ମନୋରଞ୍ଜନ

ପ୍ରଥମ କି ଦ୍ଵିତୀୟ ନୁହେଁ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆପଣଙ୍କୁ କହିବୁ ଏକ ଅଭିନେତ୍ରୀ ଙ୍କ ବିଷୟରେ ଯିଏ ଠାରେ ବା ଦୁଇ ଥର ନୁହେଁ ବରଂ ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ତେବେ ଆପଣମାନେ ତ ଜାଣିଥିବେ  ବଲୀଉଡ ଦୁନିଆରେ ସମ୍ପର୍କ ହେଉଛି ଯେମିତି ଏକ ଖେଳ । ସେମାନଙ୍କ ପାଇଁ ସମ୍ପର୍କର କୌଣସି ବନ୍ଧ ନାହିଁ, ନିଜର କପଡା ବଦଳେଇବା ଭଳି ଏମାନେ ନିଜର ସମ୍ପର୍କକୁ ମଧ୍ୟ ବଦଳାଇ ଥାନ୍ତି । ତେବେ ସେହିଭଳି ଏକ ଖବର ଏବେ ଶୁଣିବାକୁ ମିଳିଛି ।ତେବେ ଏକ ଜଣେ ଟେଲିଭିଜନ ଅଭିନେତ୍ରୀଙ୍କ ବିବାହ ଏବେ ଖୁବ ଚର୍ଚ୍ଚାର ବିଷୟ ହୋଇଛି । ଛୋଟ ପରଦାର ହେଲେ କଣ ସେମାନେ ବି ବଡ ପରଦାର ଅଭିନେତ୍ରୀ ମାନଙ୍କ ଠାରୁ ଖିଛି କମ ନୁହଁନ୍ତି । ତେବେ ସେ ବର୍ତ୍ତମାନ ନିଜର ତୃତୀୟ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଆମେ ଯେଉଁ ଅଭିନେତ୍ରୀଙ୍କ କଥା କହୁଛୁ ସେ ହେଉଛନ୍ତି ସ୍ନେହା ବାଘ ।

Related Articles

Leave a Reply

Your email address will not be published. Required fields are marked *

Back to top button