ରାଜନୀତି

କାହିଁକି ଗଲା ନବୀନ ସରକାର ?

ଭୁବନେଶ୍ୱର : କାହିଁକି ଗଲା ନବୀନ ପଟ୍ଟନାୟକ ସରକାର ? କାରଣ କହିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଦଳରେ କର୍ମୀ ଓ କର୍ମକର୍ତ୍ତାଙ୍କୁ ଗୁରୁତ୍ୱ ଦିଆଗଲାନି । ବିଧାୟକ ଓ ସାଂସଦଙ୍କୁ ବି ଗୁରୁତ୍ୱ ପାଇବା ଜରୁରୀ । ଯାହା ନବୀନ ପଟ୍ଟନାୟକ ସରକାର କଲା ନାହିଁ ବୋଲି କହିଲେ ଜୁଏଲ । ପାଣ୍ଡିଆନଙ୍କ କଥାରେ ଚାଲିଲେ, ଦଳର ଦୁର୍ଗତ ହେଲା ।

ବିଧାୟକ, ମନ୍ତ୍ରୀଙ୍କ ସ୍ଥାନରେ ଉପରେ । ଜିଲ୍ଲାପାଳ ଓ ଅଫିସର ଆମକଥା ମାନିବା ଦରକାର କହିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button