Uncategorized
ତକିଆ ତଳେ ରସୁଣ ରଖି ଶୋଇବା ଦ୍ଵାରା ମିଳେ ଏହି ସବୁ ଫାଇଦା-

ଆଜି ଆମେ ଆପଣଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ । କଣ ଆପଣ ମାନେ ଜାଣିଛନ୍ତି ଯଦି ଶୋଇବା ସମୟରେ ଆପଣ ନିଜ ତକିଆ ତଳେ ରସୁଣ ରଖି ସୁଅନ୍ତି ତେବେ ଏହା ଆମ ଶରୀର ପାଇଁ କେତେ ଲାଭ ଦାୟକ ଅଟେ । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି କହୁଛୁ । ତେବେ ଏହା ଆମ ନୀତିଦିନ ଖାଦ୍ଯ ପାଇଁ ବହୁତ ଉପୋଯୋଗୀ ଅଟେ । ଏହା ଖାଦ୍ୟକୁ ଯେତେ ସ୍ଵାଦିଷ୍ଟ କରିଥାଏ ସେତିକି ଆମ ଶରୀର ପାଇଁ ମଧ୍ୟ ଲାଭଦାୟକ ଅଟେ ।
ଖରାପ ସ୍ଵପ୍ନ ଦେଖୁଥିଲେ ବା କିଛି ଚିନ୍ତା କାରଣରୁ ଯଦି ନିଦ ହେଉ ନଥାଏ ତେବେ ତକିଆ ତଳେ ରସୁଣ ରଖି ଶୋଇଲେ ସୁଖ ଓ ଶାନ୍ତିର ନିଦ ହୁଏ । ଯଦି ଆପଣଙ୍କର ଦାନ୍ତରେ କିଛି ଯନ୍ତ୍ରଣା ହେଉଛି ତେବେ ଆପଣ ରସୁଣ ଖାଇବା ଦ୍ଵାରା ଏହା ଭଲ ହୋଇଥାଏ ।




