ରାଜ୍ୟ

ରସିକିଆ ମଜନୁ ତାଲିକାରେ ୯୯ ମହିଳା ।

୫ ସ୍ବାମୀଙ୍କ ସ୍ତ୍ରୀ ସତ୍ୟଜିତ୍‌ ସାମଲଙ୍କ ପ୍ରେମିକା ତାଲିକାରେ ୪୯ ନୁହେଁ ଥିଲେ ୯୯ ମହିଳା। ରିମାଣ୍ଡରେ ତାଙ୍କର ଗୁମର ଖୋଲିବାରେ ଲାଗିଛି। ଅଭିଯୁକ୍ତ ସତ୍ୟଜିତର ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଥିବା ଜଣାପଡିଛି। ଅଭିଯୁକ୍ତ କେତେ ମହିଳାଙ୍କ ଭିଡ଼ିଓ ସୁଟ କରିଛି, ତାର ଭିଡ଼ିଓ ଭର୍ତ୍ତି ପେନଡ୍ରାଇଭ ଜବତ କରିଛି ପୁଲିସ ।

ସେହିପରି ଫେକ ପୁଲିସ ଆଇଡି ସହ ପାସପୋର୍ଟ ଜବତ କରିଛି।

ସେହିପରି ୬ଟି ଭାଷାରେ କଥା ବାର୍ତା କରିପାରେ ଏହି ଠକ।ସୂଚନାଯୋଗ୍ୟ, ଡିପ୍ଲୋମା, ବିବିଏ,ହ ସ୍ପିଟାଲିଟି ମ୍ୟାନେଜର, କିଙ୍ଗଫିସର ଏୟାରଲାଇନ୍ସରେ କାମ କରିବା ସହ ମହିଳାଙ୍କୁ ଠକିବାରେ ସେ ମାହିର ଥିଲେ । ରିମାଣ୍ଡ ବେଳେ ସବୁ କଳାକାରନାମା ରହସ୍ୟ ଖୋଲିଛି ପୋଲିସ। ଆଜି ମଜନୁ ସତ୍ୟଜିତର ରିମାଣ୍ଡ ଅବଧି ଶେଷ ହୋଇଛି। ଏବେ ସେ ଜେଲ ଯିବେ। ଆବଶ୍ୟକ ପଡିଲେ ପୋଲିସ ପୁଣି ତାଙ୍କୁ ରିମାଣ୍ଡରେ ଆଣିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button