆଦିର ସହାୟତା ମଧ୍ୟ ଲୋଡ଼ିଥାନ୍ତି । ହିନ୍ଦୁ ଶାସ୍ତ୍ର ପରମ୍ପରାରେ ଜ୍ୟୋତିଷ ଶାସ୍ତ୍ର ର ଅନେକ ପ୍ରାଧାନ୍ୟ ମାନ୍ୟତା ରହିଥାଏ । ଗ୍ରହମାନଙ୍କ ଚଳନ ବିଧିକୁ ଲକ୍ଷ୍ୟ କରି ରାଶି ମାନଙ୍କୁ ସ୍ଥିତିକୁ ଲକ୍ଷ୍ୟ କରାଯାଇଥାଏ ।

ତେବେ 2023ରୁ 2040 ମସିହା ରେ ଶନି ଗ୍ରହଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି ।ଏଥିପାଇଁ କିଛି ରାଶି ମାନଙ୍କ ଉପରେ ଶନି ଦେବଙ୍କ କୃପା ପଡ଼ିବାକୁ ଯାଉଛି ଏବଂ ଏହି ରାଶି ମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି । ତେବେ ଦୀର୍ଘ 29 ବର୍ଷ ପରେ ଭଗବାନ ଶନିଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।

 

କର୍କଟ ରାଶି – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଯେଉଁ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି ତାହା ପୂର୍ଣ୍ଣ ହେବ। ଚାକିରୀ ଆଶାୟୀଙ୍କୁ ଚାକିରି ମିଳିବ । ଏହାଛଡା ଶନି ଦେବଙ୍କ କୃପାରୁ ବେପାର ବାଣିଜ୍ୟରେ ଅଧିକ ଲାଭବାନ ହେବେ । ଯଦି କୌଣସି ନୂତନ ବା ଶୁଭ କାର୍ଯ୍ୟରେ ହାତ ବଢାନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ ।

ବିଛା ରାଶି:-ତେବେ ବର୍ଷ 2023 ରୁ 2040 ମଧ୍ୟରେ ଏମାନଙ୍କ ଭାଗ୍ୟ ଚମକି ଉଠିବ । ଭଗବାନ୍ ଶନି ଦେବଙ୍କ ଦୟାରୁ ଏମାନଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏମାନଙ୍କୁ ଧନର ଅଭାବ ଦେଖା ଦେବ ନାହିଁ । ଏହି ରାଶିର ବ୍ୟକ୍ତି ମାନେ ସବୁ କାର୍ଯ୍ୟ ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ଏବଂ ସବୁ ସ୍ଥାନରେ ସମ୍ମାନିତ ହେବେ ।

ଧନୁ ରାଶି – ଏହି ରାଶି ବ୍ୟକ୍ତି ବିଶେଷ ପ୍ରଶାସନିକ ବିଭାଗରୁ ଅଧିକ ଲାଭବାନ ହେବେ । ବିବାହ ବନ୍ଧନରେ ବାନ୍ଧି ହେବେ । ଏହାଛଡା ଆପଣ ଆପଣଙ୍କ ଜୀବନ ସାଥୀକୁ ପାଇ ପାରିବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଦାୟକ ଅଟେ । ଯାହାଦ୍ଵାରା ସମାଜରେ ଆପଣ ପ୍ରତିଷ୍ଠିତ ହୋଇ ପାରିବେ।

ମେଷ ରାଶି – ଏହି ରାଶି ବ୍ୟକ୍ତି ବିଶେଷ ଧୀର ସ୍ୱଭାବର ହୋଇଥାନ୍ତି । ଶନି ଦେବଙ୍କ କୃପାରୁ ଆପଣ ଯଦି କୌଣସି ନୂତନ କାର୍ଯ୍ୟରେ ହାତ ଲଗାଉଛନ୍ତି ତେବେ ତାହା ନିଶ୍ଚିତ ସୁଫଳପ୍ରଦ ହେବ । ଏହା ଛଡ଼ା ଆପଣଙ୍କ ଜୀବନରେ ସଦା ସର୍ବଦା ଖୁସି ଲାଗି ରହିବ । ପୁରୁଣା ସ୍ମୃତି କୁ ନେଇ ବେଶ୍ ଆନନ୍ଦିତ ହେବେ ।

 

କୁମ୍ଭ ରାଶି:- ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିଦେବ ବର୍ତ୍ତମାନ ବେଶ ଖୁସି ଅଛନ୍ତି। ଯେଉଁ ବ୍ୟବସାୟ କରନ୍ତି, ସେମାନଙ୍କୁ ସେମାନଙ୍କ ବ୍ୟାପାର କ୍ଷେତ୍ରରେ ଭଲ ମିଳିବାର ଯୋଗ ବନୁଛି । ଆପଣଙ୍କୁ ଆଗାମୀ ସମୟରେ ସଫଳତାର ଅନେକ ପ୍ରକାର ମାର୍ଗ ପ୍ରାପ୍ତ ହେବ ଧନ ସମ୍ବନ୍ଧିତ ସବୁ ସମସ୍ୟା ଆପଣଙ୍କର ଦୂର ହେବ ।

କନ୍ୟା ରାଶି:- ତେବେ ବର୍ଷ 2023 ରୁ 2040 ମଧ୍ୟରେ ଏମାନଙ୍କ ଭାଗ୍ୟ ଚମକି ଉଠିବ । ଭଗବାନ୍ ଶନି ଦେବଙ୍କ ଦୟାରୁ ଏମାନଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏମାନଙ୍କୁ ଧନର ଅଭାବ ଦେଖା ଦେବ ନାହିଁ ।କର୍ମ କ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ ଶନିଦେବଙ୍କ କୃପାରୁ ଆପଣଙ୍କ କାରବାରରେ ଦିନକୁ ଦିନ ଲାଭ ବଢିଯିବ।ଏହାଛଡା ଶନି ଦେବ ଙ୍କ କୃପାରୁ ବେପାର ବାଣିଜ୍ୟରେ ଅଧିକ ଲାଭବାନ ହେବେ।

Related Articles

Leave a Reply

Your email address will not be published. Required fields are marked *

Back to top button