ଝିଅ ମାନଙ୍କର ଏହି ୩ଟି ଅଙ୍ଗ ବଡ଼ ଥିଲେ ସେମାନେ ହୋଇଥାନ୍ତି ଖୁବ୍ ଭାଗ୍ୟଶାଳୀ-

ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ କି ନାରୀ ମାନଙ୍କର କେଉଁ ଅଙ୍ଗ ୫ଟି ଅଙ୍ଗ ଯଦି ବଡ ଥାଏ ତେବେ ସେମାନେ ହୋଇଥାନ୍ତି ଭାଗ୍ୟଶାଳୀ । ଆମ ଶାସ୍ତ୍ର ପୁରାଣରେ ଏ ବିଷୟରେ ବହୁତ କିଛି ଦେଖିବାକୁ ମିଳେ । କେଉଁ ନାରୀ କେମିତି, କାହାର ଅଙ୍ଗ କେମିତିକା ହୋଇଥିଲେ ସେ କେଉଁ ଚରିତ୍ରର ହୋଇଥିବା । ଏମିତି ବହୁତ କଥା ଅଛି ଯାହା ଆମେ ନାରୀ ମାନଙ୍କ ଅଙ୍ଗରୁ ଜାଣିପାରିବା । ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ ୩ଟି ଅଙ୍ଗ ଯଦି ନାରୀ ମାନଙ୍କର ବଡ ଥାଏ ତେବେ କଣ ହୁଏ ।
ଗଭିର ନାଭି:
ଗଭୀର ନାଭି ଥିବା ନାରୀ । ଯେଉଁ ନାରୀର ନାଭି ବହୁତ ଗଭୀର ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜର ସ୍ଵାମୀ ପାଇଁ ବହୁତ ଭାଗ୍ୟବତୀ ଅଟନ୍ତି । ଏ ଭଳି ଝିଅକୁ ଯିଏ ବିବାହ କରେ ତାର ଜୀବନ ବହୁତ ଖୁସିରେ କେଟ । ଏମାନେ ନିଜ ସ୍ବାମୀଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କ ପାଇଁ କିଛି ବି କରି ପାରନ୍ତି ।
ଲମ୍ବା କେଶ:
ଯାହାର କେଶ ବହୁତ ଲମ୍ବା ସେମାନେ ସାକ୍ଷାତ ଲକ୍ଷ୍ମୀବନ୍ତ ବୋଲି କୁହାଯାଏ । ଯେଉଁ ନାରୀର ଲମ୍ବା ଓ ଘନ କେଶ ଥାଏ ସେହି ନାରୀ ନିଜ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏମାନେ ଆସିବା ପରେ ତାଙ୍କ ସ୍ବାମୀଙ୍କର ଖୁବ ଉନ୍ନତି ହୋଇଥାଏ ।
ବଡ଼ ଆଖି:
ଯେଉଁ ମହିଳା ମାନଙ୍କ ଆଖି ବଡ଼ ହୋଇଥାଏ ସେମାନେ ବିଶ୍ୱାସ ପ୍ରିୟ ହୋଇଥାନ୍ତି।ଏମାନଙ୍କୁ ଆପଣ ବିନା ଦ୍ବିଧାରେ ରେ ବିଶ୍ୱାସ କରିପାରିବେ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।