ରାଜ୍ୟ

ରାଜଧାନୀରେ ଗର୍ଜିଲେ ସମିତି ସଭ୍ୟ – Ibnodisha

[ad_1]

ଭୁବନେଶ୍ବର : ରାଜଧାନୀରେ ଗର୍ଜିଲେ ସମିତି ସଭ୍ୟ । ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ । ସରପଞ୍ଚଙ୍କୁ ୧୦ ହଜାର, ଆମକୁ କାହିଁକି ୭୫୦୦ ବୋଲି ସରକାରଙ୍କୁ କଲେ ପ୍ରଶ୍ନ । ୩୦ ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ ଆଜି ରାଜଧାନୀରେ ଏକାଠି ହୋଇ ବିଶାଳ ଶୋଭାଯାତ୍ରା କରୁଛନ୍ତି। ବିଭିନ୍ନ ଦାବି ନେଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଛନ୍ତି। ଯଦି ସରକାର ଆମ ଦାବି ନଶୁଣନ୍ତି ତେବେ ଭୋଟ ପାଇଁ ସରକାରୀ ବାବୁ ଗାଁ ଗାଁକୁ ଯିବେ । ସେଠାରେ ମଧ୍ୟ ଆମେ ପ୍ରତିବାଦ କରିବୁ ବୋଲି କହିଛନ୍ତି ଆନ୍ଦୋଳନ କରୁଥିବା ସମିତି ସଭ୍ୟ ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button