ଆପଣଙ୍କର ପରିସ୍ରା ଝରିବା ସମସ୍ୟା ରହିଛି କି :
ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ । ତେବେ ଏହି ସ୍ୱାସ୍ଥ୍ୟ ସମସ୍ଯା ହେଲା ପରିସ୍ରା ଝରିବା । ଆଜିକାଲି କେହି ଗୋଟେ ବି ମଣିଷ ସୁସ୍ଥ ନୁହେଁ । ସମସ୍ତେ କିଛି ନା କିଛି ରୋଗରେ ପୀଡିତ । ସେହେଭଳି ଏକ ରୋଗ ହେଲା ପରିସ୍ରାର ଝରିବା । ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କର କାଶ ବା ଛିଙ୍କ ହେଲେ ପରିସ୍ରା ବାହାରିଥାଏ । ତେବେ ଏହା ଏକ ସାଧାରଣ ସମସ୍ଯା, କିନ୍ତୁ ଲୋକେ ଏହାକୁ ଲଜ୍ଜାରେ ଲୁଚେଇ ଥାନ୍ତି । କୌଣସି ବ୍ୟକ୍ତି ଏହାକୁ ଅନ୍ୟ ଆଗରେ ଶେୟାର କରିବାକୁ ଭଲ ପାଆନ୍ତି ନାହିଁ ।
ତେବେ ଏହି ସମସ୍ଯା ଥିବା ବ୍ୟକ୍ତି ମାନଙ୍କ ପାଇଁ ଫେମିଲିଫ୍ଟ ସିଓ ଟୁ ଲେଜର ଟେକ୍ନୋଲୋଜି ଭଲ କାମ ଦିଏ । ତେବେ ଏହି ଟେକ୍ନୋଲୋଜି ଦ୍ବାରା ଭେଜାଇନାଲ ଟିସୁକୁ ହିଟ୍ କରାଯାଏ ଯାହା ଦ୍ବାରା ନୂଆ କୋଲୋଜେନ୍ ସୃଷ୍ଟି ହୋଇଥାଏ । ଯାହା ଫଳରେ ଭେଜାଇନାର ପ୍ରତିରୋଧକ କ୍ଷମତା ବଢ଼ିଥାଏ । ଏବଂ ଶାରୀରିକ ସମ୍ପର୍କ ରଖିବାରେ ମଧ୍ୟ କୌଣସି ସମସ୍ଯା ଦେଖା ଦିଏ ନାହିଁ ।