ନବମ ଶ୍ରେଣୀର ଛାତ୍ରୀ ଜଙ୍ଗଲ ଭିତରକୁ ଆସି ଯାହା କଲେ ଦେଖିଲେ ଆପଣ ବି ମୁଣ୍ଡରେ ହାତ ଦେବେ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଅଛି। ଯାହାକୁ ଲୋକମାନେ ଦେଖି ସେୟାର କରନ୍ତି ଓ ଅନେକ ପ୍ରକାର କମେଣ୍ଟ ମଧ୍ୟ କରନ୍ତି। ତେବେ ବର୍ତ୍ତମାନ ସମୟରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକମାନେ ସେୟାର କରିବା ସହିତ ଭିଡିଓ ପ୍ରତି ନିଜର କ୍ରୋଧ ଦେଖାଉଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।
ସୂଚନା ଅନୁସାରେ ଜଣେ ନବମ ଶ୍ରେଣୀର ଛାତ୍ରୀ ଏକ ଜଙ୍ଗଲରେ ଜଣେ ପୁଅଙ୍କ ସହିତ ଥିଲେ। ଉକ୍ତ ପୁଅ ଓ ଝିଅଙ୍କୁ ସେଠାକାର ଗାଁ ଲୋକ ଧରିନେଇଥିଲେ ଓ ତାଙ୍କର ଭିଡିଓ କରିବାକୁ ଲାଗିଥିଲେ। ଯେତେବେଳେ ଉକ୍ତ ଝିଅକୁ ଏହି ବିଷୟରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲେକି ସେ ନିଜ ଇଚ୍ଛା ଆସିଛନ୍ତି। ତାଙ୍କୁ କେହି ବାଧ୍ୟ କରିନାହାନ୍ତି। ସେ ସ୍କୁଲ ନଯାଇ ଏମିତି କରିଛନ୍ତି ବୋଲି ସ୍ଵୀକାର କରଛନ୍ତି। ଏହି ଭିଡିଓକୁ ଦେଖି ଲୋକମାନେ ନିଜ ନିଜର ମତାମତ ଜଣାଉଛନ୍ତି।
ଦେଖନ୍ତୁ ଭିଡିଓ:-
ଏହି ଭିଡିଓରେ ଅନେକ ଲୋକ ଏପରି ଭିଡିଓକୁ ସେୟାର ନ କରିବା ପାଇଁ କହିଥିବା ବେଳେ ଆଉ କିଛି ଲୋକ ତାଙ୍କୁ ଉଚିତ ଦଣ୍ଡ ଦିଆଯାଇଛି ବୋଲି କହିଥିଲେ। ଏହି ଭିଡିଓଟିକୁ ଅନେକ ଲୋକ ସେୟାର ମଧ୍ୟ କରୁଛନ୍ତି।