ରାଜ୍ୟ

ରିଲ୍ସ ପାଇଁ ଜୀବନ ସହ ବାଜି, ଜଳର ପ୍ରଖର ସ୍ରୋତରେ ଭାସିଗଲେ ଯୁବକ

୨ ଜଣ ଯୁବକ ପ୍ରଖର ଜଳ ସ୍ରୋତରେ ଫସି ରହିଥିବା ଭିଡିଓରେ ଦେଖିବାକୁ ମିଳୁଛି । ନିଜ ଜୀବନ ରକ୍ଷା କରିବା ପାଇଁ ଝରଣା କଡରେ ଲାଗିଥିବା ଚେନକୁ ଧରିଛନ୍ତି । ଏହି ସମୟରେ ଜଣେ ଯୁବକଙ୍କ ହାତ ଖସି ଯାଉଛି ଏବଂ ପାଣିର ପ୍ରଖର ସ୍ରୋତରେ ସେ କିଛି ବାଟ ଭାସି ଯାଉଛନ୍ତି ।

ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନି । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button